Odisha Link
Bridging the Missing Links in Odisha

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ୍

ନୂଆଦିଲ୍ଲୀ/ଭୁବନେଶ୍ୱର : କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ହାର୍ପର ଏବଂ ସାସ୍କାଚେୱାନ୍ ର ବାଣିଜ୍ୟ ଓ ଯୋଗାଣ ବିକାଶ ମନ୍ତ୍ରୀ ଜେର୍ମୀ ହାରିସନ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି ।

ସାସ୍କାଚେୱାନ୍ ସମେତ ଭାରତ ଓ କାନାଡା ମଧ୍ୟରେ ଉର୍ଜା କ୍ଷେତ୍ର ଏବଂ ହାଇଡ୍ରାକାର୍ବନ କ୍ଷେତ୍ରକୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା । ଭାରତ ଓ କାନାଡା ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମଜବୁତ୍ କରିବା ଉପରେ ଚର୍ଚ୍ଚା ହୋଇଥିଲା ।

Comments are closed.