Odisha Link
Bridging the Missing Links in Odisha
Browsing Tag

Fog

ରାଜ୍ୟରେ ଶୀତର ଲେଉଟାଣି; ଘନକୁହୁଡ଼ି ନେଇ…

ଓଏଲ୍‌ ବ୍ୟୁରୋ: ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ମେଘୁଆ ଓ କୋହଲା ପାଗ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଏବେ ପୁଣି ତଳମୁହାଁ ହୋଇଛି ପାରଦ। ଯାହା ଫଳରେ ଶୀତ ବଢ଼ିବାରେ ଲାଗିଛି।…

ଟ୍ୱିନସିଟିରେ ଘନ କୁହୁଡ଼ି

ଭୁବନେଶ୍ବର: ଆଜି ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଛି। କୁହୁଡ଼ିର ମାତ୍ରା ଏତେ ରହିଛି ଯେ ୫୦ ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା ଘାଟ। ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। କଟକ, ଭୁବନେଶ୍ୱରରେ ମଧ୍ୟ କୁହୁଡ଼ି ପାଇଁ ଯାତାୟତରେ ଅସୁବିଧା ଦେଖାଦେଇଛି। କିଛି ଦିନ ହେବ…

ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଘନ…

ଭୁୁବନେଶ୍ବର: ରାଜ୍ୟରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ସମ୍ଭାବନା ରିହିଛି। ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। https://twitter.com/mcbbsr/status/1351102259317321728 ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା,…

ରାଜ୍ୟରେ ଆସନ୍ତା ୨ ଦିନ ଘନ କୁହୁଡି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ ଦିନ ଜାରି ରହିବ ଘନ କୁହୁଡି। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି। ଆସନ୍ତା ୯ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ ଜିଲ୍ଲାକୁ ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି ହୋଇଛି। ଏଥିସହ ଆସନ୍ତା ୧୦ ତାରିଖରେ ଜଗତସିଂହପୁର, ଭଦ୍ରକ, କଟକ,…

ରାଜ୍ୟରେ ଶୀତ ଲହରୀ, ସୋନପୁରରେ…

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା। ତଳମୁହାଁ ହେଉଛି ପାରଦ ଫଳରେ ଶୀତ ପ୍ରକୋପ ବଢିବାରେ ଲାଗିଛି। ରାଜ୍ୟରେ ୪ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି କୁହୁଡ଼ିର ପରିମାଣ ବଢିଛି। ଗତ ୨୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି…

ଆଜି ବି ବର୍ଷା ସମ୍ଭାବନା, ୨୮ରୁ ପାଗରେ…

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରୁ ସାରା ରାଜ୍ୟରେ ଦୁଇ ଦିନ ହେଲା ଲାଗି ରହିଛି ବର୍ଷା। ବର୍ଷା ପ୍ରଭାବ ଆହୁରି ୪୮ ଯାଏଁ ଘଣ୍ଟା ଲାଗି ରହିବ। ଆଜି ଉତ୍ତର ଏବଂ ଦକ୍ଷିଣ ଉପକୂଳର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଦେବଗଡ଼ରେ…

ଘନ କୁହୁଡ଼ି: ଲଞ୍ଚ୍‌ ଫସିଲା ମଝି…

ଚାନ୍ଦବାଲି: ସାରା ରାଜ୍ୟରେ ଦେଖିବାକୁ ମିଳିଛି ଘନ କୁହୁଡ଼ି। ଯାହାରିଫଳରେ ଜନଜୀବନ ବାଧାପ୍ରାପ୍ତ ହେଉଛି। ଏପରିକି ଘନ କୁହୁଡି ପାଇଁ ମଝି ସମୁଦ୍ରରେ ଫସିଲା ଲଞ୍ଚ୍‌। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଫସିଲା ଲଞ୍ଚ। ଆଜି ସକାଳ ପ୍ରାୟ ୬ଟା ପୂର୍ବରୁ ତାଳଚୁଆରୁ ଏହି ଲଞ୍ଚଟି ବାହାରିଥିଲା। ଏହା…