Odisha Link
Bridging the Missing Links in Odisha
Daily Archives

March 24, 2020

ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସକୁ ନେଇ ସ୍ଥିତି ଜଟିଳ ହେବାକୁ ଲାଗିଛି। ଏହାରିମଧ୍ୟରେ ଦେଶବାସୀଙ୍କ ସାମାନ୍ୟ ଆଶ୍ବସ୍ତି ମିଳିଛି କାରଣ ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଫାଇନ ଆକରରେ ଟଙ୍କା ଦେବାକୁ ପଡ଼ିବନି। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ…

କରୋନା: ଆଇଟିଆର, ଜିଏସଟିକୁ ନେଇ ବଡ଼…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ। କରୋନା ମୁକାବିଲା ପାଇଁ ଲକ୍ ଡାଉନ ଜରୁରୀ ବୋଲି ଆଜି ନିର୍ମଳା ସୀତାରମଣ କହିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ୨୦୧୮-୧୯ ବର୍ଷ…

କରୋନା ରିଲିଫ୍‌ ପାଣ୍ଠିକୁ ଗୋଟିଏ ମାସର…

ଭୁବନେଶ୍ବର: କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ସରକାରଙ୍କ ପକ୍ଷରୁ ମିଳୁଥିବା ଗୋଟିଏ ମାସର ପେନ୍‌ସନ୍‌ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(କୋଭିଡ୍-୧୯ ଫଣ୍ଡ୍)କୁ ଦାନ କରିଛନ୍ତି। କରୋନା ମୁକାବିଲାରେ ଓଡ଼ିଶା…

ବାତିଲ ହେଲା ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାରା ଓଡ଼ିଶା ଲକ ଡାଉନ। ଏହି ଲକ ଡାଉନ ସମୟରେ ଜରୁରୀକାଳିନ ସେବାରେ ବାହାରକୁ ଯିବାକୁ ହେଲେ ପାସ୍‌ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ହେଲେ ଏହି ପାସ୍‌ ନେବାକୁ ପୋଲିସ୍‌ ଷ୍ଟେସନରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ଏହାକୁ ନଜରରେ ରଖି ପାସ୍‌ ବ୍ୟବସ୍ଥାକୁ ବନ୍ଦ…

୭ ମାସ ପରେ ମୁକ୍ତି ପାଇଲେ ଓମାର…

ଶ୍ରୀନଗର: ଦୀର୍ଘ ୭ ମାସ ପରେ ଜମ୍ମୁ-କଶ୍ମୀରର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଆଜି ମୁକ୍ତି ମିଳିଛି। ଓମାରଙ୍କୁ ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀରେ ରଖା ଯାଇଥିଲା। ଓମାର ମୋଟ ୨୩୨ ଦିନ ଗୃହବନ୍ଦୀ ଭାବେ କାଟିଛନ୍ତି। ତାଙ୍କୁ ପବ୍ଲିକ୍‌ ସେଫ୍ଟି ଆକ୍ଟ ବା ପିଏସ୍‌ଏ…

ଓଡ଼ିଶା ଗଣମାଧ୍ୟମ ମୁଖ୍ୟମାନଙ୍କ ସହ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଗଣମାଧ୍ୟମ ଓ ଖବର ସରବରାହ ସଂସ୍ଥା ମୁଖ୍ୟମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଥାନୀୟ ଏନ୍‌ଆଇସି କାର୍ଯ୍ୟାଳୟରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ମୁଖ୍ୟମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ମତ…

କରୋନା ମୁକାବିଲା: ଓଏସ୍ଆଇସି ଦେଲା ୩ଲକ୍ଷ…

ଭୁବନେଶ୍ବର: ସାରା ବିଶ୍ବ ଏବେ କରୋନା ମହାମାରୀକୁ ନେଇ ଚିନ୍ତାରେ। ମହାମାରୀ କରୋନା ଦିନକୁ ଦିନ ଭାରତରେ କାୟା ମେଲାଉଛି। ଆଜି ଭାରତରେ କରୋନାରେ ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ରାଜ୍ୟ ସରକାରଙ୍କ…

ରାଜ୍ୟରେ ୧୦ ଦିନ ପାଇଁ ଖାଦ୍ୟ ମହଜୁଦ,…

ଭୁବନେଶ୍ବର: ସାରା ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ରାଜ୍ୟ ସରକାର ଆଜି ବଡ଼ ଘୋଷଣା କରିଛନ୍ତି। ୧୦ ଦିନ ପାଇଁ ଖାଦ୍ୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ରାଜ୍ୟରେ ମହଜୁଦ ଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟର ସମସ୍ତ ଲୋକଙ୍କୁ ଘରୁ ନ ବାହାରିବା…

ମଧ୍ୟପ୍ରଦେଶ ବିଧାନସଭା: ଆସ୍ଥା ଭୋଟରେ…

ଭୋପାଲ: ଗତକାଲି ରାତି ୯ଟାରେ ୪ର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବରାଜ ସିଂହ ଚୌହାନ ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ଆସ୍ଥା ଜିଣିଛନ୍ତି। ବିଜେପି ପାଖରେ ଆବଶ୍ୟକ ମ୍ୟାଜିକ ନମ୍ବର ଥିବାରୁ ସହଜରେ ଆସ୍ଥା ଭୋଟ ଜିତି ନେଇଛି ବିଜେପି। କଂଗ୍ରେସରୁ ବିଜେପି ଆସିଥିବା ସିନ୍ଧିଆଙ୍କ ସହ…

କରୋନା: ଦେଶରେ ମୃତ୍ୟୁ ସଂଖ୍ୟା ୧୦କୁ…

ମୁମ୍ବାଇ: ଗତକାଲି ମୁମ୍ବାଇରେ ଜଣେ ୬୫ ବର୍ଷୀୟ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଛି। ସେ ୟୁଏଇରୁ ଫେରି କସ୍ତୁରବା ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୁମ୍ବାଇରେ ଏହି ବୃଦ୍ଧ ଜଣଙ୍କ ମୃତ୍ୟୁ ସହ ଦେଶର ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଗତକାଲି ଯାଏଁ ଏହି ସଂଖ୍ୟା ୯ରେ ଥିଲା। ଦେଶରେ ଏବେ…