Odisha Link
Bridging the Missing Links in Odisha
Daily Archives

April 15, 2021

କଟକ: ଡାଳିଯୋଡ଼ା ଜଙ୍ଗଲରେ ମିଳିଲା ୮୦୦…

କଟକ: କଟକ ଜିଲ୍ଲାର ଡାଳିଯୋଡ଼ା ଜଙ୍ଗଲରୁ ଏକ ପ୍ରାଚୀନ କୂଅର ସନ୍ଧାନ ମିଳିଛି। ଯାହାକୁ ନେଇ ସାରା ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା। ସନ୍ଧାନ ମିଳିଥିବା ପ୍ରାଚୀନ କୂଅଟି ଦ୍ବାଦଶ/ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ନେଇ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍ (ଇନ୍‌ଟାକ୍‌)…

ଷଡ଼ଯନ୍ତ୍ର ଥିଲା କି ନାହିଁ ତଦନ୍ତ ହେବ:…

ଭୁବନେଶ୍ୱର: କଟକ ଏସସିବିରୁ ଫେରାର୍ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ଡେରା ପକାଇଥିଲା କମିଶନରେଟ୍ ପୋଲିସ। ଆଜି ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଗିରଫ କରାଯାଇଛି। ଫେରାର୍ ପରଠାରୁ ହାଇଦର ଉପରେ ପୋଲିସ ନଜର ରଖିଥିଲା ବୋଲି ପୋଲିସ କମିଶନର କହିଛନ୍ତି। ୨ଟି ଟିମ୍ ହାଇଦ୍ରାବାଦରେ…

ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ବର: ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦର। ଏସସିବି ହସ୍ପିଟାଲରୁ ଫେରାର୍ ହେବା ପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ଗିରଫ କରିଛି। ତେଲଙ୍ଗାନା ପୋଲିସ ସହ ମିଶି ଓଡିଶା ପୋଲିସ ହାଇଦରକୁ ଗିରଫ କରିଥିବା ନେଇ ଆଜି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ…

କରୋନା: ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ…

ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାର ଛୁଇଁଛି। ଫଳରେ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ବଢ଼ଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି କରିଛି। ନୂଆ ନିର୍ଦ୍ଦେଶନାମା ଆସନ୍ତା ୧୯ ତାରିଖରୁ ଅନ୍ୟାଦେଶ ଯାଏ…

କରୋନା: ଅନ୍ତଃରାଜ୍ୟ ବସ୍‌ ସେବା ବନ୍ଦ

ଭୁବନେଶ୍ବର: କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି। ଆସନ୍ତା କାଲିଠାରୁ ସବୁ ଅନ୍ତରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଭିତରେ କେବଳ ବସ ଚାଲିପାରିବ। ବସ୍‌ ଗୁଡ଼ିକ କେବଳ ସିଟିଂରେ ନେଇପାରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ମୁଖ୍ୟ ଶାସନ…

କରୋନା: ସାରା ରାଜ୍ୟରେ ନାଇଟ କର୍ଫ୍ୟୁ

ଭୁବନେଶ୍ବର: ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

କରୋନା ମୁକାବିଲା: ଆଇଏଏସଙ୍କୁ…

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମୁକାବିଲା ଲାଗି ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାସ୍ତରରେ ମୁତୟନ କରିଛନ୍ତି। ସେମାନେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାସ୍ତରରେ କାମ କରିବେ। ଏହି ଅଧିକାରୀ ମାନଙ୍କ ଭିତରୁ…

କାଳବୈଶାଖୀ ଆଶଙ୍କା, ୧୯ ଜିଲ୍ଲାକୁ ସତର୍କ…

ଭୁବନେଶ୍ବର: ଆଜି ବି ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଉପକୂଳର ୧୯ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ପୁରୀ ଉପକୂଳକୁ ଭାରତମାଳା ପ୍ରକଳ୍ପରେ…

ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ବିକାଶ ତଥା ଉତ୍ତମ ଯୋଗାଯୋଗ ସ୍ଥାପନ କରିବା ପାଇଁ ପଞ୍ଚମ ଶ୍ରେଣୀ ଛାତ୍ର ରିଶପ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକ ପତ୍ର ଲେଖିଛନ୍ତି। ଏହି ପତ୍ର ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ…

ସ୍ୱେରେଜ କାମକଲା ବେଳେ ଚାଲିଗଲା ଦୁଇ…

କଟକ: କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ କାମବେଳେ ଆଜି ଏକ ବଡ଼ ଅଘଟଣ ଘଟିଛି। ସ୍ୱେରେଜ କାମବେଳେ ୨ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୧୧.୩୦ରେ ଉକ୍ତ ସ୍ୱେରେଜ କାମ ଚାଲିଥିବାବେଳେ ପ୍ରଥମେ ଜଣେ ଶ୍ରମିକ ଏକ ଖାଲ ମଧ୍ୟ ପଶିଥିଲେ। ସେଠାରେ ସେ ଫସିଯାଇଥିବା…