Odisha Link
Bridging the Missing Links in Odisha

ପୁରୀ ସହରରେ ଚାଲିଛି ସେକ୍ସ ରାକେଟ

ପୁରୀ : କରୋନାର କବଳରେ ଫସି ରହିଛି ରାଜ୍ୟ । ଏଥି ମଧ୍ୟରେ ଧର୍ମର କ୍ଷେତ୍ର ପୁରୀ ସହରରେ ଚାଲିଥିଲା ସେକ୍ସ ରାକେଟ୍ । ଏ ବିଷୟରେ ପୁଲିସ ସୂଚନା ପାଇବା ପରେ ଉକ୍ତ ଆପାର୍ଟମେଣ୍ଚରେ ଚଢାଉ କରିଥିଲା ।

 ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ଗିରଫ କରିଛି ।  ସେକ୍ସ ଭିଡ଼ିଓ ରେକଡ଼ିଂ ଅଭିଯୋଗରେ ପୁଲିସ ଆଉ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ବଳିଆପଣ୍ଡା ଅଞ୍ଚଳର ଏକ ଘରୋଇ ଆପାର୍ଟମେଣ୍ଟରେ ସେକ୍ସ କାରବାର ଚାଲୁଥିବା ଖବର ପାଇ ସୋମବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିଲା ।

Comments are closed.