Odisha Link
Bridging the Missing Links in Odisha
Daily Archives

September 18, 2020

ସୋସିଆଲ ମିଡିଆରେ ଟ୍ରୋଲ ହେଲେ ବିଗ ବି

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆରେ  ପ୍ରଶଂସକମାନଙ୍କୁ ମାସ୍କ ପିନ୍ଧିବାକୁ ମନେ ପକାଇନ୍ତି । ବର୍ତ୍ତମାନ ସେ ନିଜର ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି , - 'ସୁରକ୍ଷିତ ରୁହ ଏବଂ ସୁରକ୍ଷା ରେ ରୁହ'। ଫଟୋଟିରେ ସେ ଫେସ ସିଲ୍ଡ ପିନ୍ଧିଥିବାର ନଜର…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଛାତ୍ରଙ୍କର…

ମୟୂରଭଞ୍ଜ: ବାରିପଦାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କର ଜୀବନ ଚାଲି ଯାଇଛି । ମୃତକଜଣକ ହେଲେ ସ୍ଥାନୀୟ ରାଗଧା ଏସସିବି ଜୁନିଅର କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଲିଟୁ ମୁର୍ମୁ। ସୂଚନା ଅନୁସାରେ, ଲିଟୁ ସକାଳୁ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ବେଳେ…

ଦୁନିଆସାରା ଠପ୍‌ ରହିଲା ଇନଷ୍ଟାଗ୍ରାମ୍‌…

ନୂଆଦିଲ୍ଲୀ: ସୋଶିଆଲ ନେଟଓ୍ବାର୍କିଙ୍ଗ୍‌ ସାଇଟ୍‌ ଫେସବୁକ ଓ ଇନଷ୍ଟାଗ୍ରାମ୍‌ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଗୁରୁବାର ରାତିରେ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ଆପ୍‌ ସମାୟିକ ସମୟ ପାଇଁ ବନ୍ଦ ହୋଇ ଯାଇଥିଲ।। ଲୋକ ମାନେ କିଛି ସମୟ ପାଇଁ ଏହି ୨ଟି ଆପ୍‌ରେ ଲଗ ଇନ୍‌ କରିବା ନେଇ ଅସୁବିଧାର ସମ୍ମୁଖୀନ…

ବୁଲେଟ ଟ୍ରେନ ପରେ ଭାରତରେ ଗଡ଼ିବ…

ନୂଆଦିଲ୍ଲୀ : ମୋଦି ସରକାର ବୁଲେଟ୍ ଟ୍ରେନ୍ ପରେ ଅନ୍ୟ ଏକ ଟ୍ରେନ୍ ଆଣିବାକୁ ଯାଉଛନ୍ତି। ତାହା ହେଲା ମ୍ୟାଗଲୋବ୍ ଟ୍ରେନ୍ ।ସେଥି ପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ର୍ୟାପିଡ୍ ଏଜି ସହିତ ଚୁକ୍ତି କରିଛି । ଟ୍ରେନ୍ ଟିକୁ ମୁମ୍ୱାଇରୁ ଚଣ୍ଡିଗଡ ପହଁଞ୍ଚିବା ପାଇଁ ଅଧଘଣ୍ଟା ଲାଗିବ ।ଏହା ଚାଲିବା ପାଇଁ…

ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡା: ଜିଲ୍ଲା ଲଇକେରା ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ ଲାଗିଛି। ଅଗ୍ନିକାଣ୍ଡରେ ଅଫିସ ସାମଗ୍ରୀ, କମ୍ପ୍ୟୁଟର ଓ କାଗଜ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଖବର ମିଳିଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା…

ଦିନକରେ ୯୬ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା। ଏପରିକି ଦୈନିକ ସଂକ୍ରମଣରେ ଭାରତ ଏକ ନମ୍ବର ସ୍ଥାନରେ ଆସିଛି ପହଁଞ୍ଚିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୫୨ଲକ୍ଷ ୧୪ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

କରୋନା : କଟକ ଓ ଭୁବନେଶ୍ୱରରେ କଡ଼ାକଡ଼ି…

ଭୁବନେଶ୍ବର: କଟକ ଓ ଭୁବନେଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡ଼ିଛି କମିସନରେଟ୍ ପୋଲିସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡ୍କୁ ଆସିଛି ପୋଲିସ। ଦୋକାନଗୁଡିକୁ ଯାଞ୍ଚ କରାଯାଉଛି। ଯେଉଁଠି…

କରୋନା: ସୁସ୍ଥ ପରେ ବି ଟଳୁନି ସମସ୍ୟା

ଭୁବନେଶ୍ବର : କ‌ରୋନା ସଂକ୍ରମଣରୁ ଅନେକ ରୋଗୀ ସୁସ୍ଥ ହେବା ପରେ ମଧ୍ୟ ରୋଗୀଙ୍କ ଶରୀରରେ ପ୍ରବଳ ଜ୍ବର ସହିତ ନିମୋନିଆ ହେଉଛି।ତେଣୁ ରୋଗୀଟିଏ ଅସୁସ୍ଥ ହୋଇପଡ଼ୁଛି। ରାଜଧାନ‌ୀରେ କୋଭିଡ୍‌ରୁ ମୁକ୍ତ ହୋଇଥିବା ଜଣେ ମହିଳା ଡାକ୍ତର ଖାନାରେ ପୁନଶ୍ଚ ଭର୍ତ୍ତି ହୋଉଛନ୍ତି । ସେ ଗତ ମାସ ୧୧ ତାରିଖରେ…

ରାଜଧାନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର: ବିପୁଳ ପରିମାଣରେ ଗଞ୍ଜେଇ ଜବତ। ଏମିତି ଏକ ଘଟଣା ଘଟିଛି ରାଜଧାନୀରୁ ଭୁବନେଶ୍ବରରରୁ। ମିଳିଥିବା ସୂଚନା ଅନୁସାରେ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ କୋଟି ଟଙ୍କା ହେବ।ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର୍ ସମୟରେ ଖୋର୍ଦ୍ଧାର ଭରତପୁର ନିକଟରେ ଏକ ବୋଲେରୋରେ ବିପୁଳ…

ଆଉ ଏକ ଲଘୁଚାପ : ୨୦ରୁ ୩ ଦିନ ସାରା…

ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୧ ଓ ୨୨ ତାରିଖରେ ଅଧିକ ବର୍ଷା ହୋଇପାରେ।  ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦୁଇଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। କାଁ ଭାଁ ବର୍ଷା ହୋଇପାରେ। କିନ୍ତୁ ୨୦ ତାରିଖରେ ଦକ୍ଷିଣ…