Odisha Link
Bridging the Missing Links in Odisha
Daily Archives

January 8, 2021

ସରକାର ଓ ଚାଷୀ ଆଲୋଚନାରେ…

ନୂଆଦିଲ୍ଲୀ: ଆଜି ସରକାର ଓ ସଙ୍ଗଠନ ମଧ୍ୟରେ ବୈଠକ ଶେଷ ହୋଇଛି। ଆଜିର ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଏହା ପୁଣି ଆସନ୍ତା ବୈଠକ ଜାନୁଆରୀ ୧୫ରେ ବସିବ। ବିଜ୍ଞାନ ଭବନରେ ଦିନ ୧୨ଟାରେ ବସିବ ବୈଠକ। ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର।…

ଶିଶୁପୁତ୍ରକୁ ବିକ୍ରି କରି ଆତ୍ମହତ୍ୟା…

ମାଲାକାନଗିରି: ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଆତ୍ମହତ୍ୟା କଲା ବାପା। ଦାରିଦ୍ର୍ୟତାର ଏଭଳି ଦାରୁଣ ରୂପ ଦେଖିବାକୁ ମଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଅଞ୍ଚଳରେ। ୪ ମାସର ଶିଶୁପୁତ୍ରକୁ ବିକ୍ରି କରି ଦୁଃଖରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଛନ୍ତି ଅସହାୟ ବାପା।…

ସମ୍‌ରେ କୋଭିଡ୍‌-୧୯ ଟିକାଦାନ…

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ମହାମାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ରୋଗକୁ କିପରି ପ୍ରତିରୋଧ କରାଯିବ ଏବଂ ଏ ନେଇ ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ ଟୀକାଦାନ…

ଜାନୁଆରୀ ୧୬ ପର୍ଯ୍ୟନ୍ତ ଉଭୟ ଦିନ ଏବଂ…

ଭୁବନେଶ୍ୱର: ପ୍ରତ୍ୟେକ ଦିନ ରାତିର ତାପମାତ୍ରା ବଦଳୁ ଥିବାବେଳେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପବନର ଗତି ବଙ୍ଗୋପ ସାଗରରୁ ଆଦ୍ରତା ଆହରଣ…

ନାବାଳିକାଙ୍କୁ ବ୍ଲାକମେଲ୍‌ କରି…

ଆଗ୍ରା: ନାବାଳିକାଙ୍କୁ ବ୍ଲାକମେଲ୍‌ କରି ବାରମ୍ବାର ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଆଗ୍ରାର ଫିରୋଜାବାଦ ଜିଲ୍ଲାର ନରଖୀ ଅଞ୍ଚଳରେ। ଜଣେ ୧୬ ବର୍ଷୀୟା ନାବାଳିକାକୁ ଏକ ୨୮ ବର୍ଷର ଯୁବକ ବାରମ୍ବାର ବ୍ଲାକମେଲ୍‌ କରି ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ୧ ଡିସେମ୍ବର…

ମଣ୍ଡିକୁ ମିଳୁଥିବା କେନ୍ଦ୍ରୀୟ ଅର୍ଥର…

ଭୁବନେଶ୍ୱର: ରାଜ୍ୟରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ବିଜେପି ତରଫରୁ ଚାଲିଥିବା ମଣ୍ଡିଚାଲ ଅଭିଯାନ କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର କାକରୁଦ୍ରପୁର ଧାନମଣ୍ଡିକୁ ରାଜ୍ୟ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଗ୍ରସ୍ତ କରିଥିଲେ। ବିଜେପିର ଓଡ଼ିଶା ସହପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ…

ଡିସିପି ଅଫିସ୍‌ ଆଗରେ ଉତ୍ତେଜନା

କଟକ: ଡିସିପି ଅଫିସ୍‌ ଆଗରେ ଉତ୍ତେଜନା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଜୋରଦାର ଦାବି ବିଜେପି କରିଛି। ଏନେଇ ଆଜି ଡିଜିପି ଅଫିସ୍ ଘେରାଉ କରିଛି…

ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଶ୍ରମ…

ନୂଆପଡ଼ା: ଲାଞ୍ଚ ନେଲା ବେଳେ ଧରା ପଡ଼ିଲେ ନୂଆପଡ଼ାର ଜିଲ୍ଳା ଶ୍ରମ ଅଧିକାରୀ। ଆଜି ଜଣେ ବ୍ୟକ୍ତିଙ୍କଠାରୁ ଲେବର କାର୍ଡ କରାଇ ଦେବା ପାଇଁ ନିଜ ଖରିଆରରୋଡସ୍ଥିତ ଅଫିସରେ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ନୂଆପଡା ଭିଜିଲାନ୍ସ ଧରିଛି। ମିଳିଥିବା…

ନିଲମ୍ବିତ ହେଲେ କମର୍ଦ୍ଦା ଥାନାର…

ବାଲେଶ୍ୱର: ମହଙ୍ଗା ପଡ଼ିଲା ପୋଲିସ ପାୱାରର ଅପବ୍ୟବହାର । ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ। ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ରାଜ୍ୟରେ ଆସନ୍ତା ୨ ଦିନ ଘନ କୁହୁଡି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ ଦିନ ଜାରି ରହିବ ଘନ କୁହୁଡି। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି। ଆସନ୍ତା ୯ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ ଜିଲ୍ଲାକୁ ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି ହୋଇଛି। ଏଥିସହ ଆସନ୍ତା ୧୦ ତାରିଖରେ ଜଗତସିଂହପୁର, ଭଦ୍ରକ, କଟକ,…