Odisha Link
Bridging the Missing Links in Odisha
Browsing Tag

arrested

ଗିରଫ ହେଲା ମୁମ୍ବାଇ ଆକ୍ରମଣର ମାଷ୍ଟର…

ନୂଆଦିଲ୍ଲୀ: ମାଷ୍ଟର ମାଇଣ୍ଡ ଗିରଫ। ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କବାଦୀ ସଂଗଠନର ପ୍ରମୁଖ ଜାକି ଓର ରେହମାନ ଲଖବୀକୁ ଗିରଫ୍ କରାଯାଇଛି । ତାକୁ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଆର୍ଥିକ ସହାୟତା ଦେବା…

୫୧୦ କୋଟି ଟଙ୍କାର ଜିଏସ୍‌ଟି ଠକ ଗିରଫ

କଟକ: ଖୋଲିଲା ଜିଏସଟି ଠକ ରାକେଟର ଗୁମର। କଟକରେ କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାଶ। ମିଳିଥିବା ସୂଚନା ମୁତାବକ, ୫୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ କାରବାର ଚାଲିଥିଲା। ୨୨ଟି ଜାଲ ସଂସ୍ଥା ନାଁରେ ଚାଲିଥିଲା ଠକେଇ। ଏହି ଠକେଇ କାରବାରର ମାଷ୍ଟରମାଇଣ୍ଡ୍ ସନ୍ଦୀପ ମହାନ୍ତିକୁ…

ଗିରଫ ହେଲେ କୋଟିପତି ନିର୍ବାହୀ ଯନ୍ତ୍ରୀ

ରାୟଗଡ଼ା: ପୁଣି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କୋଟିପତି ନିର୍ବାହୀ ଯନ୍ତ୍ରୀ। ରାୟଗଡା ଡିଭିଜନ-୨ର ଗୁଣୁପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ହୋଇଥିବା ଜଣାପଡିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଉଦ୍ଧବ ପାଢୀ ବନ୍ଧା ହୋଇଛନ୍ତି। ଗତକାଲି ତାଙ୍କ ଘର ଓ…

କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ

ବ୍ରହ୍ମପୁର: କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍। ଦୁଇ କୋଟି ୨୦ ଲକ୍ଷର ଆୟ ବହର୍ଭୂତ ସଂପତ୍ତି ଠାବ ଅଭିଯୋଗରେ ଆଜି ଦିଦିଙ୍କୁ ଗିରଫ କରାଯାଇଛି। କାଲି ବ୍ରହ୍ମପୁର ଓ ଭୁବନେଶ୍ବରରେ ରେଡ୍‌ କରିଥିଲା ଭିଜିଲାନ୍ସ। ଅଙ୍ଗନାବାଡ଼ି ଦିଦିଙ୍କ ଭୁବନେଶ୍ବରରେ ୨ଟି ଫ୍ଲାଟ୍‌ ଠାବ…

ଜିଏସ୍‌ଟି ଠକେଇ: ୩ ଗିରଫ

କଟକ: ଗତକାଲି ଚୌଦ୍ୱାରରୁ ୩ ଜଣଙ୍କୁ ଗିରଫ କରିଛି ଜି.ଏସ.ଟି ଏନଫରସମେଣ୍ଟ ସ୍କାର୍ଡ। ଗିରଫ ଅଭିଯୁକ୍ତ ମଧ୍ୟରେ ରହିଛନ୍ତି ସ୍ମୃତି ମହାନ୍ତି, ସୌମ୍ୟ ମହାନ୍ତିଓ ରାଜୀବ ମିଶ୍ର। ସେମାନେ ଟିକସ ବାବଦକୁ କୋଟି କୋଟି ଟଙ୍କାର ଠକେଇ କରୁଥିଲେ। ଗତ କାଲି ବିଳମ୍ବିତ ରାତିରେ ଏନଫରସମେଣ୍ଟ ସ୍କାର୍ଡ ସେମାନଙ୍କୁ…

କମିଶନରେଟ ପୋଲିସକୁ ବଡ଼ ସଫଳତା, ୧୨…

କଟକ: ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ ହେବା ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଏମାନଙ୍କ ସଂପର୍କରେ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ଥିବା ଜଣାପଡିଛି। ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ମୁଖ୍ୟତଃ ଅପରାଧ ଘଟାଇବା ପାଇଁ ଓ ଅପରାଧୀଙ୍କୁ ବିକ୍ରି ପାଇଁ ଅଣାଯାଇଛି । ଏତେ…

ଏଟିଏମ୍‌ ଭାଙ୍ଗି ୧୯ କଂଗ୍ରେସକର୍ମୀ ଗିରଫ

କଟକ: ବନ୍ଦ ପାଳନ ବେଳେ କଟକରେ ଏଟିଏମ୍‌ ଭଙ୍ଗାରୁଜା ଘଟଣାରେ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ବାଦାମବାଡ଼ି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା…

ଗିରଫ ହେଲେ ୭ ନକଲି ମାଓବାଦୀ

ଭୁବନେଶ୍ବର: ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ୭ ନକଲି ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୫ଟି ଦେଶୀ ବନ୍ଧୁକ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ଜବତ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାଲକୋଣ୍ଡା ପୁଲିସ ମାଓବାଦୀମାନଙ୍କୁ ଗିରଫ କରିଛି। ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି, ଗୋଟିଏ…

ଗିରଫ ହେଲେ ପାଠକ ବାପ-ପୁଅ

ଭୁବନେଶ୍ୱର: ଗିରଫ ହେଲେ ବାପା ପୁଅ। ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭିଜିଲାନ୍ସ। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଉଭୟ ବାପା, ପୁଅ ହାଜର…

ଗିରଫ ହେଲେ ଗଣିତ ଅଧ୍ୟାପକ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭଯୋଗରେ ବନ୍ଧାହେଲେ ଗଣିତ ଅଧ୍ୟାପକ। ସିଇଟି କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡ. ପ୍ରସନ୍ନ କୁମାର ମିଶ୍ରଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ କୁମାରଙ୍କ ଖଣ୍ଡଗିରି ବାସ ଭବନ ସମେତ ୪ ଟି ସ୍ଥାନରେ କାଲି ଚଢ଼ଉ କରିଥିଲା…