Odisha Link
Bridging the Missing Links in Odisha

ଓଡ଼ିଶାରେ ଫେବୃଆରୀ ପ୍ରଥମ ସପ୍ତାହରେ ଟିକାକରଣ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରେ ଟିକାକରଣ। ଟିକାକରଣ ନେଇ ଆଶା ବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଜାନୁଆରୀ ୨ରେ ଓଡ଼ିଶା ଡ୍ରାଏରନ୍‌ କରିସାରିଥିଲା। କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶରେ ଆଜି ଦ୍ବିତୀୟଥର ଡ୍ରାଏରନ୍‌ କରାଯାଇଛି। ଏଥିପାଇଁ ପ୍ରତି ଜିଲ୍ଲାର ସିଏଚ୍‌ସି, ପିଏଚ୍‌ସି ଓ ମେଡିକାଲ୍‌ କଲେଜରେ ଡ୍ରାଏରନ୍‌ ହୋଇଛି।

Comments are closed.