Odisha Link
Bridging the Missing Links in Odisha
Browsing Tag

arrested

ଯୁବକଙ୍କୁ ହତ୍ୟା ଘଟଣା, ୧୩ ବର୍ଷ ପରେ…

ଭୁବନେଶ୍ୱର: କମିଶନରେଟ୍‌ ପୋଲିସକୁ ଆଉ ଏକ ସଫଳତା। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟାକାଣ୍ଡ ମାମଲା। ୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ। ଅପରାହ୍ନରେ ପ୍ରେସମିଟରେ ହତ୍ୟାକାଣ୍ଡ ବାବଦରେ ଖୁଲାସା କରିବ ପୋଲିସ। ସୂଚନାଯୋଗ୍ୟ ଯେ, ୨୦୦୮ରେ ମଞ୍ଚେଶ୍ୱର ଅଞ୍ଚଳରେ…

ଜମ୍ମୁ-କଶ୍ମୀରରେ ୭ ଆତଙ୍କବାଦୀ ସହଯୋଗୀ…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ୭ ଆତଙ୍କବାଦୀ ସହଯୋଗୀ ଗିରଫ। ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାର ଏକାଧିକ ଅଞ୍ଚଳରୁ ୭ଜଣ ସହଯୋଗୀ ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି। ଜମ୍ମୁ ଓ କଶ୍ମୀର ପୁଲିସ ଏନେଇ ସୂଚନା ଦେଇଛି। ୭ଜଣ ଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ୍‌ ମୁଜାହିଦୀନ’ର ସହଯୋଗୀ ବା ‘ଓଭର୍‌…

ପୋଷ୍ଟର ମାରିବା ଘଟଣା: ଗିରଫ ହେଲେ…

ଭୁବନେଶ୍ବର: ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ବିବାଦକୁ ନେଇ ଶେଷରେ ଗିରଫ ହୋଇଛନ୍ତି ତାଙ୍କ ବ୍ୟକ୍ତିଗତ ପିଏ। ବିଭିନ୍ନ ଆଳ ଦେଖାଇ ଗିରଫଦାରିକୁ ଏଡ଼ାଇ ଚାଲିଥିଲେ ଭୁବନେଶ୍ୱର ସାଂସଦଙ୍କ ପିଏ ଧନେଶ୍ୱର ବାରିକ। ହେଲେ ଆଜି ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ଥାନା…

ଦିଲ୍ଲୀ ହିଂସାକାଣ୍ଡ: ଆଉ ଜଣେ ଅଭିଯୁକ୍ତ…

ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ଓ ଲାଲ କିଲ୍ଲାରେ ଧାର୍ମିକ ଧ୍ୱଜା ଉଡ଼ାଇବା ମାମଲାରେ ଆଉ ଜଣେ ଗିରଫ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଇକବାଲ୍‌ ସିଂହ। ମଙ୍ଗଳବାର ରାତିରେ ପଞ୍ଜାବର ହୋଶିୟାରପୁରରୁ ଦିଲ୍ଲୀ ପୁଲିସ୍ ତାଙ୍କୁ ଗିରଫ…

ଦିଲ୍ଲୀ ହିଂସା ଘଟଣା: ଅଭିନେତା ଦୀପ…

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାର ଅଭିଯୁକ୍ତ ଅଭିନେତା ଦୀପ ସିଦ୍ଧୁଙ୍କୁ ଗିରଫ। ଦୀପ ସିଦ୍ଧୁଙ୍କୁ ଗିରଫ କରିଛି ପୋଲିସ। ଏନେଇ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପକ୍ଷରୁ ସୂଚନା ମିଳିଛି। ପ୍ରାୟ ୧୫ ଦିନ ଫେରାର ପରେ ଧରାପଡିଛନ୍ତି ଦୀପ ସିଦ୍ଧୁ। ଦୀପ ସିଦ୍ଧୁଙ୍କ ନାଁରେ ପୋଲିସ ଏକ…

ବନ୍ଧା ହେଲେ ନକଲି ମୃଦୁ ପାନୀୟ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରୁ ନକଲି ମୃଦୁ ପାନୀୟ ଜବତ ଘଟଣା ଏବେ ନୂଆ ମୋଡ଼ ନେଇଛି। ଫ୍ୟାକ୍ଟ୍ରି ମାଲିକ ଶ୍ରପତ୍ତି ରଞ୍ଜନ ବେହେରାଙ୍କୁ ଗିରଫ କରିଛି ପୋଲିସ। କାଲି ଚଢ଼ାଉ କରି ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ସିଲ୍‌ କରିଥିଲା ପୋଲିସ। ପ୍ରକାଶ ଯେ, ଭୁବନେଶ୍ୱରର ମଞ୍ଚେଶ୍ୱର…

କଲରାପତରିଆ ବାଘ ମୃତ୍ୟୁ ଘଟଣା, ୬ ଗିରଫ

ବ୍ରହ୍ମପୁର: ଗଞ୍ଜାମ ବୁଗୁଡ଼ା ରେଞ୍ଜ ବଡ଼ପଥରରେ ଶିକାରୀ ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ, ଗତ ୨୮ ତାରିଖ ଦିନ ବୁଗୁଡ଼ା ରେଞ୍ଜର ବଡ଼ପଥର ଠାରେ ଶିକାରୀ ଫାସରୁ ଉଦ୍ଧାର ପରେ ବାଘର ମୃତ୍ଯୁ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଞ୍ଜିତ…

ପୋଲ ଭୁଶୁଡ଼ିବା ଘଟଣା: ଗିରଫ ହେଲେ ସହକାରୀ…

ନବରଙ୍ଗପୁର: ଉମରକୋଟ ତାଲାପଦର ଗାଁ ନିକଟରେ ନିର୍ମାଣାଧିନ ପୋଲ ଭୁଶୁଡ଼ିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହରଣ କରାଯାଇଛି। ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ରଙ୍କୁ ଗିରଫ କଲା ପୋଲିସ । ଅସିତଙ୍କୁ ଆଜି ନବରଙ୍ଗପୁର ପୋଲିସ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର…

ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲା…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି। ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍ କରି ଫେରାର ହେଉଥିଲେ ୫ଜଣିଆ ଡ଼କାୟତ ଦଳ। ସୂଚନା ପାଇ ଲୋଇସିଂହ ପୋଲିସ ଡ଼କାୟତ…

ମାହାଙ୍ଗା ଡବଲ ମର୍ଡ଼ର ଘଟଣା: ଆଉ ଜଣେ…

ନିଶ୍ଚିନ୍ତକୋଇଲି: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଏନେଇ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମଞ୍ଚଳ ପୋଲିସ। ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପ୍ରକାଶ ଯେ, ପୂର୍ବରୁ ଗ୍ରାମାଞ୍ଚଳ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ସୋମବାର ବିଳମ୍ବିତ…