Odisha Link
Bridging the Missing Links in Odisha
Daily Archives

January 8, 2021

ଅବହେଳା ଯୋଗୁଁ ବନ୍ଦ ହେଲା ୫ ହାଇସ୍କୁଲର…

କେନ୍ଦୁଝର: କାର୍ଯ୍ୟରେ ଅବହେଳା ଯୋଗୁଁ ବନ୍ଦ ହେଲା ୫ ହାଇସ୍କୁଲର କର୍ମଚାରୀଙ୍କ ଦରମା। ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର। ବ୍ଲକର ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମାକୁ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ବନ୍ଦ କରିଛନ୍ତି। ଉକ୍ତ ହାଇସ୍କୁଲ ଗୁଡିକ ହେଲା ଜମୁନାପଶିର…

କନ୍ଧମାଳରେ ଭୂମିକମ୍ପ, ଭୟଭୀତ ଲୋକେ

ଫୁଲବାଣୀ: ଆଜି ରାତିରେ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନର ମୃଦୁ ଭୂ-କମ୍ପ ଅନୁଭୂତ ହୋଇଛି। ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ ଏବଂ ମୋହନାରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ସେହିଭଳି ବାଲିଗୁଡ଼ା, ଭଂଜନଗର ଓ ସୋରଡ଼ା ସହରରେ ଭୂମିକମ୍ପ ଅନୁଭୁତ ହୋଇଛି। ତେବେ, ରିକ୍ଟର ସ୍କେଲରେ…

ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ…

ବାରିପଦା: ଆଜି ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟଅସ୍ତିଆ ପୋଲ ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ତେବେ ଟ୍ରାକ୍ଟରରେ ଥିବା ୩ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ହିଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ଜଣେ ଖଲାସୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।…

ଫେରିଲା କରୋନା: ଆଠଗଡ଼ରେ କଣ୍ଟେନମେଣ୍ଟ…

ଆଠଗଡ଼: ପୁଣି ଫେରିଲା କରୋନା କାୟା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା। ଆଠଗଡ଼ ବ୍ଲକ୍‌ ଖଣ୍ଡୁଆଳରେ ୧୬ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ୭ ଦିନ ପାଇଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଆଠଗଡ଼ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍‌…

୧୦ ଦିନ ସମୟ ନେଲେ ଡିଜିପି: ସମୀର

ଭୁବନେଶ୍ବର: ଡିଜିପିଙ୍କ ସହ ଆଲୋଚନା ଶେଷ କରି ବାହାରିଲେ ବିଜେପି ନେତା। ଆଲୋଚନା ଶେଷରେ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏନେଇ ସମୀର ମହାନ୍ତି ମହାନ୍ତି କହିଛନ୍ତି ଯେ, ମାହାଙ୍ଗା ମର୍ଡର କେସ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ। ଏହାସହ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ…

କମିଲା ସୁନା ଓ ରୁପା ଦର, କେତେ…

ନୂଆଦିଲ୍ଲୀ: ହ୍ରାସ ହେଲା ସୁନା ଓ ରୁପା ଦର। ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ସଂଘ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଆଜି ସଂଧ୍ୟା ସୁଦ୍ଧା ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୦୪୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ୪୮୭୧୦ ଟଙ୍କା ରହିଛି। ଗତକାଲିର ଦର ତୁଳନାରେ ପ୍ରାୟ ୬୨୯ ଟଙ୍କା କମ…

ମାହାଙ୍ଗାରେ ନ୍ୟାୟ ମହଙ୍ଗା: ନିରଞ୍ଜନ

ଭୁବନେଶ୍ବର: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। ନୃତ୍ତାଙ୍ଗରେ ମୃତକଙ୍କ ପରିବାରକୁ ଭେଟିଲା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହା ସହିତ ନିରଞ୍ଜନ କହିଛନ୍ତି ଯେ, ମାହାଙ୍ଗାରେ ନ୍ୟାୟ ପାଇବା ମହଙ୍ଗା ହେଲାଣି।…

ହାଇଡ୍ରୋକାର୍ବନ ଏବଂ ଇସ୍ପାତ୍ କ୍ଷେତ୍ର…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ମଙ୍ଗୋଲିଆର ମନ୍ତ୍ରୀ, ସାଂସଦ ଏବଂ ପ୍ରମୁଖ କ୍ୟାବିନେଟ ସଚିବ ତଥା ଭାରତ-ମଙ୍ଗୋଲିଆ ଜଏଂଟ କମିଟି ଅଫ୍ କର୍ପୋରେସନର ଉପାଧ୍ୟକ୍ଷ ଏଲ.ଅୟୁନ-ଏର୍‌ଡ଼େନ ଏବଂ ଖଣି ଓ ଭାରୀ ଶିଳ୍ପ ମନ୍ତ୍ରୀ ଜି. ୟଣ୍ଡନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା…

ଦିଲ୍ଲୀ ସରକାରଙ୍କ ନୂଆ ଆଦେଶ: ବ୍ରିଟେନ୍‌…

ନୂଆଦିଲ୍ଲୀ: ଦୀର୍ଘ ନଅ ମାସ ପରେ ଦେଶରେ କୋରନା ସଂକ୍ରମଣ କମିବାରେ ଲାଗିଛି। କିନ୍ତି କିଛି ରାଜ୍ୟରେ ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସରକାର ସୂଚନା ଦେଇଥିଲେ ଯେ, ଜାନୁଆରୀ ୮ ତାରିଖରୁ…

କରୋନା ନେଗେଟିଭ ରିପୋର୍ଟ: ସେବାୟତ ସଂଘ…

ପୁରୀ: ଦୀର୍ଘ ନଅ ମାସ ପରେ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। ହେଲେ ଏହାରି ମଧ୍ୟରେ ଆସିଛି ଆଉ ଏକ ଖବର। ମନ୍ଦିର ଖୋଲିଛି ସତ ହେଲେ ଭକ୍ତ ଆଉ ଭଗମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଛି କୋରନା ଟିପୋର୍ଟ। ଯାହା ଫଳରେ ଭକ୍ତଟିଏ ଆଉ ଭଗବାନଙ୍କୁ ଭେଟି ନ ପାରି ବଡ଼ ଦାଣ୍ଡରୁ ନିରାଶ ହୋଇ ଫେରୁଛି। ଓଡ଼ିଶା…