Odisha Link
Bridging the Missing Links in Odisha
Browsing Tag

Health Minister

କରୋନା ମହାମାରୀ ଭୟ, ସଂକ୍ରମଣ ସ୍ଥିତି…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ଘଣ୍ଟା ମଧ୍ୟରେ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ…

ଭୁବନେଶ୍ୱର ଏମ୍ସ ପରିଦର୍ଶନ କଲେ,…

ଓଏଲ୍‌ ବ୍ୟୁରୋ: ଆସନ୍ତା ପହିଲାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପେପରଲେସ ହେବାର ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଭୁବନେଶ୍ୱର ଓଡିଶା ଗସ୍ତରେ ଆସିଥିବାବେଳେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏମ୍ସରେ ରୋଗୀ ଓ ସେମାନଙ୍କ…

ଚୁମା ଦେବାରୁ ଚାଲିଗଲା ମନ୍ତ୍ରୀ ପଦ

ଲଣ୍ଡନ: ସହକର୍ମୀଙ୍କୁ ଚୁମା ଦେଇ ହରଡଘଣାରେ ମନ୍ତ୍ରୀ। ବିବାଦ ବଢ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହାନକକ୍।ସେ ଜଣେ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ଚୁମ୍ବନ ଦେଇ କୋଭିଡ-୧୯ ପ୍ରୋଟୋକଲ ଭାଙ୍ଗିଥିଲେ। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ଚାରିଆଡୁ…

କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ: ନବ ଦାସ

ଭୁବନେଶ୍ୱର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କରୋନା ଗ୍ରାଫ ଉପରମୁହାଁ ରହୁଛି। ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଆହୁରି କଡ଼ାକଡ଼ି କରାଯିବ ବୋଲି…

ଆବଶ୍ୟକ ପଡିଲେ ଡେ-କର୍ଫ୍ୟୁ ଲାଗୁ…

ଭୁବନେଶ୍ବର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏଥିସହ ଗତକାଲି ଠାରୁ ଡେ କର୍ଫ୍ୟୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ପ୍ରତିକ୍ରି୍ୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।…

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ…

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ବର୍ତ୍ତମାନର ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ,…

ଏଏନମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ…

ଭୁବନେଶ୍ବର: ଆନ୍ଦୋଳନରତ ଏଏନମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି । ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆନ୍ଦୋଳନରତ ଏଏନ୍‌ଏମ୍‌ ପ୍ରସଙ୍ଗରେ ଗୃହରେ କହିଛନ୍ତି। କୋଭିଡ୍ ସମୟରେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ। କୋଭିଡ୍‌ ସମୟରେ ଏଏନ୍‌ଏମ୍‌ଙ୍କୁ…

ଓଡ଼ିଶାରେ ସ୍ଥିତି ବିଗିଡ଼ିଲେ ହୋଇପାରେ…

ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି। ଏନେଇ ଗତକାଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସଂକ୍ରମଣ ପ୍ରତିହତ ପାଇଁ ଆବଶ୍ୟକ ସତର୍କତା…

ଓଡ଼ିଶାରେ ଫେବୃଆରୀ ପ୍ରଥମ ସପ୍ତାହରେ…

ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରେ ଟିକାକରଣ। ଟିକାକରଣ ନେଇ ଆଶା ବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଜାନୁଆରୀ ୨ରେ ଓଡ଼ିଶା ଡ୍ରାଏରନ୍‌ କରିସାରିଥିଲା। କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶରେ ଆଜି ଦ୍ବିତୀୟଥର ଡ୍ରାଏରନ୍‌ କରାଯାଇଛି। ଏଥିପାଇଁ ପ୍ରତି…

ଟିକାକରଣ ପାଇଁ ଆଜି କେନ୍ଦ୍ର…

ନୂଆଦିଲ୍ଲୀ: କରୋନା ଟିକାକରଣର ପୂର୍ବରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସବୁ ରାଜ୍ୟ ଓ କେନ୍ଦ୍ରଶାାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଟିକାକରଣ କିଭଳି ସୁରୁଖୁରୁରେ ହେବ ସେନେଇ ବୈଠକରେ…