Odisha Link
Bridging the Missing Links in Odisha
Browsing Tag

New Delhi

ସର୍ବସାଧାରଣଙ୍କ ପାଇଁ ଖୋଲିଲା ମୋଗଲ୍‌…

ନୂଆଦିଲ୍ଲୀ: ଆଜି ଠାରୁ ରାଷ୍ଟ୍ରପତି ଭବନ ପରିସରରେ ଥିବା ପ୍ରସିଦ୍ଧ ମୋଗଲ୍‌ ବାଟିକା ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହୋଇଛି। ଦର୍ଶକମାନେ ଆଜିଠାରୁ ତାରିଖରୁ ମାର୍ଚ ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ୧୫ ଏକର ବିଶିଷ୍ଟ ପୁଷ୍ପବାଟିକାରେ ପ୍ରବେଶ କରି ପାରିବେ।…

ପାର୍ଟିରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା,…

ନୂଆଦିଲ୍ଲୀ: ଜନ୍ମଦିନ ପାର୍ଟିରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା। ଏହି ଘଟାଣାଟି ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ଘଟିଛି। ମୃତ ହେଲେ ରିଙ୍କୁ ଶର୍ମା। ତାଙ୍କୁ ୪ଜଣ ଚାରି ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ , ରିଙ୍କୁ…

ଚଳିତ ମାସ ୧୮ରେ ହେବ ନର୍ସରି ପ୍ରବେଶ…

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରାଯାଇଥିଲା। ତେବେ ଦିଲ୍ଲୀ ସରକାର ବିଦ୍ୟାଳୟ ଖୋଲିବା ସହିତ ନର୍ସରି ପ୍ରବେଶିକା ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଚଳିତ ଥର ସରକାରୀ ବିଦ୍ୟାଳୟରେ ପ୍ରବେଶ ପ୍ରକ୍ରିୟା ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ହେବ। ଦିଲ୍ଲୀ ଶିକ୍ଷା…

ସିବିଆଇ ଜାଲରେ ସିବିଆଇ ଅଧିକାରୀ,…

ନୂଆଦିଲ୍ଲୀ : ସିବିଆଇ ଜାଲରେ ପଡ଼ିଲେ ଖୋଦ ସିବିଆଇ ଅଧିକାରୀ। ୫୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଡିଏସ୍‌ପି ଆରକେ ଋଷି ଓ ଇନସ୍‌ପେକ୍ଟର କପିଲ ଧନଖଡ଼ଙ୍କୁ ସିବିଆଇ ଗିରଫ କରିଛି । ଏହା ବ୍ୟତୀତ ସିବିଆଇ ଓକିଲ ମନୋହର ମାଲିକଙ୍କୁ ବି ଗିରଫ କରିଥିବା ଜଣାପଡ଼ିଛି। ସିବିଆଇ ଡିଏସପି ଆରକେ ଋୁଷିଙ୍କ ଦେବବନ୍ଦ ଓ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି…

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ଡାଇମଣ୍ଡ ଇୟରରିଙ୍ଗ୍ ମୁମ୍ବାଇ ଏୟାରପୋର୍ଟରେ କେଉଁଠି ଖସି ପଡ଼ିଛି। ଏହାକୁ କୌଣସି ବ୍ୟକ୍ତି ଖୋଜି ଆଣିଲେ ତାଙ୍କୁ ପୁରସ୍କାର ଦେବା କଥା ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି। ଜୁହି ଲେଖିଛନ୍ତି, ରବିବାର ସକାଳେ ମୁମ୍ବାଇ ଏୟାରପୋର୍ଟର ଗେଟ୍…

ଦିଲ୍ଲୀରେ କୋଭିଡ ସଂକ୍ରମଣର ତୃତୀୟ ଲହଡି…

ନୂଆଦିଲ୍ଲୀ: ଦିଲ୍ଲୀରେ ଶୁକ୍ରବାର ଠାରୁ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି। ନଭେମ୍ବର ମାସରୁ ଦିଲ୍ଲୀରେ କୋଭିଡ ସଂକ୍ରମଣର ତୃତୀୟ ଲହଡି ଆରମ୍ଭ ହୋଇଛି। ପ୍ରତିଦିନ ୬ରୁ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ସଂକ୍ରମଣକୁ ଆୟତ କରିବା ପାଇଁ କିଛି ବଡ ପଦକ୍ଷେପ ନେଇଛନ୍ତି…

ସଇତାନ୍‌ ବାପା: ୪ବର୍ଷର ଝିଅକୁ ହତ୍ୟା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଅଭାବନୀୟ ଘଟଣା। ବାପା ସାଜିଲା ସଇତାନ୍‌। ନିଜ ଝିଅକୁ ତଣ୍ଟି ଚିପି ଚତ୍ୟା କରିଛି। ଗାଜିଆବାଦ ଖୋଡାରେ ରହୁଥିବା ଜଣେ ଅଟୋଚାଳକ ତା’ ଚାରି ବର୍ଷ ଝିଅକୁ ହତ୍ୟା କରିଛି। ଏହା ସହ ଝିଅର ମୃତ ଦେହକୁ ଧରି ଅଟୋ​ରେ ବୁଲିଛି। ଘଟଣା ବାବଦରେ ଅଭିଯୁକ୍ତର ଭାଇ…

ଭାରତ-ଆମେରିକା ମଧ୍ୟରେ ଆଜି ୨+୨…

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଦିଲ୍ଲୀରେ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ଚାଲିଛି । ସୋମବାର ଉଭୟ ଦେଶର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି, ଯେଉଁଥିରେ ଉଭୟ ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଆଲୋଚନା ପୂର୍ବରୁ ଉଭୟ ଦେଶ ମଧ୍ୟରେ ସୈନ୍ୟ…

ଦିଲ୍ଲୀରେ କମିଲା ଡିଜେଲ ଦର, ଭ୍ୟାଟ…

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିଓ୍ବାଲ ସରକାରଙ୍କ ବଡ଼ ଘୋଷଣା। କରୋନା କାଳରେ ଡିଜେଲ ଦର ହ୍ରାସ କରିବା ନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀରେ ଡିଜେଲ ଦରରେ ୧୬.୭୫% ଭ୍ୟାଟ ଲାଗିବା ନେଇ ନିଷ୍ପତ୍ତି ନେଇଛନ୍ତି କେଜ୍ରଓ୍ବାଲ ସରକାର। କରୋନା ସମୟରେ ଡ଼ିଜେଲ ଓ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ି…

ଆମେରିକାର ପ୍ରବାସୀ ଓଡ଼ିଆଙ୍କ ସହ ଭିଡିଓ…

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ଅନେକ ପ୍ରତିଷ୍ଠିତ ଓଡିଆ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ବିଶ୍ୱ ମହମାରୀର ସବୁ ଅସୁବିଧା ଏବଂ ଆହ୍ୱାନ ମଧ୍ୟରେ ଭାରତ ଓ ଓଡିଶାର ବିକାଶ ପାଇଁ ନୂଆ…