Odisha Link
Bridging the Missing Links in Odisha

ରାଜ୍ୟରେ ଆସନ୍ତା ୨ ଦିନ ଘନ କୁହୁଡି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ ଦିନ ଜାରି ରହିବ ଘନ କୁହୁଡି। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି। ଆସନ୍ତା ୯ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ ଜିଲ୍ଲାକୁ ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି ହୋଇଛି।

ଏଥିସହ ଆସନ୍ତା ୧୦ ତାରିଖରେ ଜଗତସିଂହପୁର, ଭଦ୍ରକ, କଟକ, କେନ୍ଦ୍ରାପଡାକୁ ସତର୍କ ରହିବା ପାଇଁ କୁହାଯାଇଛି। ଏନେଇ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି।

Comments are closed.