Odisha Link
Bridging the Missing Links in Odisha
Browsing Tag

OJEE

ସ୍ପେଶାଲ ଓଜେଇଇ: ଜୁନ୍‌ ୨୬ରୁ ପରୀକ୍ଷା,…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୬ ତାରିଖରୁ ଅନୁଷ୍ଠିତ ହେବ ସ୍ପେଶାଲ ଓଜେଇଇ। ଜୁନ୍‌ ୨୬ରୁ ଜୁନ ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବ ସ୍ପେଶାଲ ଓଜେଇଇ। ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ୮ ତାରିଖ ଯାଏଁ ଚାଲିବ ଏହି ପ୍ରକ୍ରିୟା। ଯେଉଁମାନେ ଜେଇଇ ପରୀକ୍ଷା ଦେଇପାରିନଥିଲେ ସେମାନେ ଏହି ପରୀକ୍ଷା…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ଦିନ ୧୧ଟାରେ ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ। ତେବେ ଓଜେଇଇ ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ। ଚଳିତ ବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ଫଳ ଜାଣିବା ପାଇଁ ପରୀକ୍ଷା ଦେଇଥିବା…

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ,…

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇବ ଓଡିଶା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ତେବେ ଓଜେଇଇ ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ। ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିବେ। ଚଳିତ ବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା…

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ଓଡିଶା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ତେବେ ଓଜେଇଇ ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ। ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ପରୀକ୍ଷା। ଏହି ପରୀକ୍ଷା ଫଳ ଜାଣିବା ପାଇଁ ପରୀକ୍ଷା ଦେଇଥିବା…

ଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ। ୩ଟି ସିଫ୍ଟରେ ଚଳିତ ଥର ପରୀକ୍ଷା କରାଯାଉଛି। ପ୍ରଥମ ଦିନରେ ବି.ଫାର୍ମା ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ସିଫ୍ଟି ସକାଳ…

ସେପ୍ଟେମ୍ବର ୬ରୁ ଆରମ୍ଭ ହେବ OJEE…

ଭୁବନେଶ୍ବର: ଆସନ୍ତା ମାସ ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି OJEE ପରୀକ୍ଷା। ପରୀକ୍ଷା ୬ ତାରିଖରୁ ଆରମ୍ଭ ହୋଇ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନିକ ୩ଟି ସିଫ୍ଟରେ CBT ମୋଡରେ ପରୀକ୍ଷା କରାଯିବ। ପରୀକ୍ଷା ନେଇ OJEE ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି। କୋଭିଡ୍ ଗାଇଡଲାଇନ୍‌…

କରୋନା ପାଇଁ ଓଜେଇଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି। ଆସନ୍ତା ୧୭ ତାରିଖରେ ଏହି ପରୀକ୍ଷା ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର ଥିଲା। ମାତ୍ର ବର୍ତ୍ତମାନ ପରିପ୍ରେକ୍ଷୀରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସହ ପରବର୍ତ୍ତୀ ସମୟରେ ଆୟୋଜନ…

ଜୁନ୍ ୧୭ରୁ OJEE ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ପାଇଁ ଆସନ୍ତା ଜୁନ୍ ୧୭ରୁ ଆରମ୍ଭ ହେବ OJEE ପରୀକ୍ଷା। ରାଜ୍ୟରେ ଜୁନ୍ ୧୭ରୁ ଜୁନ୍୨୪ ଯାଏଁ ଚାଲିବ OJEE ପରୀକ୍ଷା। CBT ପଦ୍ଧତିରେ ହେବ ଏହି ଯୁଗ୍ମ ପ୍ରବେଶିକା ପରୀକ୍ଷା। OJEE ପରୀକ୍ଷା ପାଇଁ ମେ’ ୧୫ ଯାଏଁ ଚାଲିବ ଅନଲାଇନ୍ ଫର୍ମ ପୂରଣ। ମେ ପ୍ରଥମ ସପ୍ତାହରେ…

ବଦଳିଲା ଓଜେଇଇ କାର୍ଯ୍ୟସୂଚୀ

ଭୁବନେଶ୍ୱର:  ଓଜେଇଇ କାଉନସେଲିଂ ଓ ନାମଲେଖା ତାରିଖ ୨୦୨୦-୨୧ ବର୍ଷ ଲାଗି ପରିବର୍ତ୍ତନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଓ ଅଲାଇନ୍ ଆପ୍ଲିକେସନ୍, ଡକ୍ୟୁମେଣ୍ଟ ଅପଲୋଡିଂ ଓ ଭେରିଫିକେସନ୍ ଡିସେମ୍ବର ୫ ତାରିଖ ରାତି ୧୧ଟା ୫୯ ଯାଏ କରିହେବ। ଡିସେମ୍ବର ୮ ତାରିଖ ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ…

ଅକ୍ଟୋବର ୩୧ରେ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଆସନ୍ତା ଅକ୍ଟୋବର ୩୧ରେ ପ୍ରକାଶ ପାଇପାରେ। ପରୀକ୍ଷା ଫଳ ପ୍ରକାଶ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କରୋନା ଯୋଗୁଁ ଚଳିତ ବର୍ଷ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଲୋକସେବା…