Odisha Link
Bridging the Missing Links in Odisha
Daily Archives

December 21, 2019

ଆର ପାରିରେ କଂଗ୍ରେସ ବିଧାୟକ ବନୱାରୀ ଲାଲ

ଭୋପାଲ: ମଧ୍ୟପ୍ରଦେଶ ମୋରେନାର କଂଗ୍ରେସ ବିଧାୟକ ବନୱାରୀ ଲାଲ ଶର୍ମାଙ୍କର ଆଜି ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ। ମଧ୍ୟପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ବନୱାରୀ ଲାଲ ତାଙ୍କ ପତ୍ନୀ, ୨ ପୁଅ ଓ ଝିଅ…

ପଞ୍ଚାୟତ ଅଫିସରେ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟର ୪୨୯୧ଟି ପଞ୍ଚାୟତରେ ବ୍ୟାଙ୍କ ସେବା ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସମ୍ପୃକ୍ତ ଅଞ୍ଚଳର ପଞ୍ଚାୟତ ଅଫିସରେ ବ୍ୟାଙ୍କ ଖୋଲିବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ସରକାର ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣାରେ ଅଫିସ ଦେବେ । ଖୁବଶୀଘ୍ର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା…

କୋଟିଏ ଠକି ରାତାରାତି ଛୁ

ବାସୁଦେବପୁର: ଲୋକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇ ଏକ ସଂସ୍ଥା ଛୁ ମାରିଛି । ଘରକରଣା ଜିନିଷ ଦେବା ନାମରେ ଉକ୍ତ ସଂସ୍ଥା କୋଟିଏରୁ ଊଦ୍ଧ୍ୱର୍ ଟଙ୍କା ଠକି ନେଇଛି। ୪୦% ରିହାତିରେ ଜିନିଷ ଦେବାକୁ କହି ଉକ୍ତ ସଂସ୍ଥା ଅଗ୍ରୀମ ଆଦାୟ କରିଥିଲା । ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାରରେ ସଂସ୍ଥା ଖୋଲି…

କର୍ମକ୍ଷେତ୍ରରେ ନିର୍ଯାତନାକୁ ନେଇ…

ମୁମ୍ବାଇ: କର୍ମକ୍ଷେତ୍ରରେ ଶୋଷଣ ଘଟଣା ବହୁତ କଷ୍ଟ ଦେଇଥାଏ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଏସବୁକୁ ନେଇ ଚୁପ୍‌ ରହିବା ବରଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଏଭଳି କିଛି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ। ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ମଧ୍ୟ ପୋଷ୍ଟ…

‘ପଙ୍ଗା’ର ନୂଆ ପୋଷ୍ଟର ରିଲିଜ୍

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ର ନୂଆ ପୋଷ୍ଟର ଆଜି ସାମ୍ନାକୁ ଆସିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିବା ସହ ଚଳଚ୍ଚିତ୍ର ସମ୍ବନ୍ଧୀୟ ଜରୁରୀ ସୂଚନା ପ୍ରଦାନ କରିଛନ୍ତି। ପୋଷ୍ଟରରେ କଙ୍ଗନା ଏକ ଛୋଟ ପିଲା,…

‘ଶିକାରା’ରେ ଦେଖିବାକୁ ମିଳିବ କଶ୍ମୀର…

ମୁମ୍ବଇ: ପ୍ରଯୋଜକ ତଥା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘ଶିକାରା’ର ମୋଶନ ପୋଷ୍ଟର ଏବେ ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ର କଶ୍ମୀରୀ ପଣ୍ଡିତମାନଙ୍କ କଷ୍ଟ ଭରା କାହାଣୀ ଉପରେ ଆଧାରିତ। ଏହି ପୋଷ୍ଟର ମାଧ୍ୟମରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍‍ ତାରିଖ ମଧ୍ୟ ଘୋଷଣା କରାଯାଇଛି।…

ଚାହାଣୀ ମଣ୍ଡପରେ ଗପ; ଭିଡିଓ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଚାହାଣୀ ମଣ୍ଡପରେ ଜଣେ ଯୁବକ ଫୋନରେ କଥା ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରବେଶ ପଥରେ ଯାଞ୍ଚ ସତ୍ତ୍ବେ କିଭଳି ମୋବାଇଲ ଫୋନ୍ ଶ୍ରୀମନ୍ଦିର ମଧ୍ୟକୁ ଯାଉଛି…

POKକୁ ହଟାଇ ଚର୍ଚ୍ଚାରେ ଆସିଲେ ଶଶି…

ଥିରୁଅନନ୍ତପୁରମ୍‌: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ପାଇଁ ମହଙ୍ଗା ପଡ଼ିଛି। କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ପାକ୍‌ ଅଧିକୃତ କାଶ୍ମୀର(POK) ଭାରତର ଏକ ଅଙ୍ଗ…

୩ ଦିନ ସମ୍ବଲପୁର ବନ୍ଦ

ସମ୍ବଲପୁର: ପୁଣି ଜୋର ଧରିଲା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଏନେଇ ଆଜିଠୁ ୩ ଦିନ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ୨ଟି ସଂଗଠନ ପକ୍ଷରୁ ଆଜି, ୨୩ ଓ ୨୪ ତାରିଖ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି, ଓକିଲ ସଂଘ ସିଏସି…

ଗଛରେ ବାନ୍ଧି ପିଟିଲେ, ମୁହଁରେ ପରିସ୍ରା…

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା କାଇପଦରରେ ବର୍ବରତାର ସୀମା ଟପିଛି। ୨ ଜଣ ଯୁବକ ଜଣେ ଯୁବକଙ୍କୁ ଅପହରଣ କରିନେଇ ଗଛରେ ବାନ୍ଧିଲେ ଓ ପିଟିଲେ । ଖାଲି ସେତିକି ନୁହେଁ ମାଡ଼ ଖାଇ ପାଣି ପାଇଁ ବିକଳ ହେବାରୁ ଜଣେ ଯୁବକଙ୍କ ତାଙ୍କ ମୁହଁରେ ପରିସ୍ରା ମଧ୍ୟ କଲେ । ଗତ ୧୮ ତାରିଖର ଏଭଳି କିଛି ଦୃଶ୍ୟର ଭିଡିଓ…