Odisha Link
Bridging the Missing Links in Odisha
Daily Archives

January 28, 2020

ମାପ ଓ ଓଜନ ଠକେଇ ଯାଞ୍ଚ ବ୍ୟବସ୍ଥାକୁ…

ଭୁବନେଶ୍ବର: ଅସାଧୁ ବ୍ୟବସାୟକୁ ରୋକିବା ତଥା ଖାଉଟିଙ୍କ ସୁରକ୍ଷା ନିମନ୍ତେ ରାଜ୍ୟରେ ବ୍ୟବସାୟ ପ୍ରତିଷ୍ଠାନ ଓ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ମାପ ଓ ଓଜନ ଠକେଇ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏଥି ସହିତ ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ମଧ୍ୟ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବବ ବୋଲି ଖାଦ୍ୟ ଯୋଗାଣ ଓ…

ଆଦିବାସୀ ମେଳା: ଦୁଇ ଦିନରେ ଅଢେଇ ଲକ୍ଷ…

ଭୁବନେଶ୍ବର: ଜାନୁୟାରୀ ୨୬ ତାରିଖରୁ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଆଦିବାସୀ ମେଳାକୁ ଦୁଇ ଦିନରେ ପ୍ରାୟ ଅଢେଇ ଲୋକ ଆସିଥିବାବେଳେ ପ୍ରଥମ ଦିନରେ ହିଁ ଦେଢ଼ ଲକ୍ଷରୁ ଅଧିକ ଲୋକ ଆସିଥିଲେ । ସେହିଭଳି ଏହି ଦୁଇ ଦିନରେ ମୋଟାମୋଟି ଭାବେ ଏକ କୋଟି ଟଙ୍କାର କାରବାର ହୋଇଥିବାବେଳେ…

ଓଡ଼ିଶାରେ ଚାଲିଛି ଏକଛତ୍ରବାଦୀ ଶାସନ:…

ଭୁବନେଶ୍ବର: ଜାନୁଆରୀ ୨୬ତାରିଖ ଦିନ ଦୁଇ ଆଦିବାସୀ ଛୋଟ ଛୋଟ ଝିଅ ଦମୟନ୍ତୀ ଓ ପାର୍ବତୀଙ୍କୁ ରାଜ୍ୟସରକାର ପୋଲିସ ଲଗାଇ ପରେଡ୍ ଗ୍ରାଉଣ୍ଡରୁ ଉଠାଇ ନେଇ ସେମାନଙ୍କୁ ଗିରଫ କରି ୩୦୭ ସମେତ ୯ଟି ଅପରାଧିକ ଦଫା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ…

ଅରାଜକ ତତ୍ବ ବିରୋଧରେ ଭୋଟ ଦେବେ…

ନୂଆଦିଲ୍ଲୀ: ଆମ୍ ଆଦମୀ ତଥା ତଥାକଥିତ କଂଗ୍ରେସ ଭଳି ଦଳ ଦିଲ୍ଲୀରେ ତଥା ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି। ଏଠାକାର ଜନତା ଏଥର ସାଇନ୍‌ବାଘ୍ ଭଳି ଅରାଜକ ତତ୍ୱ ବିରୋଧରେ ଭୋଟ ଦେବା ପାଇଁ ମନ ବନାଉଛି। ଚଳିତଥର ଦିଲ୍ଲୀରେ ବିଜେପିର ସରକାର ହେବ ବୋଲି ନୂଆଦିଲ୍ଲୀର ବିଭିନ୍ନ ଅଂଚଳରେ…

ପଦ୍ମ ବିଜେତା ମନୋଜ ଦାସଙ୍କୁ ଅସମ୍ମାନ

ପୁଡୁଚେରୀ : ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ଅସମ୍ମାନ। ମନୋଜ ଦାସଙ୍କୁ ଅସମ୍ମାନ କରିଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସାମି। ପଦ୍ମ ପୁରସ୍କାର ପାଇଥିବାରୁ ସାହିତ୍ୟିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି. କେ. ମୁନୁସାମି କ୍ରିଷ୍ଣପଖତାଙ୍କୁ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର…

ନିର୍ଭୟା ମାମଲା: ଦୋଷୀ ମୁକେଶ ଆଣିଲେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାଜକ୍ଷମା ଆବେଦନ ଖାରଜ ହେବା ଘଟଣାକୁ ଚାଲେଞ୍ଜ କରିଥିଲେ ମୁକେଶଙ୍କ ଓକିଲ। ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ମାମଲାର ଶୁଣାଣି କାଳରେ ଆଜି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ସମ୍ମୁଖରେ ମୁକେଶର ଓକିଲ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଫାଶୀ ଦଣ୍ଡାଦେଶରେ…

ଗ୍ୟାସ୍‌ ସିଲିଣ୍ଡର ଫାଟି ୧୨ମୃତ ୨ ଆହତ

ଲାହୋର: ପାକିସ୍ତାନ ଲାହୋର ସ୍ଥିତ ଏକ ଅତର ଫ୍ୟାକ୍ଟ୍ରିରେ ଗ୍ୟାସ୍ ଟାଙ୍କି ଫାଟି ଘଟିଛି ଭୟାବହ ଅଗ୍ନିକାଣ୍ଡ। ଗ୍ୟାସ ସିଲିଣ୍ଡର ଫାଟିବାରୁ ୧୨ଜଣଙ୍କ ମୃତ ହୋଇଥିବା ବେଳେ ୨ ଜଣ ଗରୁତର ଆହତ ହୋଇଛନ୍ତି। ଏନେଇ ଖବର ପାଇ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି ।…

ଗିରଫ ହେଲେ ଜେଏନୟୁ ଛାତ୍ର ଶରଜିଲ ଇମାମ

ପାଟନା: ୪ ଦିନ ତଳେ ଦେଇଥିଲେ ଦେଶ ବିରୋଧୀ ମନ୍ତବ୍ୟ। ଆଉ ଆଜି ଦେଶଦ୍ରୋହ ମାମଲରେ ଗିରଫ ହେଲେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ର ଶରଜିଲ ଇମାମ। ବିହାରର ଜେହାନାବାଦରୁ ଶରଜିଲଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିଛି। ଗିରଫ ବେଳେ ବିହାର ପୁଲିସ ସହଯୋଗର ହାତ…

ଦୁଷ୍କର୍ମ ପରେ ଯୌନାଙ୍ଗରେ ଲୁହାରଡ…

ମୁମ୍ବାଇ: ଦୁଷ୍କର୍ମ ପରେ ମହିଳାଙ୍କ ଯୌନାଙ୍ଗରେ ଲୁହାରଡ ଭର୍ତ୍ତିକଲେ ଦୁର୍ବୃ୍ତ୍ତ। ଏଭଳି ଏକ ଅମାନୁଷିକ ଦୁଷ୍କର୍ମ ଓ ନିର୍ଯ୍ୟାତନା ଘଟଣା ଘଟିଛି ମହାରାଷ୍ଟ୍ରର ପାରଡି ଅଞ୍ଚଳରେ। ଜଣେ ୧୯ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଓ ପରେ ତାଙ୍କ ଯୌନାଙ୍ଗରେ ଲୁହାରଡ ଭର୍ତ୍ତି କରିଥିବା ନେଇ ପୀଡିତାଙ୍କ ପରିବାର…

ସିଏଏ ସପକ୍ଷରେ କହିବା ସହ ପାକିସ୍ତାନକୁ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିକ୍ଷୋଭ ଓ ସମର୍ଥନ ଲାଗି ରହିଛି। ଏହାରିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସିଏଏ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି ଯେ, ଐତିହାସିକ ଭୁଲକୁ ଠିକ୍‌ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା…