Odisha Link
Bridging the Missing Links in Odisha
Browsing Tag

Vaccination

ଟିକାକରଣକୁ ବର୍ଷେ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭୂତାଣୁରେ କଲବଲ ସାରା ବିଶ୍ବ। ଏହି ମହାମାରୀକୁ ମାତ୍‌ ଦେବା ପାଇଁ ବର୍ତ୍ତମାନ ପ୍ରମୁଖ ଅସ୍ତ୍ର ସାଜିଛି ଟିକା। ଆଉ ଏହାକୁ ଗୁରୁତ୍ବ ଦେଇ ଠିକ୍‌ ବର୍ଷକ ତଳେ ସାରା ଦେଶରେ ଟିକାକରଣ ଆରମ୍ଭ କରିଥିଲେ ସରକାର। ଯାହା ଏକବର୍ଷ ପୂର୍ତ୍ତି ହୋଇଛି। ମହାମାରୀ କରୋନାକୁ ମାତ୍‌…

ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦୂର ହେଉନି ଟିକା ସଙ୍କଟ। ଟିକା ଅଭାବ କାରଣରୁ ୧୧ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ। କେନ୍ଦ୍ରରୁ ଆବଶ୍ୟକୀୟ ଟିକା ମିଳୁନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ। ଆଜି ବଲାଙ୍ଗିର, ବାଲେଶ୍ୱର, ଦେବଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ାରେ ବନ୍ଦ ରହିଛି ଟିକାକରଣ।…

ଆସନ୍ତା ୧୫ ପରେ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି। ବିଭିନ୍ନ ବର୍ଗର ଲୋକମାନଙ୍କୁ ଟିକାଦାନ ପରେ ଏବେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ…

ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କୁ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କୁ କରାଯିବ ଟିକାକରଣ। ଏନେଇ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। କୋଭିଡ ୧୯ ଟାସ୍କଫୋର୍ସ ସଦସ୍ୟ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ। ଏହାସହ ସେହି ମାସରେ…

ଦିନକରେ ୧୩ ଲକ୍ଷ ଟିକାକରଣ କରି ରେକର୍ଡ…

ହାଇଦ୍ରାବାଦ: ଗୋଟିଏ ଦିନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ନୂଆ ରେକର୍ଡ ସୃଷ୍ଟି କରିଛି ଆନ୍ଧ୍ରପ୍ରଦେଶ। ଗତରାତି ୯ଟାରେ ଶେଷ ହୋଇଥିବା ସ୍ବତନ୍ତ୍ର ଟିକାକରଣ ଅଭିଯାନରେ ସମଗ୍ର ରାଜ୍ୟରେ ଲୋକମାନଙ୍କୁ ୧୩,୪୫,୦୦୪ ଡୋଜ୍‌ ଟିକା ଦିଆଯାଇଛି। ଏହା ପୂର୍ବ ଦିନ ମଧ୍ୟ ୬ ଲକ୍ଷରୁ ଅଧିକ ଲୋକଙ୍କୁ…

ରାଜ୍ୟରେ ଆଜିଠୁ କ୍ୟାମ୍ପେନ୍ ମୋଡ଼ରେ…

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ କରାଯିବ। କେନ୍ଦ୍ର ସରକାରଙ୍କ ନୂଆ ଭ୍ୟାକ୍ସିନେସନ ପଲିସିକୁ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖିଛନ୍ତି। ମହାନଗର ନିଗମରେ ୨୦ଟି, ମ୍ୟୁନିସିପାଲିଟିରେ ୧୦ଟି ସେସନ କରାଯିବା ସହ ପ୍ରତ୍ୟେକ ବ୍ଲକ ଓ ଏନଏସିରେ…

ଗର୍ଭବତୀ ମହିଳାଙ୍କ ପାଇଁ ଟିକା ଜରୁରୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ବେଶୀ ପ୍ରଭାବ ପକାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ, ଆଇସିଏମଆରର ପ୍ରଥମ ଓ ଦ୍ୱିତୀୟ ଲହରରେ ଗର୍ଭବତୀ ଓ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଦ୍ୱିତୀୟ ଲହରରେ…

ଏଣିକି ବିନା ରେଜିଷ୍ଟ୍ରେସନ୍ ଓ ସ୍ଲଟ୍…

ନୂଆଦିଲ୍ଲୀ: ଏଣିକି ଆଉ ଲୋଡ଼ା ନାହିଁ ରେଜିଷ୍ଟ୍ରେସନ୍। ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଓ ସ୍ଲଟ୍ ବୁକିଂ ଦରକାର ନାହିଁ। ୧୮ବର୍ଷରୁ ଊଦ୍ଧ୍ୱର୍ ଯେ କୌଣସି ଭାରତୀୟ ନାଗରିକ ସିଧାସଳଖ ଟିକାକେନ୍ଦ୍ରକୁ ଯାଇ ସେଠାରେ ଟିକା ନେଇପାରିବେ। ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ…

ଭୁବନେଶ୍ୱରରେ ଟିକାକରଣ: ସକାଳେ ପ୍ରଥମ…

ଭୁବନେଶ୍ୱର: କରୋନା ମହମାରୀକୁ ମାତ ଦେବାକୁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଟିକାକରଣ ସମୟ ବଦଳିଛି। ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ। ବିଏମସି କମିଶନର ଯେ, ଭୁବନେଶ୍ୱରରେ ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ ଟିକାକରଣ…

+୨ ଛାତ୍ର ଛାତ୍ରୀଙ୍କୁ ଟିକାକରଣ!

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ଓ ତାଙ୍କ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟିକା ସଂପର୍କରେ ଚିଠି ଲେଖି ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଟିକା ରେଜିଷ୍ଟ୍ରେସନ ନିୟମ କୋହଳ କରିବା ନେଇ ଉଲ୍ଲେଖ…