Odisha Link
Bridging the Missing Links in Odisha
Daily Archives

February 10, 2020

ରଙ୍ଗେଇଲୁଣ୍ଡା ବସ୍‌ ଦୁର୍ଘଟଣା ନେଇ…

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ ମେଣ୍ଢାରାଜ ପୁର ଡଙ୍ଗଲ ପାଡ଼ୁ ଗ୍ରାମ୍ୟ ରାସ୍ତାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଘଟିଥିବା ବସ୍‌ଦୁର୍ଘଟଣାରେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଗଭୀର ଦୁଃଖ ପ୍ରକାଶ…

ଗାର୍ଗି କଲେଜରେ ଅସଦାଚରଣ ମାମଲାରେ…

ନୂଆଦିଲ୍ଲୀ: ଦିଲ୍ଲୀ ଗାର୍ଗୀ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବରେ ଦୁର୍ବୃତ୍ତମାନେ ପ୍ରବେଶ କରି ଛାତ୍ରୀମାନଙ୍କୁ ଅସଦାଚରଣ କରିବା ମାମଲା ତୀବ୍ର ହେବାରେ ଲାଗିଛି। ଆଜି କଲେଜର ଗେଟ୍‌ ବାହାରେ ଶହ ଶହ ଛାତ୍ରୀ ପ୍ରତିବାଦ କରିବା ସହ ନିଜର ସୁରକ୍ଷା ଦାବି କରିଛନ୍ତି। ଏନେଇ କଲେଜ କର୍ତ୍ତୃପକ୍ଷ…

ହସ୍ତତନ୍ତ ମେଳା ; ମନମୋହିଲା ‘ବୟନିକାର…

ଭୁବନେଶ୍ବର : ଆଜି ଜାତୀୟସ୍ତରୀୟ ହସ୍ତତନ୍ତ ମେଳା,୨୦୨୦, ଭୁବନେଶ୍ୱର ରେ ‘ଫୋଡ଼ାକୁମ୍ଭ ଶାଢୀ ଦିବସ’ ରୂପେ ପାଳନ କରାଗଲା । ଫୋଡାକୁମ୍ଭ ଡିଜାଇନ୍ ରେ କଟନ୍‌, ପାଟ ତଥା କଟନ୍ ଓ ପାଟ ମିଶ୍ରଣରେ ପ୍ରସ୍ତୁତ ବସ୍ତ୍ର ବରଗଡ଼ ଜିଲ୍ଲାର ବରପାଲି ତଥା ରେମୁଣ୍ଡା ଗ୍ରାମର ବୁଣାକାରମାନେ ନିଖୁଣ ଭାବରେ କରିଥାନ୍ତି ।…

ଛାତ୍ରୀ ଟାର୍ଗେଟରେ ନଥିଲେ!

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଛାତ୍ରୀଙ୍କୁ ଗୁଳି ମାଡ ଘଟଣାରେ କମିଶନରେଟ ପୋଲିସ ଟ୍ବିଟ୍‌ କରିଛି। ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଛାତ୍ରୀ ଜଣକ ଟାର୍ଗେଟରେ ନଥିଲେ। ଆହତ ଛାତ୍ରୀଙ୍କ ଚିକିତ୍ସା ଚାଲିଛି ଏବଂ ସେ ବିପଦ ମୁକ୍ତ ଅଛନ୍ତି। ଗୁଳିକାଣ୍ଡର ଉଦ୍ଦେଶ୍ୟ…

ରେଲେଓ୍ୱ ଗୃହ କମିଟିଙ୍କ ପ୍ରଥମ ବୈଠକ…

ଭୁବନେଶ୍ୱର : ରେଲେଓ୍ୱ ଗୃହ କମିଟିଙ୍କ ପ୍ରଥମ ବୈଠକ ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାରେ ରେଳ ସଂପ୍ରସାରଣ ଓ ଉନ୍ନତିକରଣ ଉପରେ ଏକ ସ୍ମାରକ ପତ୍ର (ମେମୋରାଣ୍ଡମ୍‌) କେନ୍ଦ୍ର…

ବିଜେପି ଏବଂ ଆରଏସଏସର ଚିନ୍ତାଧାରା…

ନୂଆଦିଲ୍ଲୀ: ଗତ ସପ୍ତାହ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ମୋଦି ସରକାରକୁ ଘେରିବା ଆରମ୍ଭ କରିଛନ୍ତି ବିରୋଧୀ। ମୋଦି ସରକାର ସଂରକ୍ଷଣ ବ୍ୟବସ୍ଥା ବିରୋଧୀ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏଥିସହ ସରକାର ପୁଣିଥରେ…

ପୁଅ-ଝିଅଙ୍କୁ ହତ୍ୟା କରି ଟ୍ରେନ ଆଗକୁ…

ନୂଆଦିଲ୍ଲୀ: ପୁଅ-ଝିଅଙ୍କୁ ହତ୍ୟା କରି ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବାପା। ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀ ଶାଲୀମାର ବାଗ୍‌ ଅଞ୍ଚଳରେ। ସୂଚନାଯୋଗ୍ୟ, ୪୪ବର୍ଷୀୟ ମଧୁର ମଲାନୀ ନାମକ ଯୁବକ ତାଙ୍କର ଦୁଇ ପୁଅ-ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା…

ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ…

ବିଜାପୁର: ଛତିଶଗଡ ବିଜାପୁର ଜଙ୍ଗଲରେ ସିଆର୍‌ପିଏଫ୍ ଯବାନଙ୍କ କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ-ନକ୍ସଲ ମଧ୍ୟରେ ଗୁଳିବିନିମୟ। ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ୨ଜଣ ଯବାନ ସହିଦ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସିଆର୍‌ପିଏଫ୍‌ର ୨୦୪ବାଟିଲିୟନର ଯବାନମାନେ ବିଜାପୁର ଜିଲ୍ଲା ଇରାପଲ୍ଲୀ…

୩ ଦିନର ଶିଶୁକୁ ନୁଆ ଜୀବନ ଦେଲା ନାରାୟଣ…

ଭୁବନେଶ୍ୱର : ନ୍ୟାସ୍‌ନାଲ୍ ଫ୍ୟାମିଲି ହେଲ୍‌ଥ ସର୍ଭେ ଅନୁଶାରେ ଶିଶୁ ମୃତ୍ୟୁ ହାର ( ଆଇ.ଏମ୍‌.ଆର୍‌) ଭାରତରେ ୧୦୦୦ରୁ ୩୪ କେବଳ ଜନ୍ମମୃତ୍ୟୁ ହିଁ ହୋଇଥାଏ, ଯେଉଁଥିରୁ ୧୦ ପ୍ରତିସତ ଶିଶୁ କେବଳ ହୃଦ୍‌ରୋଗ ଜନିତ ରୋଗ କାରଣରୁ ପ୍ରାଣ ହରାଇଥାନ୍ତି । ବିକଶିଳ ଦେଶମାନଙ୍କରେ “ବ୍ଲୁ ବେବି” ଏକ ଚିନ୍ତାର…

ଚୋରା ବନ୍ଧୁକ ର‍୍ୟାକେଟର ପର୍ଦ୍ଧାଫାସ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଚୋରା ବନ୍ଧୁକ ର‍୍ୟାକେଟ୍ର ପର୍ଦ୍ଧାଫାସ ହୋଇଛି। ଗଣ୍ଡମୁଣ୍ଡାରେ ବିକିବାକୁ ଡିଲ ବେଳେ ର‍୍ୟାକେଟ୍ର ଧରାପଡ଼ିଛି। ବନ୍ଧୁକ ବିକୁଥିବା ଓ କିଣୁଥିବା ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିବା ସହ ୩ଟି ବନ୍ଧୁକ ଜବତ କରିଛି। ବନ୍ଧୁକ ବିକୁଥିବା ବ୍ୟକ୍ତି ଜଣକ…