Odisha Link
Bridging the Missing Links in Odisha
Daily Archives

October 18, 2020

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୨୬୧୦…

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୧୦ କରୋନା ଆକ୍ରାନ୍ତ। ଏଥିସହ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨୪୬୮୩୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା…

ଓଡ଼ିଶାକୁ ପାକିସ୍ତାନ ସହ ତୁଳନା,…

ଭୁବନେଶ୍ବର: ଅଶ୍ଲୀଳ ଭିଡ଼ିଓ ଭାଇରାଲ ମାମଲାରେ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେବା ଓ ପଚାରଉଚରା କରିବା ଘଟଣାକୁ ପାକିସ୍ତାନର ଆଇନ ସହ ତୁଳନା କରି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବିଜେପିର ଉପସଭାପତି ବୈଜୟନ୍ତ ପଣ୍ଡା। ଓଡ଼ିଶା ସହ ପାକିସ୍ତାନକୁ ତୁଳନା କରିଛନ୍ତି ବୈଜୟନ୍ତ। ଏନେଇ ବୈଜୟନ୍ତ…

ରିପବ୍ଲିକ୍ ଟିଭି’ର ଟିଆରପି ଜାଲିଆତି…

ନୂଆଦିଲ୍ଲୀ: ବ୍ୟକ୍ତିଗତ ଏବଂ ଗୋପନୀୟ ତଥ୍ୟ ପ୍ରଘଟ କରିବା ସହ ସେଗୁଡ଼ିକୁ ଭୁଲ୍‌ ଭାବେ ଉପସ୍ଥାପନ କରିଥିବା ‘ରିପବ୍ଲିକ୍ ନେଟ୍‌ୱାର୍କ’ ଉପରେ ‘ବ୍ରଡ୍‌କାଷ୍ଟ୍‌ ଅଡିଏନ୍ସ୍‌ ରିସର୍ଚ କାଉନ୍‌ସିଲ୍‌’ (ବାର୍କ) ଖୁବ୍‌ ମର୍ମାହତ ହୋଇଛି। ଏନେଇ ଆଜି ଏକ ବିବୃତିରେ ‘ବାର୍କ’ କହିଛି, ଚାଲିଥିବା ତଦନ୍ତ ବିଷୟରେ…

ମନ୍ଦିର ଏବଂ ସେବାୟତ ମାନଙ୍କରେ ସଂସ୍କାର…

ଭୁବନେଶ୍ୱର: ଓଡ଼ିଶାରେ ସନାତନ ହିନ୍ଦୁ ସଂସ୍କୃତିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ମନ୍ଦିର ଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ପଡ଼ି ରହିବା ପରେ ଏଗୁଡ଼ିକ କିପରି ଖୋଲାହେବା ସହ ଭକ୍ତମାନଙ୍କ ସମାଗମ ଆରମ୍ଭ ହେବ ସେ ନେଇ ସରକାର ଉଦାସୀନ ମନୋଭାବ ପୋଷଣ କରୁଥିବା ବେଳେ ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ ଓ ଓଡ଼ିଶା…

ଜଟଣୀରେ ବୋମାମାଡ଼, ୨ ଆହତ

ଜଟଣୀ: ଜଟଣୀରେ ବୋମାମାଡ଼। ବୋମାମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ଆହତ ୨ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଆଉ ଜଣେ ମହିଳା ଥିବା ନେଇ ଜଣାପଡିଛି। ବୋମାମାଡ଼ରେ ଘରର ଆଜ୍‌ବେଷ୍ଟ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ନେଇ ସନ୍ଦେହ କରାଯାଉଛି। ବୋମାମାଡ଼ରେ ପ୍ରାୟ ୭ଟି…

ଟ୍ରାଫିକ ପୋଲିସଙ୍କ ଅନନ୍ୟ ସେବା

କଟକ: ଟ୍ରାଫିକ ପୋଲିସଙ୍କ ଅନନ୍ୟ ସେବା। କଟକ ଶିଖରପୁର ଛକରେ ରାସ୍ତା ଉପରେ ଗୋଡି ଓ ବାଲି ପଡିରହୁଥିବା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟେ। ଯାହା ଆଜି ସେଠାରେ କାର୍ଯ୍ୟ କରୁଥିବା ଟ୍ରାଫିକ କର୍ମଚାରୀ ଲଳିତ ରାଉତ ଦେଖି ସଙ୍ଗେ ସଙ୍ଗେ ଝାଡୁ ଧରି ଉକ୍ତ ବାଲି ଓ ଚିପ୍ସ ସଫା କରିଥିଲେ। ଏଭଳି କାର୍ଯ୍ୟ…

ଉହାନ ହିଁ କରୋନାର ଉତ୍ପତ୍ତିସ୍ଥଳ: ହର୍ଷ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ‘ରବିବାର ସମ୍ବାଦ’ର ଷଷ୍ଠ ଭାଗରେ ଯୋଗ ଦେଇ ଅନେକ ପ୍ରଶ୍ନର ଉତ୍ତର ଦେବା ବେଳେ କହିଛନ୍ତି ଯେ, ଚୀନର ହୁଆନ ହିଁ କରୋନାର ଉତ୍ପତ୍ତିସ୍ଥଳ। ସାରା ବିଶ୍ୱରେ ଏକା ସମୟରେ କରୋନା ଆରମ୍ଭ ହୋଇଥିବା ଚୀନର ଦାବିକୁ ହର୍ଷ…

ଦଶାହ କାର୍ଯ୍ୟବେଳେ ବଜ୍ରପାତ, ୨ ମୃତ

ଜଗତସିଂହପୁର: ଦଶାହ କାର୍ଯ୍ୟବେଳେ ବଜ୍ରପାତ। ଜଗତସିଂହପୁର ଜିଲ୍ଲା ବିରିଡି ଥାନା ପୁରଣ ବାରେଡ଼ିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନଦୀରେ ଗାଧୋଉଥିବା ବେଳେ ବଜ୍ରପାତରେ ଦୁଇଜଣ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ। ସୂଚନାଯୋଗ୍ୟ,…

ଭାରତରେ ମୁସଲମାନଙ୍କ ସହିତ ଭେଦଭାବ…

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ସାହିତ୍ୟକାର ଶଶୀ ଥରୁର ପାକିସ୍ତାନର ଏକ ଲିଟରେଚର ସଭାରେ ଭାରତକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚାକୁ ଆସିଛନ୍ତି। ଲାହୋରରେ ଅନୁଷ୍ଠିତ ଲିଟରେଚର ଫେଷ୍ଟିଭାଲରେ ଭର୍ଚୁଆଲ୍ରେ ସାମିଲ ହୋଇଥିଲେ ଶଶୀ ଥରୁର। ସେଠାରେ ଶଶୀ ଥରୁର ପାକିସ୍ତାନ ମଞ୍ଚରେ କହିଛନ୍ତି ଯେ,…

ରାଜଧାନୀରେ ପୁଣି ଚିହ୍ନଟ ହେଲେ ୨୩୩…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୧ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ୩୧୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଭୁବନେଶ୍ୱରରେ…