Odisha Link
Bridging the Missing Links in Odisha

କଲରାପତରିଆ ବାଘ ଚମଡ଼ା ଜବତ ; ଜଣେ ଗିରଫ

ଭୁବନେଶ୍ୱର : କଲରାପତରିଆ ବାଘ ଚମଡ଼ା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ଜବତ ହୋଇଛି । ବାଘ ଚମଡ଼ା ବିକ୍ରି ଯୋଜନା ବେଳେ ଏସଟିଏଫ ଟିମ ଜଣକୁ ଗିରଫ କରିଛି ।

ଉକ୍ତ ବ୍ୟକ୍ତି ଜଣଙ୍କୁ ଏସଟିଏଫ ଟିମ ସମ୍ବଲପୁର- ସୋନପୁର ସୀମା ଅଞ୍ଚଳରୁ ଗିରଫ କରିଥିଲା । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.