Odisha Link
Bridging the Missing Links in Odisha
Daily Archives

September 14, 2020

ବର୍ଷା ଆଶଙ୍କା: ୪ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର: ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ଏକ ‘ୱେଲ ମାର୍କଡ୍‌ ଲୋ ପ୍ରେସର ଏରିଆ’ରେ ପରିଣତ ହୋଇଛି। ଏହା କ୍ରମଶଃ ଏକ ଘୂର୍ଣ୍ଣିବଳୟରେ ରୂପାନ୍ତରିତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି।…

ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ

କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଏନେଇ ଶିଶୁ ସାହିତ୍ୟିକ ନଦୀୟା ବିହାରୀଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଲୋକପ୍ରିୟ ଅକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାରର ବଡ଼ଭାଇ ନଦୀୟା । ସେ…

ସାରା’ଙ୍କ ଠାରୁ ଡ୍ରଗ୍ସ ନେଉଥିଲେ ରିୟା

ମୁମ୍ବାଇ : ରିୟା ଚକ୍ରବର୍ତ୍ତୀ ଓ ଡ୍ରଗ୍ସ ମାମଲାରେ ବଡ ଏକ ବଡ ଗୁମର ସାମ୍ନାକୁ ଆସିଛି। ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏନସିବି ରିୟାଙ୍କୁ ଗିରଫ କରିଥିବା ବେଳେ ରିୟା ଅନେକଥର ସାରା ଅଲି ଖାନଙ୍କ ଠାରୁ ଡ୍ରଗ୍ସ ନେଇଥିବା ଜଣାପଡିଛି। ସାରା ମଧ୍ୟ…

ବାଇକରେ କୁମ୍ଭୀର ନେବା ଘଟଣାରେ ନିଲମ୍ବିତ…

ବ୍ରହ୍ମପୁର: ବାଇକରେ କୁମ୍ଭୀର ବାନ୍ଧିକି ନେବା ଘଟଣାରେ ଜଣେ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି। ଦିଗପହଣ୍ଡି ବନ ବିଭାଗ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଘଟଣାରେ ସମ୍ପୃକ୍ତ ଅନ୍ୟ କର୍ମଚାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶ ଦିଆଯାଇଥିବା…

ଆଲେକ୍ସାରେ ଶୁଭିବ ବିଗ୍‌-ବି ଅମିତାଭଙ୍କ…

ନୂଆଦିଲ୍ଲୀ: ଆଲେକ୍ସାରେ ଶୁଭିବ ବିଗ୍‌-ବିଙ୍କ ସ୍ବର। ବଲିଉଡର ଅଭିନେତା ଅମିତାଭ ବଚ୍ଚନ ଏବେ ଆମାଜନ ସହ ସହଭାଗିତା କରିଛନ୍ତି। ଫଳରେ ଆଲେକ୍ସା ଭାରତରେ ପ୍ରଥମ ଥର ପାଇଁ ଜଣେ ସେଲିବ୍ରିଟିଙ୍କ ଭଏସରେ ଉପଲବ୍ଧ ହେବ। ଆମାଜନ ଇଣ୍ଡିଆ ଅନୁଯାୟୀ, ଭାରତରେ ଗ୍ରାହକମାନେ ଆଲେକ୍ସାରେ ବିଗ୍‌-ବି ଅମିତାଭ ବଚ୍ଚନଙ୍କ…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ…

ନବରଙ୍ଗପୁର: ରାଇଘର ବ୍ଲକ୍ ମୋହଣ୍ଡ ପଞ୍ଚାୟତ ଅନ୍ତର୍ଗତ ଦୁଗୁଲିପାରା ଗାଁରେ ଝୁଲନ୍ତା ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ପ୍ରେମୀ ଯୁଗଳ ବୋଲି କୁହାଯାଉଛି। ଗାଁ ଠାରୁ କିଛି ଦୂର ରେ ଥିବା ପାହାଡ଼ ନିକଟରେ ଏକ ଚାଖୁଣ୍ଡା ଗଛରେ ଗୋଟିଏ ଓଢ଼ଣିରେ ସେମାନଙ୍କ ମୃତଦେହ ଝୁଲି…

ଲୋକସଭାରେ ଡ୍ରଗ୍ସ ଲିଙ୍କ୍ ମାମଲାର…

ନୂଆଦିଲ୍ଲୀ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସମ୍ନାକୁ ଆସିଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ନେଇ‌ ଗୁମର ଖୋଲିଛି। ଡ୍ରଗ୍ସ କାରବାରକୁ ନେଇ ଆଜି ସଂସଦରେ ଆଲୋଚନା ହୋଇଛି। ଭୋଜପୁରୀ ସୁପରଷ୍ଟାର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଲୋକସଭାରେ ଡ୍ରଗ୍ସ ଚାଲାଣ ମାମଲାକୁ…

୨୨କୁ ଘୁଞ୍ଚିଲା ଘରୋଇ ସ୍କୁଲ ଫି ମାମଲା

କଟକ: ହାଇକୋର୍ଟରେ ଆଜି ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାର ଶୁଣାଣି ଧାର୍ଯ୍ୟ କରାଯାଇଥିଲା। ତେବେ ହାଇକୋର୍ଟରେ ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ଏନେଇ ଆପୋସ ଆଲୋଚନା କରି ଫି’ ନିର୍ଦ୍ଧାରଣ କରିବାକୁ କହିଥିଲେ ହାଇକୋର୍ଟ।…

ବିଶ୍ୱ ତୁଳନାରେ ଭାରତରେ କରୋନା ସ୍ଥିତି…

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଯାଇଛି ସଂସଦର ମୌସୁମୀ ଅଧିବେଶନ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ତର ହର୍ଷବର୍ଦ୍ଧନ ଭାରତର କରୋନା ସ୍ଥିତି ନେଇ ନିଜର ବକ୍ତବ୍ୟ ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱ ଏବେ ଏହି ମହାମାରୀ ସହ ଲଢେ଼ଇ କରୁଥିବାବେଳେ…

ଢେଙ୍କାନାଳ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ପୁଣି ଜଣେ ରାଜନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ଢେଙ୍କାନାଳ ବିଧାୟକ ସୁଧୀର ସାମଲ। ସେ କରୋନା ପଜିଟିଭ ଥିବା ନେଇ ଖୋଦ ସୁଧୀର ସାମଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ…