Odisha Link
Bridging the Missing Links in Odisha

ରାଜ୍ୟର ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍’

ଭୁବନେଶ୍ବର : ରାଜ୍ୟର ସବୁ ରୁଟରେ ଗଡ଼ିଲା “ମୋ ବସ୍”। କୋଭିଡ଼୍ ନିୟମ ଅନୁପାଳନ କରି “ମୋ ବସ୍”‌ ସେବା ଆରମ୍ଭ କରାଯିବ। ଏନେଇ କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି ।

କେବଳ ୨୯ନଂ ରୁଟକୁ ଛାଡ଼ି ବାକି ୨୨ଟି ରୁଟ୍‌ରେ ସମୁଦାୟ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଯାତାୟତ କରିବ ।

Comments are closed.