Odisha Link
Bridging the Missing Links in Odisha
Daily Archives

September 15, 2020

ନାବାଳିକାକୁ ମାରିଦେଲା ସାବତ ମାଆ !

ଉଦଳା : ୧୧ ବର୍ଷର ନାବାଳିକାକୁ ସାବତ ମାଆର ହତ୍ୟା ଅଭିଯୋଗ ଆସିଛି। ଖୁଣ୍ଟା ଥାନା ବାରହାଗଡ଼ିଆ ଗାଁରେ ହତ୍ୟାକାଣ୍ଡ ଘଟିଛି। ଏନେଇ ଏହାର କାରଣ ଅସ୍ପଷ୍ଟ ରହିଛି। ଝିଅର ତଣ୍ଟିଚିପି ଟାଙ୍ଗି ଦେଇଥିବା ଅଭିଯୋଗ ପରେ ସାବତ ମାଆ ଗରିଫ ହୋଇଛି।

ଏହି ଦେଶରେ ପୁଣି ୨୧ ଦିନିଆ ଲକ୍‌ଡାଉନ…

ଇସ୍ରାଏଲ୍‌: ବିଶ୍ୱର ବିଭିନ୍ନ ଦେଶରେ କରୋନା କାୟା ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶରେ ପୁଣି ଥରେ ଲକ୍‌ଡାଉନ ଘୋଷଣା କରାଯାଉଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଇସ୍ରାଏଲରେ ଏବେ ପୁଣି ୨୧ ଦିନିଆ ଲକ୍‌ଡାଉନ ଘୋଷଣା ଘୋଷଣା କରାଯାଇଛି। ଇସ୍ରାଏଲ୍‌…

ସତ୍ୟଜିତ୍ ସେନାପତିଙ୍କ ବିୟୋଗରେ ରାଜ୍ୟ…

ଭୁବନେଶ୍ୱର: ପୂର୍ବତନ ବାଲୁଗାଁ ନଗରପାଳ ତଥା ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସତ୍ୟଜିତ୍‌ ସେନାପତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର…

ପ୍ରଦୀପ ପୁରୋହିତଙ୍କ ପିତୃ ବିୟୋଗରେ…

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗତର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ…

ସୀମାରେ ସବୁ ସ୍ଥିତିର ମୁକାବିଲା ପାଇଁ…

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଲଦାଖରେ ଭାରତ-ଚୀନ ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବୟାନ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଆମେ ସୀମାରେ ଶାନ୍ତି ଚାହୁଁ। ଏପର୍ଯ୍ୟନ୍ତ ଚୀନ ଭାରତ ସୀମାରେ ବିବାଦ ସମାଧାନ ହୋଇ ନାହିଁ। ଲାଦାଖରେ ଆମ ସେନାଙ୍କ ମନୋବଳ…

ବିଧାନସଭା ମୌସୁମୀ ଅଧିବେଶନ ନେଇ…

ଭୁବେନଶ୍ବର: ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ। ଅକ୍ଟୋବର ୭ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ଚାଲିବ। ଏଥିରେ ୮ଟି କାର୍ଯ୍ୟ ଦିବସ ରହିବ। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଥିବାରୁ…

ଗଣମାଧ୍ୟମକୁ ଅପିଲ କଲେ ଡିସିପି

ଭୁବନେଶ୍ବର: ଭୁବନେଶ୍ବର ନାବଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଏବେ ନୂଆ ମୋଡ଼ ନେଇଛି। ଗଣମାଧ୍ୟମରେ ଅଡିଓ ବାର୍ତ୍ତାଳାପ ପ୍ରସାରଣ ନେଇ ଡିସିପିଙ୍କ ଅପିଲ। ଏନେଇ ଗଣମାଧ୍ୟମକୁ ଅପିଲ କଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ। ସମ୍ବେଦନଶୀଳ ପ୍ରସଙ୍ଗ ଏସବୁ ବାହାରେ ବୁଲିବା ଠିକ ନୁହେଁ। ସମ୍ବେଦନଶୀଳ…

ନଭେମ୍ବର ସୁଦ୍ଧା ଉପଲବ୍ଧ ହେବ ଚୀନର…

ଚୀନ: ଚୀନ ଏବେ କରୋନା ଟିକା ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଚୀନରେ ବିକଶିତ କରୋନା ଟିକା ଆସନ୍ତା ନଭେମ୍ବରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରେ। କରୋନା ଟିକା ସର୍ବସାଧାରଣଙ୍କ ସେବନ ପାଇଁ ଉପଲବ୍ଧ ହେବ ବୋଲି ଚୀନ ସରକାର ଦାବି କରିଛନ୍ତି। ଚୀନର ରୋଗ ନିୟନ୍ତ୍ରଣ ଓ…

ନିଟ୍ ବିରୋଧରେ ଅଭିନେତା ସୂର୍ଯ୍ୟା

ଚେନ୍ନାଇ : ତାମିଲ ସିନେମା ସିଂଘମର ଅଭିନେତା ସୂର୍ଯ୍ୟା ନିଟ୍ ବିରୋଦ୍ଧରେ ସ୍ବର ଉଠାଇଛନ୍ତି । ସେ କହିଛନ୍ତି , ଅଦାଲତର ସବୁ କାମ ଅନଲାଇନ ମାଧ୍ୟମରେ ହେଉଛି କିନ୍ତୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ କୁହାଗଲା। ତାଙ୍କର ଏଭଳି ବୟାନକୁ ଅନେକ ଆଇନ ଜୀବି ବିରୋଦ୍ଧ କରିଛନ୍ତି । ଜଣେ ନ୍ୟାୟଧୀଶ…

ଓଲିଉଡ୍‌ ଅଭିନେତା ଶ୍ରୀତମଙ୍କୁ କରୋନା

ଭୁବନେଶ୍ବର: ଓଲିଉଡ୍‌ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀତମ ଟ୍ୱିଟ୍‌ କରି କହିଛନ୍ତି ଯେ, ଯେ ସେ କୌଣସି ସୁଟ୍ କିମ୍ବା ସାମାଜିକ ସମାବେଶ ପାଇଁ ଯିବେ ନାହିଁ। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ…