Odisha Link
Bridging the Missing Links in Odisha
Browsing Tag

Vaccination

ଟିକାକରଣକୁ ଆହୁରି ବ୍ୟାପକ କରାଯିବ:…

ଭୁବନେଶ୍ବର: ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଏହା ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ ଦୈନିକ ୧ ଲକ୍ଷ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ୯୨୭ କେନ୍ଦ୍ରରେ ଟିକାକରଣ କରାଯାଉଛି। ୧ଲକ୍ଷ ୨୭୩ଜଣ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି। ସମ୍ମୁଖ…

ଛୁଟି ଦିନରେ ବି ହେବ ଟିକାକରଣ

ଭୁବନେଶ୍ୱର: ଛୁଟି ଦିନରେ ମଧ୍ୟ କରୋନା ଟିକାକରଣ କରାଯିବ। ଟିକାକରଣ ନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ପ୍ରତିଦିନ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଖରା ବଢୁଥିବାରୁ…

ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକାକରଣ…

ଭୁବନେଶ୍ୱର : ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଦିଆଯିବ ଟିକା । ଏହା ବିଏମସି କମିଶନର ସୂଚନା ଦେଇଛନ୍ତି । ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ ମିଳିବ ଟିକା। ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍,…

ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଦିଆଯିବ…

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଆଜି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ମାର୍ଚ୍ଚ ପହିଲାରୁ ବୟସ୍କ ଲୋକଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛିନ୍ତି। ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ…

ପ୍ରଥମ ପର୍ଯ୍ୟାୟ ଟିକାକରଣ: ଶେଷ ଦିନରେ…

ଭୁବନେଶ୍ୱର: ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ ପକ୍ରିୟା। ଶେଷ ଦିନରେ ୫୦୦ ସ୍ୱାସ୍ଥ୍ୟକର୍ମୀ ଟିକା ନେବେ ବୋଲି ସୂଚନା ମିଳିଛି। ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁବନେଶ୍ୱରର ୪ଟି କେନ୍ଦ୍ରରେ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ, ଏମସ, ସମ୍ ହସ୍ପିଟାଲ ଓ କେୟାର ହସ୍ପିଟାଲରେ ଏଥିପାଇଁ ବ୍ୟବସ୍ଥା…

ଟିକାକରଣରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ବର: ଦେଶରେ କରୋନା ଟିକାକରଣରେ ଆଗରେ ରହିଛି ଓଡ଼ିଶା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦେଢ଼ ‌ଲକ୍ଷ ଲୋକଙ୍କୁ ଦିଆଗଲାଣି କରୋନା ଟିକା। ଏନେଇ ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

ଟିକାକରଣରେ ଓଡ଼ିଶା ତୃତୀୟ

ଭୁବନେଶ୍ବର: ଟିକାକରଣରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିଜୟ ପାଣିଗ୍ରାହୀ କହିଛନ୍ତି, ଲକ୍ଷ୍ୟଠାରୁ ଗତକାଲି ଅଧିକ ଟିକାକରଣ ହୋଇଛି। ସମସ୍ତଙ୍କୁ ଟିକାକରଣ କରିବାକୁ ଆମେ ଚେଷ୍ଟା କରିବୁ। ଏଥିସହ…

ମନା କଲେ ପରେ ମିଳିବନି ମାଗଣା ଟିକା

ଭୁବନେଶ୍ୱର: ଆଜି ରାଜ୍ୟରେ ପହଞ୍ଚିବ ୩ ଲକ୍ଷ ୩୪ ହଜାର ୫ ଶହ କୋଭିସିଲ୍ଡ ଟିକା। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି ଯେ, ‘ଟିକା ନେବାକୁ ମନା କଲେ ସରକାରଙ୍କ ପକ୍ଷରୁ ଆଉ ଟିକା ଦିଆଯିବନି। ଅନୁପସ୍ଥିତ ରହିଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ…

ଆଜିଠୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ…

ଭୁବନେଶ୍ୱର: ରାଜ୍ୟରେ ଶନିବାର ସମୂହ ଟିକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିଲା। ପ୍ରଥମଦିନରେ ରାଜ୍ୟରେ ପ୍ରାୟ ୧୩ ହଜାର ୯୮୦ ସ୍ବାସ୍ଥ୍ୟକର୍ମୀଙ୍କଠାରେ ଟିକାକରଣ କରାଯାଇଥିଲା। କାଲି ରବିବାର ଥିବାରୁ ଗୋଟିଏ ଦିନର ବିଶ୍ରାମ ପରେ ଆଜି ଠାରୁ ପୁଣି ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ଏହାକୁ…

କରୋନା ଟିକା: ଓଡ଼ିଶାରେ ୮୧ ପ୍ରତିଶତ,…

ଭୁବନେଶ୍ବର: ଆଜିଠାରୁ ଦେଶସାର ଆରମ୍ଭ ହୋଇଛି ଟିକାକରଣ। ଟିକାକରଣ ପ୍ରଥମ ଦିନରେ ଓଡ଼ିଶାରେ ହୋଇଛି ୮୧ ପ୍ରତିଶତ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୩୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଓଡ଼ିଶାରେ ଟକାକରଣ…