Odisha Link
Bridging the Missing Links in Odisha
Browsing Tag

Vaccination

କାଲି ସାରାଦେଶର ହେବ ମେଗା ଟିକାକରଣ, ଦିନ…

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍‌ ଶନିବାର ଦେଶରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢ଼େଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି। କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ…

ଟିକାକରଣ ପାଇଁ ଗାଇଡଲାଇନ୍ ଜାରି କଲେ…

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଆରମ୍ଭ ହେବ ଟିକାକରଣ। ଟିକାକରଣ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ସରକାର। ଗାଇଡଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।ଗାଇଡଲାଇନ୍‌ ମୁତାବକ, ୧୮ ବର୍ଷରୁ କମ୍, ଗର୍ଭବତୀ ଓ ପ୍ରସୂତି କରୋନା ଟିକା ନେଇପାରିବେନି। ଏଥି…

ଭୁବନେଶ୍ୱରର ୬ଟି ସ୍ଥାନରେ ହେବ ଟିକାକରଣ,…

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ କରୋନା ଟିକାକରଣ। ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରର ୬ଟି ସ୍ଥାନରେ ଟିକାକରଣ ହେବ। ପ୍ରତି ସେଣ୍ଟରରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ…

୧୫ ହଜାର ସ୍ୱାସ୍ଥ୍ୟ କର୍ମୀ ନେବେନି ଟିକା

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି। ଟିକାକରଣ ପାଇଁ ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ମଧ୍ୟ ପହଞ୍ଚି ସାରିଛି। ତେବେ ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟ କର୍ମୀ କରୋନା ଟିକା ନନେବାକୁ ଘୋଷଣା କରିଛନ୍ତି। ପୁରୁଷ…

ଟିକା ପାଇଁ ଆଜି ଯିବ SMS

ଭୁବନେଶ୍ୱର: ଆସନ୍ତା ୧୬ରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ। ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ଆସି ପହଞ୍ଚି ସାରିଛି। ତେବେ ଟିକାକରଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, ‘ଆଜି ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ SMS ଯିବ।…

ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ…

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ଗାଇଡଲାଇନ୍। ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା ଗାଇଡଲାଇନ୍। ରାଜ୍ୟର ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ରାଜ୍ୟକୁ କୋଭିସିଲ୍ଡ ଓ କୋଭ୍ୟାକ୍ସିନ୍‌ ୨ ପ୍ରକାର କରୋନା…

ସକାଳ ୯ରୁ ଅପରାହ୍ନ ୫ ଯାଏଁ ଟିକାକରଣ

ଭୁବନେଶ୍ବର: ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ। ରାଜ୍ୟରେ ମଧ୍ୟ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମେ ରାଜ୍ୟର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଟିକାକରଣ ପାଇଁ ଏସ୍‌ସିବି ଭେଷଜ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା ସୂଚନା ଦେଇ…

ଭୁବନେଶ୍ୱରର ୫ଟି ହସ୍ପିଟାଲରେ ହେବ…

ଭୁବନେଶ୍ୱର: ଭୁବନେଶ୍ୱରରେ ୫ଟି ହସ୍ପିଟାଲରେ ଟିକା ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍ନ ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବ ଟିକା। ପୁଣେରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଓଡ଼ିଶାକୁ ଅଣା ଯାଉଛି। ଏହି କରୋନା ଭାକସିନ୍‌ ଭୁବନେଶ୍ୱରରେ ମୋଟ ୨୧ ହଜାର ଲୋକଙ୍କୁ ଦିଆଯିବ। ସେ ନେଇ ସୂଚନା…

କରୋନା ଟିକାକରଣ ପାଇଁ ପୋଲିଓ…

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ। ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣ। ଟିକାକରଣର ୨ରୁ ୩ ଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଟିକା। ଟିକାକରଣ ପାଇଁ ୧୭ ରୁ ୧୯ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ। ଏନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ…

୧୬ରୁ ଟିକାକରଣ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ। ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ଆଜି ଟିକାକରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ନିଷ୍ପତ୍ତି ନିଆଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମକର ସଂକ୍ରାନ୍ତି,…