Odisha Link
Bridging the Missing Links in Odisha

ନାବାଳିକାକୁ ମାରିଦେଲା ସାବତ ମାଆ !

ଉଦଳା : ୧୧ ବର୍ଷର ନାବାଳିକାକୁ ସାବତ ମାଆର ହତ୍ୟା ଅଭିଯୋଗ ଆସିଛି। ଖୁଣ୍ଟା ଥାନା ବାରହାଗଡ଼ିଆ ଗାଁରେ ହତ୍ୟାକାଣ୍ଡ ଘଟିଛି। ଏନେଇ ଏହାର କାରଣ ଅସ୍ପଷ୍ଟ ରହିଛି। ଝିଅର ତଣ୍ଟିଚିପି ଟାଙ୍ଗି ଦେଇଥିବା ଅଭିଯୋଗ ପରେ ସାବତ ମାଆ ଗରିଫ ହୋଇଛି।

Comments are closed.