Odisha Link
Bridging the Missing Links in Odisha
Daily Archives

January 25, 2020

ପଦ୍ମ ପୁରସ୍କାର: ସମ୍ମାନିତ ହେବେ ୧୧…

ନୂଆଦିଲ୍ଲୀ: ଆଜି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୭୧ତମ ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ଦେଶର ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧି ପାଇଁ ନାମ ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇଁ ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସମୁଦାୟ ୧୧୮…

ଆମ ଗଣତନ୍ତ୍ରର ଉତ୍ସବ ହେଉଛି…

ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଅନେକ…

ସାଧାରଣତନ୍ତ୍ର ଦିବସ: ଆଜି ସନ୍ଧ୍ୟା…

ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୧ତମ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଅର୍ଥାତ ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ବାର୍ତ୍ତା ଆଜି ସନ୍ଧ୍ୟା ୭ଟାରୁ ଆକାଶବାଣୀର ସମସ୍ତ ଜାତୀୟ ନେଟ୍‍ୱର୍କରେ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଥମେ…

ଭାରତର ଗଣତନ୍ତ୍ର ବିଶ୍ୱର ମାର୍ଗଦର୍ଶକ :…

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଜାତୀୟ ମତଦାତା ଦିବସ-୨୦୨୦ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଗଣତନ୍ତ୍ରର ଆଧ୍ୟାତ୍ମିକୀକରଣ…

‘କରୋନା’ ଭାଇରସ୍‌: ଆଡ୍‌ଭାଇଜାରି ଜାରି…

ଭୁବନେଶ୍ବର: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ‘କରୋନା’ ଭାଇରସ୍‌। ଏହି ଭାଇରସ୍‌ ଆକ୍ରାନ୍ତ ହେବା ଫଳରେ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଏହି ଭାଇରସ୍‌ରେ ଭାରତରେ ବହୁ ଲୋକ ମଧ୍ୟ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଏହି ରୋଗର ମୁକାବିଲା ପାଇଁ ଆଜି ଆଡଭାଇଜରି ଜାରି…

ନିର୍ଭୟା ମାମଲା: ସୁପ୍ରିମକୋର୍ଟ ଗଲା…

ନୂଆଦିଲ୍ଲୀ: ଆସନ୍ତା ୧ରେ ଫାଶୀ ପାଇବେ ନିର୍ଭୟା ମାମଲାର ୪ ଦୋଷୀ। ହେଲେ ଏହା ପୂର୍ବରୁ ପୁଣିଥରେ ଦେଖିବାକୁ ମିଳିଛି ନୂଆ ଟୁଇଷ୍ଟ। କାରଣ ଆଜି ନିର୍ଭୟା ମାମଲାର ଦୋଷୀ ମୁକେଶ ଶନିବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ରାଷ୍ଟ୍ରପତି ତା’ର ରାଜକ୍ଷମା ଆବେଦନ ଖାରଜ କରିଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ…

ମୋଦି ସରକାରଙ୍କୁ ଫାଶୀବାଦୀ ସରକାର…

ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ନୂଆ ଚାଲ ଆରମ୍ଭ କଲା ପାକିସ୍ତାନ। ଜାତିସଂଘରୁ କଶ୍ମୀର ପ୍ରସଙ୍ଗରେ ନିରାଶ ହୋଇଥିବା ପାକିସ୍ତାନ ଆରମ୍ଭ କରି ନୂଆ ଚାଲ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୬ ମାସ ପରେ ପୁଣି ଥରେ କଶ୍ମୀରବାସୀଙ୍କ ପାଇଁ ଏକଜୁଟ ହେବା ପାଇଁ…

କଳିଙ୍ଗ ହସ୍ପିଟାଲରେ ଡାକ୍ତରମାନଙ୍କ…

ଭୁବନେଶ୍ୱର : ଭୁବନେଶ୍ୱରର ଏକ ପ୍ରମୁଖ ହସ୍ପିଟାଲ, ବିଆର୍‌ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତରମାନେ ନିକଟରେ ଜଣେ ୪୮ ବର୍ଷୀୟା ରୋଗୀଙ୍କ ଗର୍ଭାଶୟରୁ ୮.୩ କେଜିର ଫିବ୍ରଏଡ୍ ଟ୍ୟୁମର ବାହାର କରିବା ପାଇଁ ଏକ ଜଟିଳ ଅସ୍ତ୍ରୋପଚାର କରିଛନ୍ତି । ମହିଳାଙ୍କ ଗର୍ଭାଶୟରେ ଥିବା ଉକ୍ତ…

ନିର୍ଭୟା ମାମଲା: ଦୋଷୀଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରେ ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀ। ଏହାକୁ ନଜରରେ ରଖି ତିହାର ଜେଲ ପ୍ରଶାସନ ଦୋଷୀଙ୍କ ଶୌଚାଳୟ ଉପରେ ମଧ୍ୟ ନଜର ରଖିଛି। ତିହାର ଜେଲ ପ୍ରଶାସନ ତରଫରୁ ଏ ନେଇ ବ୍ୟବସ୍ଥା କରାଯାଇଛି। ଦିନ-ରାତି ଏହି ଚାରି ଦୋଷୀଙ୍କ ଉପରେ କଡ଼ା ନଜର ରଖିଛି…

ଟଙ୍କା ବଞ୍ଚାଇବା ପାଇଁ ଏପରି କାମ…

ମୁମ୍ବାଇ : ବଲିଉଡର କିଙ୍ଗ ଖାଁ ତଥା ସଲମାନ ଖାଁ ଅନେକ ଦମଦାର ସିନେମା ଦେଇଛନ୍ତି । ତାଙ୍କ ଅଭିନୟର ଯାଦୁ ସମସ୍ତଙ୍କ ମନରେ କିଣି ନେଇଛି । ସଲମାନଙ୍କ ଅଭିନୀତ ସିନେମା ଦବଙ୍ଗ୩ ଚଳିତ ବର୍ଷ ରିଲିଜ ହୋଇଥିଲା ଓ ଏହା ହିଟ ହୋଇଛି । ତେବେ ସଲୁ ‘ଉମଙ୍ଗ ୨୦୨୦’ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୀବନର ଏକ ବଡ଼ ସତକୁ…