Odisha Link
Bridging the Missing Links in Odisha

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଗୁ ହେଲା ସପ୍ତାହନ୍ତ କର୍ଫ୍ୟୁ। ସପ୍ତାହନ୍ତ କର୍ଫ୍ୟୁ ଲାଗୁ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ସପ୍ତାହନ୍ତ କର୍ଫ୍ୟୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ

ବିବାହା କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପାସ୍‌ ଜରିଆରେ ମଳିବ ଅନୁମତି। ମଲ୍‌, ଜିମ୍, ସ୍ପା ଆଦି ବନ୍ଦ ରଖାଯିବାକୁ ନିଷ୍ପତ୍ତ ନିଆଯାଇଛି। ଏଥସହ ୩୦ ପ୍ରତିଶତ ଲୋକଙ୍କୁ ନେଇକି ସିନେମା ହଲ୍‌ ଚାଲିବାକୁ ଅନୁମତି ମିଳିଛି। ରେଷ୍ଟୁରାଣ୍ଟରେ ବସି ଖାଇବାକୁ ମଧ୍ୟ ବାରଣ କରାଯାଇଛି କେବଳ ହୋମ୍‌ ଡେଲିଭରିମୁ ଅନୁମତି ମିଳିଛି।