Odisha Link
Bridging the Missing Links in Odisha
Browsing Tag

Hrithik Roshan

ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ରେ ହାଜର ହେବେ…

ମୁମ୍ବାଇ : ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ରେ ହାଜର ହେବେ ବଲିଉଡ୍ ଅଭିନେତା ହ୍ରିତିକ ରୋଶନ। କଙ୍ଗନା ରୌନତଙ୍କ ଇ-ମେଲ୍ କେସ୍ ରେ ୨୭ ଫେବୃଆରୀ ଶନିବାର ଦିନ କ୍ରିମିନାଲ ଇଣ୍ଟେଲିଜେନ୍ସ ୟୁନିଟିକୁ ଆସି ହ୍ରିତିକଙ୍କୁ ନିଜର ବୟାନ ଦେବା ପାଇଁ କ୍ରାଇମବ୍ରାଞ୍ଚ୍ କହିଛି । ପ୍ରକାଶ ଯେ, ୨୦୧୬ ମସିହାରେ…

ଅଭିନେତ୍ରୀଙ୍କ ପରେ ଅଭିନେତାଙ୍କୁ ଜେରା…

ମୁମ୍ବାଇ: ବଲିଉଡର ଡ୍ରଗ୍ସ ମାମଲାର ଗୁମର ଧିରେଧିରେ ଖୋଲିବାରେ ଲାଗୁଛି । ଅନେକ ବଡ ବଡ କଳାକାରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏନସିବି ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀ ଗିରଫ କରିଥିଲା। ତେବେ ଦୀପିକା ପାଦୁକୋନ, ସାରା ଅଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ଏନସିବି ଜେରା କରିଛି। ଏବେ ଏନସିବି ନଜର…

ହ୍ରିତିକ୍‌ଙ୍କ ନିବେଦନ: ଏପରି କଲେ ସୁସ୍ଥ…

ମୁମ୍ବାଇ: ଫେସବୁକ୍‌ରେ ୨ କୋଟି ୧୧ ଲକ୍ଷ ଅନୁଗାମୀ ଥିବା ବଲିଉଡ୍‌ ନାୟକ ହ୍ରିତିକ୍‌ ରୋଶନ୍‌ ଆଜି ସୋସିଆଲ ମିଡିଆରେ ଏକ ନିବେଦନ ରଖିଛନ୍ତି। ଆଜି ସଂଧ୍ୟାରେ ଏକ ପୋଷ୍ଟ ମାଧ୍ୟମରେ ସେ କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ…

ତିନି ଅଭିନେତାଙ୍କୁ ନିଜ ସ୍ୱୟଂବରରେ…

ମୁମ୍ବାଇ : ବର୍ତ୍ତମାନ ଟେଲି ଜଗତରେ ସିରିୟଲ ମୁଝେ ସାଦି କରୋଗି ଚର୍ଚ୍ଚାରେ ରହିଛି । ଏହା ପୂର୍ବରୁ ଟିଭିରେ ଅନେକ ଷ୍ଟାରଙ୍କ ସ୍ୱୟଂମ୍ବର ହୋଇସାରିଛି। ସମାନେ ହେଲେ,ରାକ୍ଷୀ ସାଓ୍ଵନ୍ତ, ମଲିକା ଶେରାଓ୍ଵତ, ରାହୁଳ ମହାଜନ ଭଳି କଳାକାର ଏପରି ସ୍ୱୟଂମ୍ବର ଆୟୋଜନ କରିସାରିଛନ୍ତି । ତେବେ ଅଭିନେତ୍ରୀ…

ବାଜି ମାରିଲେ ହ୍ରିତିକ୍‌

ମୁମ୍ବାଇ : ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍‌କେ ଇଣ୍ଟରନ୍ୟାଶ୍‌ନାଲ୍‌ ସିନେମା ଫେଷ୍ଟିଭାଲ୍‌ ଆୱାର୍ଡସ୍‌- ୨୦୨୦’ କାର୍ଯ୍ୟକ୍ରମ। ଏଥିରେ ବାଜି ମାରିଛି ହ୍ରିତିକ୍‌ ରୋଶନ୍‌ଙ୍କ ସିନେମା ’ସୁପର ୩୦’। ଏହି ସିନେମାକୁ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ କରାଯାଇଥିବା ବେଳେ…

‘ତାନାଜୀ’ ଦେଖି ନିଜର ପ୍ରତିକ୍ରିୟା…

ମୁମ୍ବାଇ: ଅଜୟ ଦେବଗନ୍ ଙ୍କ ସିନେମା ତାନାଜୀ ବକ୍ସ ଅଫାସରେ ହିଟ୍ ହୋଇଥିଲା । ଏହା ୪୦ ଦିନ ପୂର୍ବରୁ ସିନେମପରଦାରେ ରିଲିଜ ହୋଇଯାଇଛି । ସିନେମାରେ ଅଜୟଙ୍କ ବ୍ୟତିତ ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କାଜୋଲ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ତେବେ ସିନେମାଟିକୁ ଦେଖି ବଲିଉଡ୍ ଅଭିନେତା…

ୱାର ଓ ସୁପର-୩୦ ପରେ ଏହି ସିନେମାରେ ନଜର…

ମୁମ୍ବାଇ : ବଲିଉଡ଼ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କୁ ଅନ୍ୟ ଏକ ନୂଆ ସିନମାରେ ଦେଖିବାକୁ ମିଳିବ । ତାଙ୍କ ଅଭିନୀତ ସିନେମା ‘ସୁପର୍‌ ୩୦’ ଓ ‘ୱାର୍’ ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା । ସେଥିପାଇଁ ତାଙ୍କୁ ସମସ୍ତେ ନିଜ ସିନେମାରେ ନେବାକୁ ଚାହୁଁଛନ୍ତି । ହ୍ରିତିକ୍ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ…

ନିଜର ପାରିଶ୍ରମିକ ବଢ଼ାଇଲେ ଅଭିନେତା…

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ରିତିକ୍ ରୋଶନ ନିଜର ଅଭିନୟର ଯାଦୁରେ ସମସ୍ତଙ୍କ ମନକିଣି ନେଇଛନ୍ତ । ତାଙ୍କ ଅଭିନୀତ ସିନେମା 'ଓ୍ଵାର୍' ବକ୍ସ ଅଫସରେ ହିଟ ହୋଇ ୪୩୦ କୋଟରୁ ଅଧିକ ଆୟ କରିବା ସହ ୨୦୧୯ର ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା । ରିତିକ୍ ଙ୍କ ସିନେମା 'କହୋନା ପ୍ୟାର ହେ' ୨୦୦୦ ସମସିହାରେ…

ବଲିଉଡ଼ରେ ଡେବ୍ୟୁ କରିବେ ହ୍ରିତିକ୍‌ଙ୍କ…

ମୁମ୍ବାଇ : ବଲିଉଡ୍‌ରେ ପ୍ରଭୁ ଦେବାଙ୍କ ପରେ ମନେପଡନ୍ତି ଜଣେ ସୁପର ଷ୍ଟାର ସେ ହେଲେ ହାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ରୋଶନ୍‌ । ସେ ନିଜ ଡ୍ୟାନ୍ସ ଓ ଅଭନୟର ଯାଦୁରେ ସାରା ଦେଶର ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି । ତାଙ୍କର ପ୍ରଥମ ସିନେମା 'କହୋନା ପ୍ୟାର୍‌ ହୈ'ରେ ଜବର ଦସ୍ତ ଅଭିନୟ କରି ବଲିଉଡରେ ରାଜ…

ହ୍ରିତିକ୍‌ଙ୍କ ସହ ମୋର ଗୁରୁ ଶିଷ୍ୟ ର…

ଭୁବନେଶ୍ବର :'ହିରୋପନ୍ତି' ର ହିରୋ ତଥା ଟାଇଗର ଶ୍ରଫ୍‌ଙ୍କୁ ଦେଖି ଦର୍ଶକମାନେ ତାଙ୍କୁ ହ୍ରିତିକ୍‌ ରୋଶନଙ୍କ ସହ ତୁଳନା କରୁଥିଲେ ।ଏବେ ଦୁଇ ଜଣ ଅଭନେତା ଙ୍କୁ ଏକାଠି ଦେଖିବାକୁ ମିଳିବ।ସିଦ୍ଦାର୍ଥ ଆନନ୍ଦ ଙ୍କ ସିନେମା ୱାର ରେ ଦୁଇ ଜଣଙ୍କୁ ଦର୍ଶକ ଏକାଠି ଦେଖିବା ପାଇବେ । ଏହି ସିନାମାକୁ ଆଦିତ୍ୟ…