Odisha Link
Bridging the Missing Links in Odisha
Browsing Tag

arrested

ଗିରଫ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାପା

ରାୟପୁର: ଗିରଫ ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ। ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ବିବାଦୀୟ ବୟାନ ଦେଇ ଗିରଫ ହେଲେ ନନ୍ଦ କୁମାର ବଘେଲ। ବ୍ରାହ୍ମଣ ବିରୋଧୀ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଛି। ଗିରଫଦାରୀ ପରେ ନନ୍ଦ କୁମାରଙ୍କୁ…

କୁବେର ପିଏସ୍‌ ବିରଞ୍ଚି ସାହୁ ଗିରଫ,…

ଭୁବନେଶ୍ବର: ଗିରଫ ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍‌ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁ। ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କୁବେର ପିଏସ୍‌ଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏପର୍ଯ୍ୟନ୍ତ ତାଙ୍କ ନିକଟରୁ ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରାଯାଇଥିବା…

ଦୁଷ୍କର୍ମ ଅଭିଯୋଗରେ ପର୍ଲ ଭି ପୁରୀଙ୍କୁ…

ମୁମ୍ବାଇ: ନାଗିନ୍ ୩ ର ଅଭିନେତା ପର୍ଲ ଭି ପୁରୀ ଗିରଫ। ବଳାତ୍କାର ଅଭିଯୋଗରେ ପର୍ଲ ଭିଙ୍କୁ ପୁଲିସ ଗିରଫ କରିଛି। ଜଣେ ମହିଳା ଅଭିନେତାଙ୍କ ଉପରେ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ମହିଳା ଏବଂ ତାଙ୍କ ପରିବାର ଅଭିଯୋଗ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଅଭିନେତାଙ୍କୁ ପୁଲିସ ଗିରଫ କରିଛି।…

ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିବା ବ୍ୟକ୍ତି ଗିରଫ। ଗତ ରାତିରେ ସଲମାନ ନାମକ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍ କରି ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଆଜି ଅଭିଯୁକ୍ତ ସଲମାନକୁ ଦିଲ୍ଲୀର ଖଜୁରୀ ଖାସ ଥାନାର ପୋଲିସ ଗିରଫ କରିଛନ୍ତି। ସୂଚନା…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨…

ମାଲକାନଗିରି: ସାରା ରାଜ୍ୟରେ ଲାଗିଛି କରୋନା କଟକଣା। ହେଲେ କଟକଣାକୁ ଫୁ କରି ସକ୍ରିୟ ରହୁଛନ୍ତି ଗଞ୍ଜେଇ ମାଫିଆ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ଗାଁରୁ ବିହାର ଚାଲାଣେ ବେଳେ ପୁଲିସ ହାତରେ ଲାଗିଛି ବିପୁଳ ଗଞ୍ଜେଇ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଖବର…

ହାଇଦର ସହଯୋଗୀ ୟାକୁବ ଖାଁ ଗିରଫ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବକୁ ଗିରଫ କରିଛି ପୁଲିସ।ଗତକାଲି ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ୟାକୁବ ଆତ୍ମସମର୍ପଣ କରିଥିଲା। ଆଜି ୟାକୁବ ଖାଁକୁ ଗିରଫ କରିଛି ମଙ୍ଗଳାବାଗ ପୁଲିସ। ହାଇଦାର ମାମଲାର ତଦନ୍ତ ନେଇ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିବା ବେଳେ ଟିମ୍ ସମ୍ପୃକ୍ତ ମାମଲାରେ…

ହାଇଟେକ୍‌ ଲୁଟେରା ଗିରଫ

ଭୁବନେଶ୍ୱର: ମୋଷ୍ଟ ଓ୍ୱାଣ୍ଟେଡ୍ ଠକ ବିଶାଲ ରାଜକୁମାର ନିଲେଞ୍ଜ ଗିରଫ। ବିଶାଲଙ୍କ ନାମରେ ରହିଛି ଅନେକ ସଂଘାତିକ ମାମଲା। ସେ ଲୋକଙ୍କ ଠାରୁ ଆୟକର ବିଭାଗର ଅଫିସର କହି ଜୁଏଲାରୀ କିଣି ଠକୁଥିଲେ। ପୋଲିସ୍‌ ତାଙ୍କୁ ଖୋଜୁଥିବା ବେଳେ ସେ ଅଧିକାଂଶ ସମୟରେ ସ୍ଥାନ ପରିବର୍ତ୍ତନ କରୁଥିଲେ। ତେବେ ସେ…

SCBରୁ ୬ ଦଲାଲ ଗିରଫ

କଟକ: କଟକ ବଡ଼ ମେଡିକାଲରୁ ୬ ଦଲାଲ ଗିରଫ। ଏସସିବି ପରିସରକୁ ଦଲାଲ ମୁକ୍ତ କରିବାକୁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।ଗିରଫ ଅଭିଯୁକ୍ତଙ୍କ ଭିତରେ ଏସସିବିର ୨ ଜଣ କର୍ମଚାରୀ ରହିଛନ୍ତି। ଏହାସହ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଏହି ଦଲାଲମାନେ ଏସସିବି ମେଡିକାଲକୁ ଆସୁଥିବା…

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବାପ-ପୁଅ…

ବୌଦ୍ଧ: ରାଜ୍ୟରେ କିଛି ଦିନ ହେଲା ପ୍ରାୟତଃ ସବୁ ଜଙ୍ଗଲରେ ନିଆଁ ଜଳୁଛି। କିଛି ଦୁବୃର୍ତ୍ତ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଗତକାଲି ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ ଦିଆସିଲି ଓ ୨ ଟି ଟାଙ୍ଗିଆ…

ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ…

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଆଜି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ଏହି ସାମଗ୍ରୀ ରଖି ବିକ୍ରି କରୁଥିବା ଖବର ପାଇ ପୋଲିସ ଆଜି ସକାଳେ ସେଠାରେ ଚଢାଉ କରିଥିଲା। ଚଢ଼ାଉରେ ୨୦ ବସ୍ତା ନାଇଟ୍ରୋଜେନ…