Odisha Link
Bridging the Missing Links in Odisha

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ, ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ଜାଣିବେ ଫଳାଫଳ

ଛାତ୍ରଛାତ୍ରୀ ମାନେ ଓଜେଇଇର ୱେବସାଇଟ www.ojee.nic.in ରେ ଯାଇ ନିଜର ଏଣ୍ଟ୍ରାନ୍ସ ରେଜଲ୍ଟ ଜାଣିପାରିବେ।

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ଓଡିଶା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ତେବେ ଓଜେଇଇ ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ। ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ପରୀକ୍ଷା।

ଏହି ପରୀକ୍ଷା ଫଳ ଜାଣିବା ପାଇଁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ଓଜେଇଇ ୱେବସାଇଟରେ ଯାଇ ଚେକ କରିପାରିବେ। ଛାତ୍ରଛାତ୍ରୀ ମାନେ ଓଜେଇଇର ୱେବସାଇଟ www.ojee.nic.in ରେ ଯାଇ ନିଜର ଏଣ୍ଟ୍ରାନ୍ସ ପରୀକ୍ଷା ଫଳ ଜାଣିପାରିବେ।

Leave A Reply

Your email address will not be published.