Odisha Link
Bridging the Missing Links in Odisha

ନିଜର ପାରିଶ୍ରମିକ ବଢ଼ାଇଲେ ଅଭିନେତା ରିତିକ୍

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ରିତିକ୍ ରୋଶନ ନିଜର ଅଭିନୟର ଯାଦୁରେ ସମସ୍ତଙ୍କ ମନକିଣି ନେଇଛନ୍ତ । ତାଙ୍କ ଅଭିନୀତ ସିନେମା ‘ଓ୍ଵାର୍’ ବକ୍ସ ଅଫସରେ ହିଟ ହୋଇ ୪୩୦ କୋଟରୁ ଅଧିକ ଆୟ କରିବା ସହ ୨୦୧୯ର ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା ।

ରିତିକ୍ ଙ୍କ ସିନେମା ‘କହୋନା ପ୍ୟାର ହେ’ ୨୦୦୦ ସମସିହାରେ ରିଲିଜ ହୋଇ ବ୍ଲକବଷ୍ଟର ହୋଇଥିଲା। ସେ ବିଗତ ୧୯ବର୍ଷ ହେବ ନିଜ ଅଭିନୟର ଯାଦୁରେ ସମସ୍ତଙ୍କ ମନଜିଣି ନେଇଛନ୍ତ । ଦର୍ଶକ ତାଙ୍କ ଆଗାମି ସିନେମାକୁ ଚାହିଁ ବସିଛନ୍ତି ।

Comments are closed.