Odisha Link
Bridging the Missing Links in Odisha
Daily Archives

October 18, 2020

୭ ମାସ ପରେ ଖୋଲିଲା ଧଉଳି ଶାନ୍ତି ସ୍ତୁପ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସବୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ହୋଇରହିଥିଲା। ଅନ୍‌ଲକ୍-୫ରେ ଏବେ କିଛି କିଛି ପର୍ଯ୍ୟଟନ ସ୍ଥଳୀ ଖୋଲିବାରେ ଲାଗିଛି। ଏହାରି ମଧ୍ୟରେ ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶାନ୍ତି ସ୍ତୁପ ଧଉଳି। ଆଜି ରାଜଧାନୀରେ ଥିବା ଧଉଳି ପାହାଡ ଉପରେ ଥିବା…

ମିଥୁନଙ୍କ ପୁଅ ନାଁରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ପୁଅ ମହାଅକ୍ଷୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ଅଭିନେତ୍ରୀଙ୍କୁ ୩ ବର୍ଷରୁ ଅଧିକ ସମୟ ଧରି ଦୁଷ୍କର୍ମ କରିବା ଓ ତାଙ୍କ ଗର୍ଭପାତ କରିବା ପାଇଁ ବାଧ୍ୟ କରାଇଥିବା ମାମଲାରେ ତାଙ୍କ…

ଆସନ୍ତା ପହିଲାରୁ ବଦଳିବ ଏଲ୍‌ପିଜି…

ନୂଆଦିଲ୍ଲୀ: ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମ ବଦଳିବାକୁ ଯାଉଛି। ସିଲିଣ୍ଡରରେ କଳା ବଜାରିକୁ ରୋକିବା ପାଇଁ ନଭେମ୍ବର ୧ ରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଏଲପିଜି ସିଲିଣ୍ଡର ହୋମ ଡେଲିଭରି ସମ୍ପୂର୍ଣ୍ଣ ସିଷ୍ଟମ ବଦଳିବାକୁ ଯାଉଛି।ଆସନ୍ତା ପହିଲାରୁ ଏଲ୍‌ପିଜି ଗ୍ୟାସ ହୋମ୍…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଳ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ରହିଛି। ଜଳସମ୍ପଦ ବିଭାଗର ପ୍ରସ୍ତୁତି ନେଇ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇ କହିଛନ୍ତି ଯେ, ବଂଶଧାରା, ନାଗାବଳୀ…

କାଲିଠୁ ୨୩ ଯାଏଁ ବର୍ଷା ଓ ବଜ୍ରପାତ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତାକାଲି ଠାରୁ ୨୩ ତାରିଖ ଯାଏଁ ବର୍ଷା ହେବା ନେଇ ଆଶଙ୍କା। ଏନେଇ ଆସନ୍ତା ଉପକୂଳ ଓଡ଼ିଶା ସମେତ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ସହ…

୫୦ କେଜିର କଇଁଛ ଉଦ୍ଧାର

କଟକ : ୫୦ କେଜିର କଇଁଛ ଉଦ୍ଧାର। କଟକ ଚୌଦ୍ୱାର ସହରରୁ ଏକ ୫୦ କେଜିର କଇଁଛ ଉଦ୍ଧାର କରିଛି ବନବିଭାଗ। ବନବିଭାଗ ଏହି କଇଁଛକୁ ଉଦ୍ଧାର କରିବା ସହ ୪ ଜଣକୁ ଏନେଇ ଗିରଫ କରିଛି। ଚୌଦ୍ୱାର ପୌରପାଳିକା ୫ ନମ୍ବର ୱାର୍ଡ ଅନ୍ତର୍ଗତ ଦେହୁରୀ ସାହିର ମାୟାଧର ଦେହୁରୀଙ୍କ ଘରୁ ଏହି କଇଁଛ ଉଦ୍ଧାର କରାଯାଇଛି।…

ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍…

ନୂଆଦିଲ୍ଲୀ: ଭାରତୀୟ ସାମରିକ ବିଭାଗକୁ ଏକ ବଡ଼ ସଫଳତା। ଆଜି ଭାରତୀୟ ନୌସେନା ଆରବ ସାଗରରେ ଥିବା ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ ଚେନ୍ନାଇରୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳତା ସହ ପରୀକ୍ଷଣ କରିଛି। ବ୍ରହ୍ମୋସ୍ ସମ୍ପୂର୍ଣ୍ଣ ସଠିକ ଭାବରେ ତାଙ୍କ ଟାର୍ଗେଟକୁ ହିଟ୍ କରିଛି। ଏହା…

ନବରାତ୍ରି ଶୁଭେଚ୍ଛା ଜଣାଇଲେ ଆମେରିକାର…

ନ୍ୟୁୟର୍କ: ନବରାତ୍ର ପାଇଁ ସବୁ ଦେବୀ ପୀଠରେ ମା ଙ୍କ ପୂଜା ଆରମ୍ଭ ହୋଇଗଲାଣି। ନବରାତ୍ରି କେବଳଯେ ଭାରତରେ ହୁଏ ତାହା ନୁହେଁ, ବିଦେଶରେ ବି ପାଳନ କରାଯାଏ। ଗତକାଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ​​ଡେମୋକ୍ରାଟ ପାର୍ଟି ପ୍ରାର୍ଥୀ ହୋଇଥିବା ଜୋ ବିଡେନ ଆମେରିକାରେ ଥିବା ହିନ୍ଦୁ ଭାରତୀୟମାନଙ୍କୁ…

ବିବାଦରେ ବୈଜୟନ୍ତଙ୍କ ଟ୍ୱିଟ୍

ଭୁବନେଶ୍ବର: ଅଶ୍ଲୀଳ ଭିଡ଼ିଓ ଭାଇରାଲ ମାମଲାରେ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେବା ଓ ପଚାରଉଚରା କରିବା ଘଟଣାକୁ ପାକିସ୍ତାନର ଆଇନ ସହ ତୁଳନା କରି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବିଜେପିର ଉପସଭାପତି ବୈଜୟନ୍ତ ପଣ୍ଡା। ଓଡ଼ିଶା ସହ ପାକିସ୍ତାନକୁ ତୁଳନା କରିବାକୁ ମଧ୍ୟ ପଛାଇଲେ ନାହିଁ । ନିଜ…

ନିଯୁକ୍ତି ହେଲେ କଂଗ୍ରେସର ଜିଲ୍ଲା…

ଭୁବନେଶ୍ବର: ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ କଂଗ୍ରେସ ମହସଚିବ କେ.ସି ଭେନୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ରାଜ୍ୟ କଂଗ୍ରେସର ୩୩ଟି ସାଂଗଠନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତ କରାଯାଇଛି। ନିଯୁକ୍ତ…