Odisha Link
Bridging the Missing Links in Odisha
Daily Archives

November 21, 2019

ଆନ୍ଦୋଳନ ପରେ ରଙ୍ଗିଲା ଅଧ୍ୟାପକ ଗିରଫ

ବାରିପଦା: ରଙ୍ଗିଲା ଅଧ୍ୟାପକଙ୍କ ନିନ୍ଦନୀୟ କାରନାମା ଏବେ ଚର୍ଚ୍ଚାରେ। ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ମୁଖ୍ୟଙ୍କ ବିରୋଧରେ ଆସିଥିଲା ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଯାହା ରଙ୍ଗିଲା ଅଧ୍ୟାପକଙ୍କ କଳା କାରାନାମା ପଦାରେ ପଡ଼ିଛି। ସ୍ଥାନୀୟ ଘଟଣାର ପ୍ରାୟ ଏକ…

ଭୁବନେଶ୍ୱରରେ ମିଡ଼ିଆ ମହାକୁମ୍ଭ ଉଦଘାଟିତ

ଭୁବନେଶ୍ୱର : ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ତୃତୀୟ ସଂସ୍କରଣ ଆଜି କେନ୍ଦ୍ରୀୟ ସୁଚନା ଆୟୁକ୍ତ ବିମଲ ଜୁଲକାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପୂର୍ବତନ ମୂଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକ ଉପଲକ୍ଷେ, ଆୟୋଜିତ ଏହି ତିନି ଦିନିଆ ଜାତୀୟ ଗଣମାଧ୍ୟମ…

ଗୋଲାପୀ ଟେଷ୍ଟ ମ୍ୟାଚକୁ ନେଇ ଏମିତି…

କୋଲକାତା: ଆସନ୍ତାକାଲି ଟିମ୍‌ ଇଣ୍ଡିଆ ତାର ପ୍ରଥମ ଦିବାରାଷ୍ଟ୍ର ଟେଷ୍ଟ ଏବଂ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳିବ। ଏଥିପାଇଁ ସମସ୍ତେ ପ୍ରସ୍ତୁତ। ଏନେଇ ଆଜି ଏକ୍‌ ପ୍ରେସ୍‌ କନଫରେନ୍ସ ହୋଇଥିଲା। ବିରାଟ କହିଛନ୍ତି ଯେ, ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ…

ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ ଶୀର୍ଷ…

ଭୁବନେଶ୍ୱର : ଓଡ଼ିଶାରେ ବାୟୋ-ଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ସୁଗଯୋଗ ଓ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ‘ଟି’ ଆଧାରରେ ବାୟୋ-ଟେକ୍‌ନୋଲୋଜି ବିକାଶ ଦିଗରେ ସରକାର କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି ବୋଲି ବିଜ୍ଞାନ ଓ କାରଗିରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ…

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ…

ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଓ ଟି-୨୦ ସରିଜ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ମାସରେ ଏହି ସିରିଜ୍‌ ଖେଳାଯିବ। ଆଜି ଘୋଷିତ ହୋଇଥିବା ଦଳରେ ସ୍ଥାନ ପାଇ ନାହାନ୍ତି ମହେନ୍ଦ୍ର ସିଂହ ଧୋନି। ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ସମୟରେ ଖେଳି ପାରିବେ…

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି…

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଆମେ ଉଦ୍ୟମ ଜାରୀ ରଖିଥିବା ବେଳେ ଜୈବ ଉର୍ଜା ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ବିଶ୍ୱ ଜୈବ-ଭାରତ ୨୦୧୯ ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ…

ସ୍ବଛ ଭାରତ ସର୍ବେକ୍ଷଣ: ସବୁଠାରୁ…

ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ବର୍ଷ ତଳେ ଭାରତରେ ଆରମ୍ଭ ହୋଇଥିଲା ସ୍ଵଛ ଭାରତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ନିକଟରେ ଏକ ସର୍ଭେ କରାଯାଇଛି। ଏଥିପାଇଁ ସରକାର ସ୍ବଚ୍ଛ ସର୍ବେକ୍ଷଣ ଗ୍ରାମୀଣ ୨୦୧୯ ସର୍ଭେ କରିଥିଲେ। ଏହି ସର୍ଭେ ଦେଶର ୬୮୩ ଜିଲ୍ଲା ଏବଂ ୧୭,୨୦୯ ଗ୍ରାମରେ…

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଓ…

ନୂଆଦିଲ୍ଲୀ/ଭୁବନେଶ୍ୱର : କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ହାର୍ପର ଏବଂ ସାସ୍କାଚେୱାନ୍ ର ବାଣିଜ୍ୟ ଓ ଯୋଗାଣ ବିକାଶ ମନ୍ତ୍ରୀ ଜେର୍ମୀ ହାରିସନ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି । ସାସ୍କାଚେୱାନ୍ ସମେତ ଭାରତ ଓ କାନାଡା ମଧ୍ୟରେ ଉର୍ଜା କ୍ଷେତ୍ର…

ଅଗ୍ନିଶମ ବିଭାଗରେ ଅଦଳବଦଳ

ଭୁବନେଶ୍ବର: ପୋଲିସ୍‌ ବିଭାଗ ପରେ ଆଜି ଅଗ୍ନିଶମ ବିଭାଗରେ ହୋଇଛି ବଡ଼ ଧରଣର ଅଦଳବଦଳ। ମହେଶ୍ବର ସ୍ବାଇଁଙ୍କଠାରୁ ଚିଫ୍‌ ଫାୟାର ଅଫିସର ଦାୟିତ୍ବ ଅପସାରଣ କରିଛନ୍ତି ରାଜ୍ୟ ସରକାର। ସୁକାନ୍ତ ସେଠୀଙ୍କୁ ଚିଫ୍‌ ଫାୟାର ଅଫଇସର(ଫାୟାର ପ୍ରଭେନସନ) ଦାୟିତ୍ବ ମିଳିଛି। ସେହିପରି ଅରୁଣ ଷଡ଼ଙ୍ଗୀଙ୍କୁ କଳାହାଣ୍ଡି…

ଇସ୍ପାତ୍ କନକ୍ଲେଭ୍ ୨୦୧୯ରେ ଯୋଗ ଦେଲେ :…

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶର ଅର୍ଥନୀତି ଏବଂ ଭିତିଭୂମିକୁ ନିର୍ମାଣ କରିବା ଏବଂ ବଢାଇବାରେ ଇସ୍ପାତ ଶିଳ୍ପ ନିରନ୍ତର ଉଦ୍ୟମରତ ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ଭାରତୀୟ ଇସ୍ପାତ୍ ସଂଘ ପକ୍ଷରୁ ଆୟୋଜିତ ଇସ୍ପାତ୍ କନକ୍ଲେଭ୍ ୨୦୧୯ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…