Odisha Link
Bridging the Missing Links in Odisha

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ କରୋନା

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀଙ୍କୁ କରୋନା। କରୋନା ପଜିଟିଭ ହୋଇଥିବା ନେଇ ନିଜେ ସମୀର ଦାଶ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କହିଛନ୍ତି ଯେ, ଆମେ ସୁସ୍ଥ ଅଛୁ, ଆମ ସଂସ୍ପର୍ଶରେ ୭ ଦିନ ଭିତରେ ଆସିଥିବା ବ୍ୟକ୍ତି ନିଜର ଟେଷ୍ଟ୍ କରାଇ ନିଅନ୍ତୁ।

Comments are closed.