Odisha Link
Bridging the Missing Links in Odisha
Browsing Tag

jatani

ଜଟଣୀ: ସ୍ବାଧୀନ ଭାବେ ଲଢ଼ିବେ ସୁରଙ୍କ ବଡ଼…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ନିର୍ବାଚନ ମଇଦାନରେ ଦେଖିବାକୁ ମିଳୁଛି ରୋମାଞ୍ଚ। ଏବେ ସବୁଠି ଚର୍ଚ୍ଚାରେ ବରିଷ୍ଠ ରାଜନେତା ସୁରେଶ ରାଉତରାୟଙ୍କ ପରିବାରକୁ ନେଇ। ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ୍‌ ମନ୍ମଥ ରାଉତରାୟଙ୍କୁ ବିଜେଡି ଟିକେଟ୍‌ ମିଳିଛି। ବଡ଼ ବଡ଼ ନେତାଙ୍କୁ ପଛରେ…

ଜଟଣୀ: ପୌରାଞ୍ଚଳର ୩ ଅଞ୍ଚଳକୁ…

ଜଟଣୀ: ମହାମାରୀ କରୋନାର କରାଳ ରୂପରେ ହନ୍ତସନ୍ତ ହେଉଛି ଜୀବନ। ଦିନକୁ ଦିନ କରୋନା ମାମଲା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ସରକାର। ଏସବୁ ମଧ୍ୟରେ ଜଟଣୀ ପୌରାଞ୍ଚଳର ୩ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ। ସ୍ଥାନୀୟ ଆକାଉଣ୍ଟ୍‌ସ କଲୋନୀ, ଖଳିପୋଖରୀ ଓ ବିକାଶନଗର…

ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ

ଜଟଣୀ: ନଦୀକୁ ଗାଧୋଇ ଯାଇ ବୃଦ୍ଧ ନିଖୋଜ। ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ନିରଞ୍ଜନପୁର ଗ୍ରାମରେ ଘଟିଛି। ନିଖୋଜ ବୃଦ୍ଧ ହେଲେ ଦେବରାଜ ଜେନା(୬୫) । ସେ ଶୁକ୍ରବାରଠାରୁ ଖଣିକୁ ଗାଧୋଇବାକୁ ଯାଇ ଆଉ ଫେରି ନାହାନ୍ତି। ତେବେ ଖଣିର ଗଭୀର ଗଣ୍ଡ ପାଣିରେ ଡୁବି ଯାଇଥିବା ସନ୍ଦେହ କରାଯାଉଛି ।…

ଡକାୟତି ଯୋଜନା ପଣ୍ଡ କଲା ପୁଲିସ, ୯…

ଜଟଣୀ : ଡକାୟତି ଉଦ୍ୟମ ବିଫଳ କଲା ପୁଲିସ। ମାରଣସ୍ତ୍ର ଜବତ ସହ ୯ଜଣଙ୍କୁ ଗିରଫ କରିଛି ଜଟଣୀ ପୁଲିସ। ପ୍ରକାଶ ଯେ, ବିଶେଷ ସୁତ୍ରରୁ ଖବର ପାଇ ଆଜି ଜଟଣୀ ପୋଲିସ ଆଇଆଇଟି-ତରାବୋଇ ରାସ୍ତାରେ ଚଢାଉ କରିଥିଲା । ଏଠାରେ ଡକାୟତି ପାଇଁ ଯୋଜନା ଚାଲୁଥିବା ବେଳେ ଚଢାଉ କରିଛି ପୁଲିସ । ଘଟଣାସ୍ଥଳରୁ ଖସିଯିବାକୁ…

ଜଟଣୀରେ ବୋମାମାଡ଼, ୨ ଆହତ

ଜଟଣୀ: ଜଟଣୀରେ ବୋମାମାଡ଼। ବୋମାମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ଆହତ ୨ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଆଉ ଜଣେ ମହିଳା ଥିବା ନେଇ ଜଣାପଡିଛି। ବୋମାମାଡ଼ରେ ଘରର ଆଜ୍‌ବେଷ୍ଟ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ନେଇ ସନ୍ଦେହ କରାଯାଉଛି। ବୋମାମାଡ଼ରେ ପ୍ରାୟ ୭ଟି…

ନିଶ୍ଚୟ ଗଣେଶ ପୂଜା କରିବୁ : ଜଟଣୀ…

ଜଟଣୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ପୂଜା ମଣ୍ଡପରେ ଗଣେଶ ପୂଜା ପାଳନ ନକରିବାକୁ ବିରୋଧ କରିଛି ଜଟଣୀ ବ୍ୟବସାୟୀ ସଂଘ। ଗଣେଶ ପୂଜା ନିଶ୍ଚିତ କରିବୁ ବୋଲି ପ୍ରେସ୍‌ମିଟ୍‌ ଜରିଆରେ ଗଣମାଧ୍ୟମକୁ‌ ସୂଚନା ଦେଇଛି ଜଟଣୀ ବ୍ୟବସାୟୀ ସଂଘ। ଏନେଇ ଜଟଣୀ ବ୍ୟବସାୟୀ ସଂଘ ସଭାପତି ସୁଦର୍ଶନ ସୁନ୍ଦରରାୟ…

ଲକ୍‌ଡାଉନ୍‌ର ସୁଯୋଗ ନେଇ ଅନ୍ୟ ଜମିରେ…

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ପୁଣି ଜମି ମାଫିଆଙ୍କ ଦୌରାତ୍ମ ବଢିବାରେ ଲାଗିଛି। କରୋନା ପାଇଁ ଦେଶବ୍ୟାପି ଲକଡାଉନ ଚାଲିଥିବାବେଳେ ଏହାର ସୁଯୋଗ ନେଇ ଜମି ମାଫିଆ ମାନେ ଏବେ ଅନ୍ୟ ଜମିକୁ କବଜା କରି ଜାଲରେ ବିକ୍ରି କରିବା ପାଇଁ ଯୋଜନା କରିବା ସହ ନିଜ ଜମିକୁ ରାସ୍ତା ନଥିବା କାରଣରୁ ଅନ୍ୟ…

ଆତ୍ମହୁତି ଆନ୍ଦୋଳନରୁ ପ୍ରତ୍ୟାହୃତ ହେଲେ…

ଭୁବନେଶ୍ବର : ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦୀର୍ଘଦିନ ଧରି ବାରମ୍ବାର ଦାବିପାଇଁ ଆନ୍ଦୋଳନ , ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଘେରାଉ, ଦାରୁଠେଙ୍ଗ ଠାରେ ବିକ୍ଷୋଭ କରିବା ସହ ବାରମ୍ବାର ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜାନୁଆରୀ ୨୬ ତାରିଖ ସୁଦ୍ଧା ଏହି ଦାବିଗୁଡିକ…

ସୁରଙ୍କ ଚେତାବନୀ

ଖୋର୍ଦ୍ଧା : ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ଶ୍ରୀ ରାଉତରାୟ। ଜଟଣୀ ବ୍ଲକ୍‌ର ସ୍ଥିତିବାନ ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ଜମି ବୋଲି ଚିହ୍ନଟ କରାଯାଇ ଏହାର କିଣାବିକା ଉପରେ ରୋକ୍‌ ଲଗାଇଛନ୍ତି। ଏହି ଘଟଣାକୁ ନେଇ ଆସନ୍ତା ୨୭ ତାରିଖରେ ନବୀନ ନିବାସ ଘେରାଉ…

ବ୍ରାଉନ ସୁଗାର ଜବତ

ଜଟଣୀ : ଆଜି ଜଟଣୀ ଅଞ୍ଚଳରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଜଟଣୀ ପୋଲିସ ଓ କ୍ୟୁଏଟି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି । ପୋଲିସ କାର ଲକ୍ଷ ୧୦ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ କରିନେଇଛି ।