Odisha Link
Bridging the Missing Links in Odisha
Daily Archives

September 15, 2020

ଭଲ ଖବର: ରାଜ୍ୟରେ ୧ ଲକ୍ଷ ୨୫ ହଜାର…

ଭୁବନେଶ୍ବର: ରାଜ୍ୟରେ ଥମୁନି କରୋନା ସଂକ୍ରମଣ। ଦୈନିକ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଲୋକେ। ଅପରପକ୍ଷେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୧୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ…

ଭାରତରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ୬%…

ଭୁବନେଶ୍ବର: ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ ମହାପାତ୍ର। ଏହି…

ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର…

ନୂଆଦିଲ୍ଲୀ : ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କୁ ରାଜ୍ୟ ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟ ସରକାର ଏଥିରେ ବ୍ୟାପକ ପରିବର୍ତନ ଆଣିବା ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରାୟାଲ ନିଶଙ୍କଙ୍କ ପାଖକୁ ଚିଠି ଲେଖି ଏ ସମ୍ବନ୍ଧରେ ତାଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ…

ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ହରିହର…

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଗଡ଼ଜାତ ଓ ଜମିଦାରୀ ଗଡ଼ରେ ଥିବା ରାଜପ୍ରାସାଦର ଇତିହାସ ଓ ବର୍ତ୍ତମାନର କାହାଣୀ ସମ୍ବଳିତ 'ରଜାଘର କଥା' ପୁସ୍ତକ ଆଜି ଅପରାହ୍ଣରେ ଉନ୍ମୋଚିତ ହୋଇଯାଇଛି। ହରିହର ପଣ୍ଡାଙ୍କ ଲିଖିତ ଏ ପୁସ୍ତକକୁ ପ୍ରକାଶ କରିଛନ୍ତି ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ।…

ପୁରୀ ସହରରେ ଚାଲିଛି ସେକ୍ସ ରାକେଟ

ପୁରୀ : କରୋନାର କବଳରେ ଫସି ରହିଛି ରାଜ୍ୟ । ଏଥି ମଧ୍ୟରେ ଧର୍ମର କ୍ଷେତ୍ର ପୁରୀ ସହରରେ ଚାଲିଥିଲା ସେକ୍ସ ରାକେଟ୍ । ଏ ବିଷୟରେ ପୁଲିସ ସୂଚନା ପାଇବା ପରେ ଉକ୍ତ ଆପାର୍ଟମେଣ୍ଚରେ ଚଢାଉ କରିଥିଲା ।  ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ଗିରଫ କରିଛି ।  ସେକ୍ସ ଭିଡ଼ିଓ ରେକଡ଼ିଂ…

ଓଡ଼ିଶାରେ କରୋନା ପଜିଟିଭ୍‌ ହାର ଜାତୀୟ…

ନୂଆଦିଲ୍ଲୀ: ଓଡ଼ିଶାରେ କରୋନା ପଜିଟିଭ୍‌ ହାର ଜାତୀୟ ହାରଠୁ କମ୍। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାକେଶ ଭୂଷଣ। ସୂଚନା ମୁତାବକ, ଦେଶରେ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ସଂଖ୍ୟା ୫ ହଜାରରୁ କମ୍‌ ରହିଛି। ୧୮ ଟି ରାଜ୍ୟରେ ସକ୍ରିୟ ସଂଖ୍ୟା ୫ରୁ ୫୦ ହଜାର ମଧ୍ୟରେ ରହିଛି। କେବଳ…

ଆଜି ପବିତ୍ର ବିଶ୍ବକର୍ମା ପୂଜା

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ  ଜନ୍ମ ଗ୍ରହଣ କରିଛନ୍ତି।ବିଶ୍ୱକର୍ମା ସକଳ ଶିଳ୍ପକଳାରଙ୍କ ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଏହାଙ୍କଦ୍ୱାରା ଦେବତାମାନଙ୍କର ସମସ୍ତ ଶସ୍ତ୍ର…

ଖୁବ୍‌ ଶୀଘ୍ର ହେବ ସେରମ ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ହେବ ସେରମ ଟିକା ପରୀକ୍ଷଣ।। କରୋନା ଟିକା ଅଗ୍ରଗତ ନେଇ ଆସିଏମ୍‌ଆର୍‌ ଡିଜି ବଳରାମ ଭାର୍ଗବ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତରେ ବର୍ତ୍ତମାନ ୩ ପ୍ରକାରର ପ୍ରକାରର ପରୀକ୍ଷା ନିରୀକ୍ଷା ଚାଲୁ ରହିଛି। କାଡିଲାକ୍‌ ଟିକାର ପ୍ରଥମ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ…

ଡ୍ରଗ୍ସ ଲିଙ୍କ୍‌ ମାମଲା:‌…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଏନସିବି ତଦନ୍ତ କରୁଛି। ଡ୍ରଗ୍ସ ଲିଙ୍କ୍‌ରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିବା ବେଳେ ଅନେକ ସେଲିବ୍ରିଟିଙ୍କ ନାଁ ନେଇଥିବା ଜଣାପଡିଛି। ଏହି ତାଲିକାରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍, ରକୁଲ ପ୍ରୀତ ସିଂହ, ସିମୋନ…

୩ ବାଇକ୍‌ ମୁହାଁମୁହିଁ , ଚାଲିଗଲା ଦୁଇ…

ମାଲକାନଗିରି: ୩ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ପରେ ଦୁଇ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ୪ ଗୁରୁତର ହୋଇଛନ୍ତି। ମାର୍କାପାଲି ଛକରେ ୩ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ମୃତହତମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଗୁରୁତର ୪ ଯୁବକ ମାଲକାନଗିରି ଜିଲ୍ଲା ମେଡିକାଲରେ ଭର୍ତ୍ତି…