Odisha Link
Bridging the Missing Links in Odisha

ଦୁର୍ଗା ପୂଜା ପାଇଁ ସକାଳ ୬ଟା ରୁ ଦିନ ୨ଟା ଯାଏଁ ଚାଲିବ ମୋ ବସ

ଭୁବନେଶ୍ୱର : କଟକ ଏବଂ ଖୋର୍ଦ୍ଧ ସହର ବର୍ତ୍ତମାନ ଶାରଦୀୟ ପୂଜା ପାଇଁ ଉତ୍ସବ ମୁଖର |କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଦ୍ୱାରା ପରିଚାଳିତ “ମୋ ବସ”ର ସେବା ଅପରାହ୍ନ ୨ଟା ପରେ ଦୁର୍ଗା ପୂଜା ସୟମରେ କୌଣସି ରୁଟରେ ଉପଲବ୍ଧ ହେବନାହିଁ |ଯଦି ଓ,ନିୟମିତ ବସ ସେବା ସକାଳ ୬ଟା ରୁ ଦିନ ୨ଟା ଯାଏଁ ପୂର୍ବପରି ଚାଲୁ ରହିବ |
ପୋଲିସ କମିଶନରେଟ ଲୋକ ମାନଙ୍କର ସୁରକ୍ଷା ଓ ସୁବିଧା କୁ ନଜରରେ ରଖି ଭାରି ବାହାନ ଚଳାଚଳକୁ ସନ୍ଧ୍ୟା ୪ଟା ପରେ ପ୍ରତିବନ୍ଧିତ କରିଛନ୍ତି |ଏହି ଆଦେଶ ଅନୁଯାୟୀ ନଗର ପରିବହନ ସେବାକୁ ବନ୍ଦ ରଖା ଯାଇଛ |
“ଆମେ ଚାହୁଁ ସମସ୍ତ ନଗର ବାସୀ ଦଶହରା ପୂଜାକୁ ଭଲ ଭାବରେ ଉପଭୋଗ କରନ୍ତୁ ,ସମସ୍ତଙ୍କର ସୁରକ୍ଷା ଓ ସୁବଧା ପାଇଁ ଏହା ନିଷ୍ପତ୍ତି ନ ଆଯୋଇଛ |ମୋ ବସ ତରଫରୁ ଶାରଦୀୟ ପୂଜାର ଶୁଭେଚ୍ଛା ଦେଇ କାର୍ମିକା ଓ ପ୍ରସାଶନ ବିଭାଗର ମହାପ୍ରବନ୍ଧକ ତଥା ପ୍ରବକ୍ତା ଦୀପ୍ତି ମହାପାତ୍ର କହିଥିଲେ”|

Comments are closed.