Odisha Link
Bridging the Missing Links in Odisha
Daily Archives

September 14, 2020

ସେପ୍ଟମ୍ବର ୨୯ରୁ ବିଧାନସଭା ଅଧିବେଶନ…

ଭୁବନେଶ୍ବର: ସେପ୍ଟମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ। ଏଥର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ତେବେ ଅକ୍ଟୋବର ୪ ରବିବାର ଛୁଟି ଦିବସ ପଡୁଥିଲେ ମଧ୍ୟ ବିଧାନସଭା ଅଧିବେଶନ ବସିବ। କିନ୍ତୁ ଅକ୍ଟୋବର ୨ରେ ଗାନ୍ଧି…

ବାଲିପଡ଼ା ଅଞ୍ଚଳରୁ ବାଘ ଚମଡ଼ା ଜବତ, ଜଣେ…

ବ୍ରହ୍ମପୁର: ବ୍ରହ୍ମପୁର ବନାଞ୍ଚଳ ବାଲିପଡ଼ା ଅଞ୍ଚଳରୁ ବାଘ ଚମଡ଼ା ଜବତ କରାଯାଇଛି। ଗୋଟିଏ ମୋଟର ସାଇକେଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍‌ ନାଏକ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ବ୍ରହ୍ମପୁର ଅଞ୍ଚଳରେ ବାଘ ଚମଡ଼ା କାରବାର ଚାଲୁଥିବାର ଖବର ପାଇଥିଲା ବନବିଭାଗ। ଖବର…

ରାଜଧାନୀରୁ ଆଉ ୩୫୧ କରୋନା ପଜିଟିଭ୍…

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩୫୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫୯୧ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୧୩ ଜଣ ରହିଥିବା ବେଳେ ୨୩୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୪୭୧ ଜଣ ଆରୋଗ୍ୟ ଲାଭ…

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ…

ଭୁବନେଶ୍ବର: ଲୋକାୟୁକ୍ତଙ୍କ ନିକଟରେ ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା ହାଜର ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ସେ ହାଜର ହୋଇଛନ୍ତି। ଆଇଏଏସ ହେମନ୍ତ ଶର୍ମା ତତ୍କାଳୀନ କ୍ରୟ କିମିଟିର ଅଧ୍ୟକ୍ଷ ରହିଥିଲେ। ତାଙ୍କ ସହ ରାଜ୍ୟ ଔଷଧ ନିଗମ…

ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ…

ନୂଆଦିଲ୍ଲୀ: ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟରେ ନିର୍ବାଚିତ ହେଲେ ହରିବଂଶ ନାରାୟଣ। ଜେଡିୟୁ ସାଂସଦ ହରିବଂଶ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ମନୋଜ ଝା। ନିର୍ବାଚନରେ ହରିବଂଶଙ୍କୁ ୧୨୫ଟି ଭୋଟି…

ବାଘ ଓ ହାତୀ ପ୍ରକଳ୍ପରେ ଓଡ଼ିଶାକୁ ମିଳିଛି…

ଭୁବନେଶ୍ୱର: ବାଘ ଏବଂ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମ କରୁଛନ୍ତି। ଓଡ଼ିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ଓଡ଼ିଶାକୁ ୨୦୧୯-୨୧ ବର୍ଷ ମଧ୍ୟରେ ଭାରତ ସରକାର ବାଘ ଓ ହାତୀ ପ୍ରକଳ୍ପରେ ୩୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା…

ସପ୍ଲିମେଣ୍ଟାରୀ ପରୀକ୍ଷା ଦେଲେ ୬୦…

ନୟାଗଡ଼: ଶିକ୍ଷାର ଆଗ୍ରହ ପାଖରେ ହାର ମାନିଛି ବୟସ। ବୟସର ଶିକୁଳୀ ଛିଣ୍ଡାଇ ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଛନ୍ତି ନୟାଗଡ଼ ଜିଲ୍ଲା ମୁକ୍ତ ବିଦ୍ୟାଳୟର ୬୦ ବର୍ଷୀୟ ଛାତ୍ର ବିକ୍ରମ ପରିଡ଼ା। ସାରା ରାଜ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ନୟାଗଡ଼ ସହର ନିକଟସ୍ଥ…

ୟୋସିହିଦେ ସୁଗା ହେବେ ଜାପାନର…

ଟୋକିଓ: ଜାପାନ କ୍ୟାବିନେଟ୍ ସଚିବ ୟୋସିହିଦେ ସୁଗା ହେବେ ଜାପାନର ନୂଆ ପ୍ରଧାନମନ୍ତ୍ରୀ। ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ସୋମବାର ସୁଗାଙ୍କୁ ନେତା ନିର୍ବାଚିତ କରିଛି। ଏଥିପାଇଁ ଲିବରାଲ ଡେମୋକ୍ରାଟିକ ପାର୍ଟି ଓ କ୍ଷେତ୍ରିୟ ପ୍ରତିନିଧିଙ୍କ ନିର୍ବାଚନରେ ସୁଗା ବହୁମତରେ ବିଜୟୀ…

୧୭ ଲୋକସଭା ସାଂସଦଙ୍କୁ କରୋନା

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୧୭ ଜଣ ଲୋକସଭା ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ୧୭ଜଣ ସାଂସଦଙ୍କ ମଧ୍ୟରେ ଅଛନ୍ତି ମୀନାକ୍ଷି ଲେଖି, ଅନନ୍ତ କୁମାର ହେଗ୍‌ଡ଼େ ଏବଂ ପର୍‌ୱେଶ୍ ସାହିବ ସିଂହ, ସୁଖବୀର…

ଦୁଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍

ରାଇରଙ୍ଗପୁର: ଟ୍ରିପଲ ମର୍ଡର ମାମଲାରେ ଦୁଇ ଦୋଷୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ମିଳିଛି। ୨୦୧୭ ମସିହାରେ ଡାହାଣି ସନ୍ଦେହରେ ମାଆ ଓ ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରାଯାଇଥିଲା ବାଦାମପାହାଡ଼ ଥାନା ଶିପାବନ୍ଧ ଗାଁରେ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଘଟଣାରେ ଦୁଇ ପଡୋଶୀଙ୍କୁ ଆଜୀବନ କାରାଦଣ୍ଡାଦେଶ କଲେ…