Odisha Link
Bridging the Missing Links in Odisha

ଜୁନ୍ ୧୭ରୁ OJEE ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ପାଇଁ ଆସନ୍ତା ଜୁନ୍ ୧୭ରୁ ଆରମ୍ଭ ହେବ OJEE ପରୀକ୍ଷା। ରାଜ୍ୟରେ ଜୁନ୍ ୧୭ରୁ ଜୁନ୍୨୪ ଯାଏଁ ଚାଲିବ OJEE ପରୀକ୍ଷା।

CBT ପଦ୍ଧତିରେ ହେବ ଏହି ଯୁଗ୍ମ ପ୍ରବେଶିକା ପରୀକ୍ଷା। OJEE ପରୀକ୍ଷା ପାଇଁ ମେ’ ୧୫ ଯାଏଁ ଚାଲିବ ଅନଲାଇନ୍ ଫର୍ମ ପୂରଣ। ମେ ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ପାରିବେ।

Leave A Reply

Your email address will not be published.