Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ୨ ଗୁରୁତର

ମୋରଡ଼ା : ମୋରଡ଼ା, ବେତନଟୀ, ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ହାତୀ ପଲ ତାଣ୍ଡବ ରଚୁଛନ୍ତି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଦୁଇଜଣ ଗୁରୁତର ହୋଇଛନ୍ତି ।

ଗତ କିଛି ଦିନ ହେବ ରବିବାର ଦିନ ମଧ୍ୟ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଜଣଙ୍କୁ ହାତୀ ଦଳି ମାରିଦେଇଥିଲା। ଜିଲ୍ଲାର କରଞ୍ଜିଆ ବ୍ଲକ ଅଞ୍ଚଳରେ ମଧ୍ୟ ହାତୀପଲ ଧାନକ୍ଷେତ ନଷ୍ଟ କରିଛନ୍ତି।

Comments are closed.