Odisha Link
Bridging the Missing Links in Odisha

କଟକ ବାଲିଯାତ୍ରାକୁ ମିଳିବ ସରକାରୀ ସହାୟତା

କଟକ: କଟକ ବାଲିଯାତ୍ରାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ଶେଷ ହୋଇଛି। କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବାକୁ ନିଷ୍ପତି ହୋଇଛି। ଏଥିପାଇ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନ ସୂଚନା ଦେଇଛନ୍ତି। ନଗର ଉନ୍ନୟନ, ସଂସ୍କୃତି ବିଭାଗ ପକ୍ଷରୁ ବାଲିଯାତ୍ରାକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ।

Comments are closed.