Odisha Link
Bridging the Missing Links in Odisha
Browsing Tag

Elephant Attack

ହାତୀ କବଳରୁ ସୁରକ୍ଷା ପାଇଁ ପଦକ୍ଷେପ…

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ଦନ୍ତା ହାତୀ ଆକ୍ରମଣ କରିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା। କୌଣସି ପଦକ୍ଷେପ ନିଆଯାଇନଥିବାରୁ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଶବ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରିବାର ଲୋକେ ଦାବି କରିଥିଲେ, ମୃତ…

ଦଳିଦେଲା ଦନ୍ତା ହାତୀ, ଚାଲିଗଲା ୩ ଜୀବନ

ଓଏଲ୍‌ ବ୍ୟୁରୋ : ଦନ୍ତା ହାତୀ ଆକ୍ରମଣ କରିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଆଜି ସକାଳୁ ଅନୁଗୋଳ ଜିଲ୍ଲାରେ। ୩ ମୃତ ବ୍ୟକ୍ତି ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ତେବେ ଆଜି…

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ…

ରାଇରଙ୍ଗପୁର: ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ବିଶୋଇ ରେଞ୍ଜର ଟୁଙ୍ଗୁରୁ ଜଙ୍ଗଲରେ। ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଥାନା ଦୁଧକୁଣ୍ଡି ଗ୍ରାମର ଦୁଇଜଣ ମହିଳା…

ଶୋଇଥିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା…

ସମ୍ବଲପୁର: ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ଆତଙ୍କ ଖେଳାଇଛି ଦନ୍ତା ଡନ୍। ଗତକାଲି ଡନ ଆକ୍ରମଣରେ କୁଢେରନିଶା ଗାଁରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା। ଖାଦ୍ୟ ସନ୍ଧାନରେ ଆସି ଗୋଟିଏ ଘର ଭାଙ୍ଗି ଦେବା ସହିତ ୨ଜଣଙ୍କୁ ଦଳି ଦେଇଥିଲା ଡନ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କର ଚିକିତ୍ସିତ…

ହାତୀ ଆକ୍ରମଣରେ ମା’ ଓ ପୁଅ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରିନା ମୁଣ୍ଡା ଓ ପୁଅ ସାହିଦ ମୁଣ୍ଡା।…

ହାତୀ ଆକ୍ରମଣରେ ମହିଳା ମୃତ

ତେଲକୋଇ: ହାତୀ ଆକ୍ରମଣରେ ମହିଳା ମୃତ। ଏହି ଘଟଣାଟି କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଗ୍ରାମରେ ଘଟିଛି।ମୃତ ମହିଳା ଜଣକ ହେଲେ ଜଗମୋହନପୁର ଗ୍ରାମର ସ୍ବର୍ଗତ ଦିବାକର ପ୍ରଧାନଙ୍କ ସ୍ତ୍ରୀ ଜାନକୀ ପ୍ରଧାନ। ପ୍ରାକଶ ଯେ, ଗତକାଲି ରାତି ପ୍ରାୟ ସାଢେ ୩ଟା ବେଳେ ଗାଁରେ ଦନ୍ତାହାତୀ ପଶିଥିଲା।…

ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ

ରାସୋଳ : ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ। ଏହି ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତମାନିଆନାଳି ଗ୍ରାମରେ ଘଟିଛି। ପ୍ରକାଶ ଯେ , ସୋମବାର ସଂଧ୍ୟା ୬ ଘଟିକା ସମୟରେ ରବି ରାଉତ (୫୫) ନାମକ ବ୍ୟକ୍ତି ଘର ପାଖରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ।…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପଣ୍ଡୁଆ ଫାଣ୍ଡି ଖଟୁଆ ହତା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ଜଣଙ୍କ ହେଲେ କାର୍ତ୍ତିକ ସାହୁ। ତାଙ୍କ ବୟସ ୭୫ ବର୍ଷ। ସେ ଆଜି ସକାଳ ସାଢେ ପାଞ୍ଚଟାରେ ଶୌଚ ହେବାକୁ ଘର ପଛ ପାଖକୁ…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଦେବଗଡ଼: ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି। ଏହି ଅଭାବନୀୟ ଘଟଣାଟି ଦେବଗଡ଼ ରେଞ୍ଜ ଅନ୍ତର୍ଗତ ବାବୁରିକାନି ଗ୍ରାମରେ ଘଟିଛି। ମୃତକ ଜଣଙ୍କ ହେଲେ ତିଲେଇବଣି ବ୍ଲକ ଅନ୍ତର୍ଗତ ବଡ଼ଛାପଲ ପଞ୍ଚାୟତ ବାବୁରିକାନି ଗ୍ରାମର କମାର କିଷାନ(୬୫)। ସୂଚନା ଅନୁସାରେ, କମାର ଶୌଚ ନିମନ୍ତେ ଘର…

ହାତୀ ଆକ୍ରମଣରେ ବୃଦ୍ଧା ଆହତ

ପରଜଙ୍ଗ: ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆଘାତ ହୋଇଛନ୍ତି। ବୃଦ୍ଧା ଜଣକ ହେଲେ କନକ ବେହେରା। ଏହି ଦୁର୍ଘଟଣାଟି ପରଜଙ୍ଗ ଥାନା ଗେଙ୍ଗୁଟିଆ ଗ୍ରାମରେ ଘଟିଛି। ସୂଚନା ଅନୁସାରେ କନକ ଆଜି ସକାଳୁ ନିଜ ଘର ଆଗରେ ବସିଥିଲେ। ସେହି ସମୟରେ ହଠାତ ଏକ ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ…