Odisha Link
Bridging the Missing Links in Odisha

ଜଟଣୀରେ ବୋମାମାଡ଼, ୨ ଆହତ

ଜଟଣୀ: ଜଟଣୀରେ ବୋମାମାଡ଼। ବୋମାମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ଆହତ ୨ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଆଉ ଜଣେ ମହିଳା ଥିବା ନେଇ ଜଣାପଡିଛି। ବୋମାମାଡ଼ରେ ଘରର ଆଜ୍‌ବେଷ୍ଟ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ନେଇ ସନ୍ଦେହ କରାଯାଉଛି। ବୋମାମାଡ଼ରେ ପ୍ରାୟ ୭ଟି ବୋମା ପଡିଥିବା ନେଇ ସୂଚନା ମିଳିଛି। ଜଣେ ଜେଲ୍‌ ପାରନ୍ତା ଦୁର୍ବତ୍ତ ଏଭଳି କରିଥିବା ନେଇ ସୂଚନା ମିଳିଛି।

Comments are closed.