Odisha Link
Bridging the Missing Links in Odisha
Browsing Tag

mo bus

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ମୋ ବସ୍

ଭୁବନେଶ୍ବର: ଆଜିଠୁ ସବୁ ରୁଟରେ ଗଡ଼ିଲା ମୋ ବସ୍। କରୋନା ମହାମାରୀ ପାଇଁ ଲକଡାଉନ୍ ବେଳେ ଏହି ସେବା ବନ୍ଦ ଥିବା ବେଳେ ଲକଡାଉନ୍ ଖୋଲିବା ପରେ ଆଶିଂକ ଭାବରେ ମୋ ବସ୍ ସେବା ଗୋଟିଏ ଗୋଟିଏ ରୁଟରେ ଚାଲୁଥିଲା। ଏବେ କରୋନା ସଂକ୍ରମଣ କମି ଥିବାରୁ ସବୁ ରୁଟରେ ବସ ଚଳାଚଳ ଆରମ୍ଭ ହୋଇଛି। କରୋନା କାରଣରୁ ୧୪୪ଟି…

ରାଜ୍ୟର ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍’

ଭୁବନେଶ୍ବର : ରାଜ୍ୟର ସବୁ ରୁଟରେ ଗଡ଼ିଲା “ମୋ ବସ୍”। କୋଭିଡ଼୍ ନିୟମ ଅନୁପାଳନ କରି “ମୋ ବସ୍”‌ ସେବା ଆରମ୍ଭ କରାଯିବ। ଏନେଇ କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି । କେବଳ ୨୯ନଂ ରୁଟକୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ସମୁଦାୟ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ…

ଆସନ୍ତାକାଲିଠୁ ୨୨ଟି ରୁଟରେ ଗଡିବ ୧୪୪ଟି…

ଭୁବନେଶ୍ଵର : ରାଜଧାନୀ ବାସିଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ଵରର ସମସ୍ତ ରୁଟ୍‌ରେ ଚଳାଚଳ କରିବ ମୋ ବସ୍‌ । ଏନେଇ ବସ୍‌ ପରିଚାଳନାକାରୀ ‘କ୍ରୁଟ୍‌’ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ କେବଳ ରୁଟ୍‌ ନମ୍ବର ୨୯କୁ ଛାଡି ଅନ୍ୟ ସବୁ ରୁଟ୍‌ରେ ମୋ’ ବସ୍‌ ଚାଲି। ଆସନ୍ତାକାଲିଠୁ ୨୨ଟି ରୁଟରେ ଗଡିବ…

କାଲି ଅପରାହ୍ନରେ ‘ମୋ ବସ୍’ ବନ୍ଦ

ଭୁବନେଶ୍ବର: ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଆସନ୍ତାକାଲି ‘ମୋ ବସ୍’ ଚଳାଚଳ ଉପରେ କଟକଣା ଲଗାଯାଇଛି। ଆସନ୍ତାକାଲି ୧୫ଟି ରୁଟରେ ଅପରାହ୍ନ ୨ଟା ପର୍ୟ୍ୟନ୍ତ ‘ମୋ ବସ୍’ ଚାଲିବ। ତେବେ ଅପରାହ୍ନ ୨ ପରଠାରୁ ରାତି ଯାଏ ‘ମୋ ବସ’ ଯାତାୟତ କରିବ ନାହିଁ ବୋଲି ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି।…

୧୭ଟି ରୁଟରେ ଗଡ଼ିଲା ୧୦୯ଟି ମୋ ବସ୍

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ମୋ ବସ୍ ସେବା। ପରବର୍ତ୍ତୀ ସମୟ କ୍ରମେ ରୁଟ୍ ଓ ବସ୍ ସଂଖ୍ୟାକୁ ବୃଦ୍ଧି କରୁଛି କ୍ରୁଟ୍। ପୂର୍ବରୁ ୮ଟି ରୁଟରେ ୪୭ଟି ବସ୍ ଚାଲୁଥିବା ବେଳେ ବର୍ତ୍ତମାନ ଉଭୟ ରୁଟ୍ ଓ ବସ୍ ସଂଖ୍ୟା ବୃଦ୍ଧି କରାଯାଇଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ୍…

ଆସନ୍ତାକାଲି ଠାରୁ ରାଜଧାନୀର ୧୭ଟି…

ଭୁବନେଶ୍ୱର: ଦୀର୍ଘ ସାତ ପରେ କରୋନ ସଂକ୍ରମଣ କମିବାରେ ଲାଗିଛି। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ମୋ ବସ୍ ସେବାକୁ ବନ୍ଦ ରଖିଥିଲେ। ତେବେ ଅନଲକ୍ ପ୍ରକ୍ରିୟାରେ କାଁ ଭାଁ ବସ୍ ଚାଲୁ ହୋଇଥିଲା।  ଆସନ୍ତାକାଲି ଠାରୁ ଭୁବନେଶ୍ୱରର  ୧୭ଟି ରୁଟରେ ମୋ ବସ୍ ଚାଲିବା ନେଇ…

ପୁରୀ ଓ କୋଣାର୍କକୁ ଗଡ଼ିଲା ମୋ ବସ୍

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ବରରୁ ପୁରୀ ଓ କୋଣାର୍କକୁ ଗଡ଼ିଛି ମୋ ବସ୍। ପ୍ରଥମ ପର୍ଯ୍ୟାୟରେ ଦୁଇଟି ମୋ ବସ୍ ଗଡିଛି। ସକାଳ ୬ଟା ୩୦ ମିନିଟରୁ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଛାଡିଥିଲା ପ୍ରଥମ ବସ୍ ସେହିଭଳି ଦ୍ବିତୀୟ ବସଟି ସକାଳ ୬ଟା ୪୦ ମିନିଟରୁ କୋଣାର୍କ ଅଭିମୁଖେ ବାହାରିଥିଲା ଆଉ ଏକ ବସ୍।…

ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ…

ଭୁୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ବନ୍ଦ କରାଯାଇଥିଲା। ଏବେ ପୁଣିଥରେ ଯାତାୟତ ସେବା ଆରମ୍ଭ କରାଯାଇଛି। ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ପୁଣି ଆରମ୍ଭ ହେବାକୁ ଯାଉଛି। ରବିବାର ଦିନ ଉଭୟ ରୁଟରେ ଗୋଟିଏ ଲେଖାଏଁ ବସ୍ ଚାଲିବ ଏବଂ ସୋମବାର ଠାରୁ…

କାଲିଠୁ ୮ଟି ରୁଟ୍‌ରେ ଚାଲିବ ‘ମୋ…

ଭୁବନେଶ୍ବର: ଏଣିକି ପୂର୍ବ ପରି ସବୁ ଦିନ ଚଳଚଳ କରିବ 'ମୋ ବସ୍'। ଏନେଇ କ୍ରୁଟ‌ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଅଧିକ ଡିମାଣ୍ଡ ଥିବା ୮ ଗୋଟି ରୁଟ୍‌ରେ ଚଳାଚଳ କରିବ 'ମୋ ବସ୍'। ରୁଟ୍‌ ନମ୍ବର ୧୧, ୧୬, ୧୮, ୨୦,୨୩, ୨୪,୨୫, ୩୩ରେ 'ମୋ…

ମହିଳା ଦିବସ ଭେଟି ଦେଲା ‘ମୋ ବସ୍’,…

ଭୁବନେଶ୍ବର: ସାରା ବିଶ୍ବ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରେ। ଏଥିପାଇଁ ମହିଳା ଦିବସରେ ମହିଳା ମାନଙ୍କ ପାଇଁ ବିଶେଷ ସୁବିଧା ପ୍ରଦାନ କରିବ କ୍ରୁଟ। ଆନ୍ତର୍ଜାତୀୟ ମହିଳା ଦିବସରେ ମୋ’ ବସରେ ମାଗଣା ଯାତ୍ରା କରିବେ ମହିଳା। ଏନେଇ ଆଜି କ୍ରୁଟର ଜେନେରାଲ୍ ମ୍ୟାନେଜର ଦିପ୍ତୀ…