Odisha Link
Bridging the Missing Links in Odisha
Browsing Tag

New Delhi

ଘର ଛାଡ଼ିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଅର୍ଥାତ୍‌ ୨୨ ଏପ୍ରିଲରେ ୧୨, ତୁଗଲକରେ ଥିବା ସରକାରୀ ଘର ଛାଡ଼ି ଦେଇଛନ୍ତି। ଏହାପୂର୍ବରୁ ରାହୁଲ ଏପ୍ରିଲ ୧୪ ତାରିଖରେ ତାଙ୍କ କାର୍ଯ୍ୟାଳୟ ଓ କିଛି ଜିନିଷ ମା' ସୋନିଆ ଗାନ୍ଧିଙ୍କ ବାସଭବନକୁ ନେଇ ଯାଇଥିଲେ। ଆଜି ଘର ଖାଲି କରିବା ସମୟରେ ରାହୁଲ କହିଛନ୍ତି,…

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତକୁ ଜି-୨୦ ଅଧ୍ୟକ୍ଷ ପଦ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବ ବୈଠକ ରାଷ୍ଟ୍ରପତି ଭବନରେ ହେବ। ଦେଶର ସବୁ ଦଳର ମୁଖ୍ୟ ଏହି ବୈଠକ ରେ ଯୋଗ ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବେ। ଡିସେମ୍ବର…

କାଲିଠୁ ରାଜଧାନୀରେ ସ୍କୁଲ ବନ୍ଦ

ଓଏଲ୍‌ ବ୍ୟୁରୋ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିୟନ୍ତ୍ରଣ ବାହାରେ ପ୍ରଦୂଷଣ। ଏପରିକି ଗ୍ୟାସ୍‌ ଚାମ୍ବର ପାଲଟିଛି ରାଜଧାନୀ। ବଢ଼ୁଥିବା ପ୍ରଦୂଷଣର ମାତ୍ରାକୁ ଦେଖି ଦିଲ୍ଲୀ ସରକାର ନେଲେ ବଡ଼ ପଦକ୍ଷେପ। ଆସନ୍ତାକାଲିଠୁ ଅର୍ଥାତ୍‌ ନଭେମ୍ବର ୫ ତାରିଖରୁ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ କରିବା…

ଓମିକ୍ରନ୍‌ ଭୟ: ସ୍କୁଲ, ସିନେମା ହଲ୍‌…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ୍‌ ସଂକ୍ରମଣ। ଏଥିସହିତ ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଦିଲ୍ଲୀ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଓମିକ୍ରନ୍‌ ସଂକ୍ରମଣକୁ ନଜରରେ ରଖି ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ୟେଲୋ…

ପିଏମ୍‌ ମୋଦୀଙ୍କୁ ଭେଟିଲେ ସିଏମ୍‌ ମମତା,…

ନୂଆଦିଲ୍ଲୀ: ତୃତୀୟ ଥର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପିଏମ୍‌ ମୋଦୀଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ। ଜାତୀୟ ରାଜନୀତିରେ ମମତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।…

ଟିକା କେନ୍ଦ୍ର ପରିଦର୍ଶନ କଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀର ସରୋଜିନୀ ନଗର ସ୍ଥିତ ସିଜିଏଚଏସ ଡିସପେନସେରୀ ହସ୍ପିଟାଲର ଟିକା…

ପ୍ରାକୃତିକ ଉପାୟରେ ଇମ୍ୟୁନିଟି ବୃଦ୍ଧି…

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକାକରଣ ଓ ଇମ୍ୟୁନିଟି ପାୱାର ବଢାଇବାକୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମହାମାରୀରେ ଅଧିକ ସଂକ୍ରମିତ ହୋଇଥିବା ଦିଲ୍ଲୀବାସୀଙ୍କ ଇମ୍ୟୁନିଟି ଶକ୍ତି ବଢାଇବାକୁ ସରକାର ଏବେ ନୂଆ ଯୋଜନା ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ଦିଲ୍ଲୀ ସରକାର…

କୋଭିଡ୍‌ କଟକଣା ବେଳେ ସେଣ୍ଟ୍ରାଲ ଭିଷ୍ଟା…

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ କୋଭିଡ୍‌ ସହ ଯୁଝୁଥିବା ବେଳେ ଯୋରସୋର୍‌ରେ ଆଗେଇ ଚାଲିଛି ପ୍ରଧାନମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣ କାର୍ଯ୍ୟ। ଗତ କିଛି ସପ୍ତାହ ହେଲା ରାଜଧାନୀର ରାଜପଥର ଦୁଇ ପାର୍ଶ୍ବ ଖୋଳା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସ ସମେତ ନୂଆ ସଂସଦ…

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଗୁ ହେଲା ସପ୍ତାହନ୍ତ କର୍ଫ୍ୟୁ। ସପ୍ତାହନ୍ତ କର୍ଫ୍ୟୁ ଲାଗୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ସପ୍ତାହନ୍ତ କର୍ଫ୍ୟୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ…

ସୁପାରି ଦେଇ ନିଜ ଝିଅକୁ ଜାଳିଦେଲେ…

ନୂଆଦିଲ୍ଲୀ: ସୁପାରି ଦେଇ ନିଜର ଜନ୍ମିତ ଝିଅକୁ ପୋଡ଼ି ମାରିଲେ ପରିବାର ଲୋକେ। ଏହି ଲଜ୍ୟାଜନକ ଘଟଣାଟି ଉତ୍ତରପ୍ରଦେଶରେ ଘଟିଛି। ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହିତ ଝିଅଟିର ପ୍ରେମ ସମ୍ପର୍କ ଥିବାରୁ ଏହାକୁ ବିରୋଧ କରି ପରିବାରଲୋକେ ଏହି କାଣ୍ଡ ଭିଆଇଛନ୍ତି । ଝିଅକୁ ହତ୍ୟା କରିବା ପାଇଁ ଜଣେ ସୁପାରି…