Odisha Link
Bridging the Missing Links in Odisha
Daily Archives

August 9, 2020

‘ଓଡ଼ିଶା ମୋ…

ଭୁବନେଶ୍ବର: କରୋନା କାଳରେ ରକ୍ତର ଅଭାବରେ କାହାର ଯେମିତି ମୃତ୍ୟୁ ନହୁଏ ସେଥିପାଇଁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ସବୁ ଜିଲ୍ଲା ସଦରମହକୁମାଠାରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଅଭିଯାନର…

କରୋନା: ରାଜଧାନୀରେ ବିଗୁଡ଼ିଛି ସ୍ଥିତି,…

ଭୁବନେଶ୍ବର: ରାଜଧାନୀରେ ଉପରମୁହାଁ କରୋନା ଗ୍ରାଫ୍। ଦିନକୁ ଦିନ ଭୁବନେଶ୍ବରରେ ବିଗୁଡ଼ିଛି କରୋନା ସ୍ଥିତି। ଆଜି ପୁଣି ଆଉ ୧୬୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ୩୯୨୯ରେ ପହଁଞ୍ଚିଛି କରୋନା ପଜିଟିଭ ସଂଖ୍ୟା। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ…

ମୁମ୍ବାଇରେ ସୁଶାନ୍ତଙ୍କୁ ପରିଚୟ ମିଳିଛି…

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୁୃତ୍ୟୁକୁ ପାଖାପାଖୀ ୨ମାସ ବିତିଗଲାଣି। ହେଲେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ। ଅପରପକ୍ଷେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ସାରିଛି। ସୁଶାନ୍ତଙ୍କ…

କୃଷି ଭିତ୍ତିଭୂମି ପାଣ୍ଠି ଗ୍ରାମୀଣ…

ନୂଆଦିଲ୍ଲୀ: ଦେଶର ୮.୫ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଆର୍ଥିକ ସହାୟତାର ଷଷ୍ଠ କିସ୍ତି ଜାରି କରିଥିବାରୁ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ୧ ଲକ୍ଷ କୋଟିର ଆର୍ଥିକ ସୁବିଧା ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର…

ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ବିଫଳ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଟିକେ ମୌକା ପାଇଲେ ମୋଦି ସରକାରଙ୍କୁ କାଠଗଡ଼ାରେ ଠିଆ କରୁଛନ୍ତି ରାହୁଲ। ପୂର୍ବରୁ କରୋନା ଅବ୍ୟବସ୍ଥାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ରାହୁଲ ଏଥର ବେରାଜଗାରୀ ପ୍ରସଙ୍ଗରେ…

ଅଯୋଗ୍ୟ ହିତାଧିକାରୀଙ୍କଠୁ କାଳିଆ ଟଙ୍କା…

ଭୁବନେଶ୍ବର: କରୋନା କାଳରେ ଅଯୋଗ୍ୟ ହିତାଧିକାରୀ ଫେରସ୍ତ କରିବେନି କାଳିଆ ଟଙ୍କା। ଅଯୋଗ୍ୟ ହିତାଧିକାରୀଙ୍କଠୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ସମ୍ପର୍କରେ ସବୁ ଜିଲ୍ଲାର ମୁଖ୍ୟ…

ନୟାଗଡ଼ରେ ୧ ହଜାର ଡେଇଁଲା ପଜିଟିଭ…

ନୟାଗଡ଼: ରାଜ୍ୟରେ ଜୁଲାଇ ମାସ ପରି ଅଗଷ୍ଟ ମାସରେ ମଧ୍ୟ ଉପରମୁହାଁ ରହିଛି କରୋନା ଗ୍ରାଫ୍। ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏସବୁ ମଧ୍ୟର ରାଜ୍ୟର ଆଉ ଏକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ପାର କରିଛି। ଆଜି ନୟାଗଡ଼ ଜିଲ୍ଲାରୁ ପ୍ରଥମ ଥର ପାଇଁ ୧୦୬ ଜଣ କରୋନା…

ଝଗଡ଼ାରୁ ସାନଭାଇର ଆତ୍ମହତ୍ୟା ପରେ ବଡ଼…

ଧର୍ମଗଡ଼: ଭାଇ ଭାଇ ମଧ୍ୟରେ କଳି, ଝଗଡ଼ା ଆଜିର ସମୟରେ ଏକ ସାଧାରଣ କଥା। ଏପରିକି ଭାଇ ଭାଇ ମଧ୍ୟରେ ଝଗଡ଼ା କାରଣରୁ ହଣାକଟା ଖବର ଶୁଣିଥିବେ ନିଶ୍ଚୟ। ହେଲେ ୨ ଭାଇଙ୍କ ଝଗଡ଼ା କାରଣରୁ ଜଣେ ଆତ୍ମହତ୍ୟା କରିବା ପରେ ଆଉ ଜଣେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିବା କେବେ ହେଲେ ଶୁଣିନଥିବେ। ହେଲେ ଏପରି ଏକ…

ଅଯୋଧ୍ୟା ପରି ନେପାଳରେ ହେବ ଭବ୍ୟ ରାମ…

ଓଏଲ୍‌ ବ୍ୟୁରୋ: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିଲା ଭବ୍ୟ ରାମ ମନ୍ଦିର ଭୂମି ପୂଜନ ଉତ୍ସବ। ଏହାର ୫ଦିନ ନଜାଉଣୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ଦେଶରେ ପ୍ରଭୁ ରାମଙ୍କର ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ମନ୍ଦିର କରିବା ପାଇଁ କହିଛନ୍ତି। ଏହାପୂର୍ବରୁ ଶ୍ରୀ ଓଲି କହିଥିଲେ…

ଅମିତ ଶାହ ସୁସ୍ଥ, କରୋନା ରିପୋର୍ଟ…

ନୂଆଦିଲ୍ଲୀ: କରୋନାକୁ ହରାଇଲେ ଗୃହମନ୍ତ୍ରୀ ଅମିତ ଶାହ। କରୋନାରୁ ସୁସ୍ଥ ହେଲେ ଅମିତ ଶାହ। ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନ ଦେଲେ ଦିଲ୍ଲୀ ବିଜେପି ନେତା ମନୋଜ ତିଓ୍ବାରୀ। ମନୋଜ ତିଓ୍ବାରୀ ଟୁଇଟ କରି ଲେଖିଛନ୍ତି ଯେ, ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ…