Odisha Link
Bridging the Missing Links in Odisha
Browsing Tag

mo bus

କାର୍‌ ସହ ମୋ ବସ୍‌ ଧକ୍କା; ଯାତ୍ରୀ…

ଓଏଲ୍‌ ବ୍ୟୁରୋ: ବାରଙ୍ଗ ଛକରେ କାର୍‌ ସହ ମୋ ବସ୍‌ ଧକ୍କା ହୋଇଥିବା ଜଣା ପଡିଛି। ଦୁର୍ଘଟଣା ପରେ ମୋ ବସ୍‌କୁ ଅଟକ ରଖିଲା ବାରଙ୍ଗ ପୁଲିସ। ଭୁବନେଶ୍ୱରରୁ କଟକ ଯିବା ବେଳେ କାର୍‌ ସହ ମୋ ବସ୍‌ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ ଚାଳକଙ୍କ ବେପରୁଆ ଗାଡି ଚାଳନାକୁ ସ୍ଥାନୀୟ ଲୋକ ଦାୟୀ କରିଛନ୍ତି।

ହକି ଟିକେଟ୍‌ ଥିଲେ ମୋ ବସ୍‌ରେ ମାଗଣା…

ଓଏଲ୍‌ ବ୍ୟୁରୋ : ଆଜି ଆରମ୍ଭ ହେବ ହକି ମହାକୁମ୍ଭ। ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ବେଶ ଉତ୍ସାହ ଅଛନ୍ତି ହକି ପ୍ରେମୀ। ହକି ବିଶ୍ୱକପ ଥିବାରୁ ରାଜଧାନୀ ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ପାଇଁ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମୋ ବସ ସେବା ଯୋଗାଇ ଦେବା ପାଇଁ ଘୋଷଣା…

‘ମୋ ବସ’ ଲୁଟେରା…

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ମୋ ବସରୁ ଲୁଟ ହେବା ଘଟଣା ବାରମ୍ବାର ସାମ୍ନାକୁ ଆସିଥିଲା। ଯାତ୍ରୀମାନେ ମୋ ବସରେ ଯାତ୍ରା କରିବା ସମୟରେ ମୋ ବସରୁ ଲୁଟ ହେଉଥିଲା। ଲୁଟର ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରିବା ଦ୍ୱାରା ୭ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୁଲିସ। ଲୁଟେରାଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି…

ତେଜିଲା ସରକାରୀ ମୋ ବସ୍ ବିବାଦ,ଟ୍ୱିଟ…

ଓଏଲ୍ ବ୍ୟୁରୋ : ରାଜରାସ୍ତାରେ ଦେଖାଦେଇଛି ପାଟିତୁଣ୍ଡ ତାହା ପୁଣି ମୋ ବସ୍ ଦୁର୍ଘଟଣା ପାଇଁ। ମୋ’ ବସ୍ ଦୁର୍ଘଟଣାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଖବର ଉପରେ କ୍ରୁଟ୍ ସ୍ପଷ୍ଟୀକରଣ ରଖିଥିବାବେଳେ କହିଛନ୍ତି ମୋ’ ବସ୍ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ହୋଇନି ବରଂ ବାଇକ ଦୁର୍ଘଟଣାରେ…

କାଲିଠୁ ସମସ୍ତ ରୁଟରେ ଗଡ଼ିବ “ମୋ…

ଭୁବନେଶ୍ୱର: ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା। ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍। ସାରା ରାଜ୍ୟରେ ଆଜିଠୁ ସପିଙ୍ଗମଲ, ସିନେମା ହଲ୍,ପାର୍କ, ସହ ସବୁ ଦୋକାନ ବଜାର ଖୋଲିବାକୁ ଯାଉଛି। କୋଭିଡ୍ କଟକଣା ମଧ୍ୟରେ ଏସବୁ ଖୋଲିବାକୁ ଅନୁମତି ମିଳିଛି। ଏଥିସହିତ…

ଆସନ୍ତା କାଲିଠୁ ମୋ ବସ୍‌ ସେବା ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଅର୍ଥା୍ତ ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ମୋ ବସ୍…

ନାଇଟ କର୍ଫ୍ୟୁ ପାଇଁ ବଦଳିଲା ମୋ ବସ୍ ସମୟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏନେଇ ରାଜ୍ୟରେ କଟକଣା ଲାଗୁ ସହ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ଏହାରି ମଧ୍ୟରେ ଟ୍ୱିନ ସିଟିରେ ନାଇଟ କର୍ଫ୍ୟୁ ଯୋଗୁଁ ମୋ ବସ୍ ଯାତାୟତରେ କଟକଣା ଲାଗୁ ହୋଇଛି। କଟକଣା ମୁତାବକ, କାଲିଠାରୁ ସକାଳ ୭ଟାରୁ ଯାତ୍ରା ଆରମ୍ଭ…

ଯାତ୍ରୀଙ୍କୁ ଗାଡ଼ିରୁ ଠେଲି ଦେଲେ ‘ମୋ…

ଭୁବନେଶ୍ୱର: ଯାତ୍ରୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ବସ୍ କର୍ମଚାରୀଙ୍କ ବିରୋଧରେ। ଗତକାଲି ଭୁବନେଶ୍ୱର ହଂସପାଳ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ମୁତାବକ ବାଲିଅନ୍ତା ଡିହ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ନାମକ ବ୍ୟକ୍ତି ‘ମୋ…

ଆସନ୍ତାକାଲି ଗଡ଼ିବନି ‘ମୋ…

ଭୁବନେଶ୍ବର ଚାଲିବନି 'ମୋ ବସ୍'। ଆସନ୍ତାକାଲି ସୋମବାର ରଙ୍ଗର ପର୍ବ ହୋଲି କାରଣରୁ ଅପରାହ୍ଣ ୩ଟା ଯାଏ ଗଡ଼ିବନି 'ମୋ ବସ୍'। ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥିସହ ମାଷ୍ଟର କ୍ୟାଣ୍ଟିନ୍ ବସ୍ ଟର୍ମିନାଲରେ ଥିବା ପାସ୍ କାଉଣ୍ଟର ଆସନ୍ତାକାଲି ବନ୍ଦ ରହିବ। ହୋଲିକୁ ଦୃଷ୍ଟିରେ ରଖି ଏଭଳି…

କାଲି ମଧ୍ୟ ରାତି ଯାଏ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ପବିତ୍ର ଜାଗରକୁ ଦୃଷ୍ଟିରେ ରଖି କ୍ରୁଟ୍ କର୍ତ୍ତୃପକ୍ଷ ମୋ ବସ୍ ସେବାକୁ ସମ୍ପ୍ରସାରିତ କରିଛନ୍ତି। ୩୨ ନମ୍ବର ରୁଟ୍ (ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର) ବସ୍ ଚଳାଚଳ ସମୟ ବଢ଼ାଇ ଦିଆଯାଇଛି। ଜାଗର ପାଇଁ ଗୁରୁବାର ମଧ୍ୟ ରାତି ଯାଏ ମୋ ବସ୍ ଚାଲିବ ବୋଲି କ୍ରୁଟ୍ ସୂଚନା ଦେଇଛି।…