Odisha Link
Bridging the Missing Links in Odisha
Browsing Tag

mo bus

ଆସନ୍ତା ୨ମାସ ପାଇଁ କ୍ରୁଟ୍‌ ଏସି ବସ…

ଭୁବନେଶ୍ବର : କ୍ରୁଟ୍‌ ବାର୍ତ୍ତାନୁକୁଳିତ ମୋବସଭଡାକୁଆସନ୍ତା୨ମାସପାଇଁ ସ୍ଥିରରଖିବ। ଏସି ବସଭଡ଼ା ଡିସେମ୍ବରମାସରେ୩୮ପ୍ରତିଶତ କମ୍‌ କରାଯାଇଥିଲାଏବଂତାହାଆସନ୍ତା୩୧ମାର୍ଚ୍ଚ୨୦୨୦ଯାଏଁ ଜାରି ରହିବ । ମୋବସ ନିଜର ଗ୍ରାହକମାନଙ୍କ ଦୈନନ୍ଦିନଯାତ୍ରାକୁ ସୁଗମ ପରିଚାଳନା କରିବା ପାଇଁ ସର୍ବଦା ପ୍ରଚେଷ୍ଟା…

ବାରବାଟୀ ମ୍ୟାଚ୍‌ ପାଇଁ ‘ମୋ ବସ୍‌’ର…

ଭୁବନେଶ୍ବର : କାଲି କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଆଖିରେ ରଖି କ୍ରିକେଟ୍‌ ପ୍ରେମୀମାନଙ୍କ ପାଇଁ କ୍ରୁଟ୍‌ ପକ୍ଷରୁ ଆୟୋଜନ କରାଯାଉଛି ସ୍ବତନ୍ତ୍ର ମୋ’ ବସ୍‌ ସେବା। ଏହି ମୋ’ ବସ୍‌ ସେବା…

କମିବ ମୋ ବସ୍‌ ଭଡା

ଭୁବନେଶ୍ବର: ଏହି ଶୀତଋତୁରେ ମୋ ବସ୍‌ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। କ୍ୟାପିଟାଲ ରିଜିନ୍‌ ଅରବାନ ଟ୍ରାନସପୋର୍ଟ ଆଗାମୀ ଦୁଇ ମାସ ପାଇଁ ଶୀତତାପ ନିୟନ୍ତ୍ରିର ବସଭଡାରେ ଅହେତୁକ ରିହାତି କରି ବସ୍‌ ଭଡାର ସୁବ୍ୟବସ୍ଥାକରଣ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଭଡାକୁ ୩୮ ପ୍ରତିଶତ କମାଯାଇଛି। ସାମିକ ପାସ୍‌ର…

ଭୁବନେଶ୍ବର ‘ମୋ ବସ୍‌’…

ଲକ୍ଷ୍ନୌ: ଭୁବନେଶ୍ବରରେ ଚାଲୁଥିବା 'ମୋ ବସ୍‌' ସେବାକୁ ମଳଳିଛି ଦେଶର ଶ୍ରେଷ୍ଟ ସହରାଞ୍ଚଳ ବସ୍‌ ସେବା ପ୍ରକଳ୍ପ ସମ୍ମାନ। ଲକ୍ଷ୍ନୌ ଠାରେ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ତିନିଦିନିଆ ସହରାଞ୍ଚଳ ଯାତାୟତ ସମ୍ମିଳନୀ(Urban Mobility India Conference)ରେ…

ଏଣିକି ପୁରୀକୁ ଗଡ଼ିବ ‘ମୋ…

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ 'ମୋ ବସ୍' ଯୋଜନାକୁ ପୁରିଲା ଏକ ବର୍ଷ। ମୋ ବସ୍‌କୁ ଏକ ବର୍ଷ ପୂର୍ତ୍ତି ଉପଳକ୍ଷେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ମୋ ବସ…

‘ମୋ ବସ୍’: ଟିକେଟ କାଟି ବସ୍‌ରେ…

ଭୁବନେଶ୍ବର: ‘ମୋ ବସ୍’କୁ ପୂରିଲା ବର୍ଷେ। ବର୍ଷକ ପୂର୍ବେ ଟ୍ୱିନ୍-ସିଟିବାସୀଙ୍କ ଗମନାଗମନକୁ ଆହୁରି ସୁବିଧାମୟ କରିବାକୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ମୋ ବସ୍’ ଯୋଜନାକୁ ଏକ ବର୍ଷ ପୂରିଛି। ଗତ ବର୍ଷ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିଲା ଏହି ଯୋଜନା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ଦୁର୍ଗା ପୂଜା ପାଇଁ ସକାଳ ୬ଟା ରୁ ଦିନ…

ଭୁବନେଶ୍ୱର : କଟକ ଏବଂ ଖୋର୍ଦ୍ଧ ସହର ବର୍ତ୍ତମାନ ଶାରଦୀୟ ପୂଜା ପାଇଁ ଉତ୍ସବ ମୁଖର |କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଦ୍ୱାରା ପରିଚାଳିତ "ମୋ ବସ"ର ସେବା ଅପରାହ୍ନ ୨ଟା ପରେ ଦୁର୍ଗା ପୂଜା ସୟମରେ କୌଣସି ରୁଟରେ ଉପଲବ୍ଧ ହେବନାହିଁ |ଯଦି ଓ,ନିୟମିତ ବସ ସେବା ସକାଳ ୬ଟା ରୁ ଦିନ ୨ଟା ଯାଏଁ…